Movies ବିଷୟରେ ଆଲୋଚନା
try Again
Tip1:hello
Lesson 101
Movies ବିଷୟରେ ଆଲୋଚନା
Who is=କିଏ ହେଉଛି
your=ଆପଣଙ୍କର
ଟିପ୍
Who's (who is) = କିଏ

Who's Geeta's sister? = ଗୀତା ର ଭଉଣୀ କିଏ ?
Whose = କାହାର

Whose sister is Geeta? = ଗୀତା କାହାର ଭଉଣୀ?
'ଆପଣଙ୍କର ସବୁଠାରୁ ପ୍ରିୟ ଗାୟକ କିଏ?' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ.;
Whose your favorite singer?
Who is your favorite singer?
Who is yours favorite singer?
Whom is your favorite singer?
ଆପଣଙ୍କର ସବୁଠାରୁ ପ୍ରିୟ ହାସ୍ୟାଭିନେତା କିଏ?
    • comedian?
    • who's
    • favorite
    • yours
    • your
    • whom is
    ଟିପ୍
    Who? = କିଏ?
    'Who' କର୍ତ୍ତା (subject) ପାଇଁ ବ୍ୟବହାର ହୁଏ
    The teacher shouted at Sachin -> Who shouted on Sachin?
    Whom = କାହାକୁ

    'Whom' object ପାଇଁ ବ୍ୟବହାର ହୁଏ - ଯାହାକୁ କରା ଯାଇ ଥିବା କାର୍ଯ୍ୟ ର ପରିଣାମ ମିଳେ
    The teacher shouted on Sachin -> Whom did the teacher shout on?

    ଏଠାରେ କର୍ତ୍ତା ହେଉଛି teacher (subject) ଓ object ହେଉଛି Sachin.
    'ଫିଲ୍ମ୍ ଫେୟାର ପୁରଷ୍କାର କାହାକୁ ମିଳିଲା?' ର ଇଂରାଜୀ ରେ ଅନୁବାଦ ବାଛନ୍ତୁ.;
    Who got the Filmfare award?
    Whose got the Filmfare award?
    Who is got the Filmfare award?
    Who is got the Filmfare award?
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    ______
    Whom
    Whose
    Who's
    'ଆପଣଙ୍କର ସବୁଠାରୁ ପ୍ରିୟ ଫିଲ୍ମ୍ କେଉଁଟା?' ର ଇଂରାଜୀ ରେ ସଠିକ୍ ଉତ୍ତର ବାଛନ୍ତୁ.;
    Which is your favorite movie?
    Who is your favorite movie?
    Whose your favorite movie?
    Which is yours favorite movie?
    ମୋର ସବୁଠାରୁ ପ୍ରିୟ ଫିଲ୍ମ୍ ହେଉଛି DDLJ.
    • mine
    • favoritest
    • my
    • movie is
    • DDLJ.
    • favorite
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    I have seen DDLJ ______
    fifth times
    five times
    fiveth times
    five time
    'ଏହି ଶୁକ୍ରବାର ଦିନ କେଉଁ ଫିଲ୍ମ୍ ରିଲିଜ୍ ହେବାକୁ ଯାଉଛି?' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ ;
    Which movie is releasing this Friday?
    Whose movie is releasing this Friday?
    Which movie will releasing this Friday?
    Which movie is release this Friday?
    କଣ ଆପଣ ଫିଲ୍ମ୍ ଦେଖିବା ପାଇଁ ଯିବେ?
    • are
    • for a movie?
    • you
    • to go
    • want
    • do
    ଆପଣଙ୍କର ସବୁଠାରୁ ପ୍ରିୟ ଗାୟିକା କିଏ?
    • your
    • your favorite
    • Whose
    • female singer?
    • Who's
    • what
    ମତେ ଏହି ମୁଭି ର ଗୀତ ବହୁତ ଭଲ ଲାଗେ.
    • the
    • of this movie.
    • liked
    • really
    • songs
    • I
    'ଗୋଲ୍ ମାଲ୍ ହେଉଛି ସବୁଠାରୁ କୌତୁକିଆ ଫିଲ୍ମ୍ ମାନଙ୍କ ମଧ୍ୟ ରୁ ଗୋଟେ.' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
    Golmaal is one of the funniest movies.
    Golmaal is one between the funniest movies.
    Golmaal is one of the funny movies.
    Golmaal is first of the funniest movies.
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ