କାହାର ସ୍ବାସ୍ଥ୍ୟ ର ଖବର ନେବା/ପଚାରିବା
try Again
Tip1:hello
Lesson 102
କାହାର ସ୍ବାସ୍ଥ୍ୟ ର ଖବର ନେବା/ପଚାରିବା
ଟିପ୍
How are you? = ତୁମେ କେମିତି ଅଛ?
ଉଭୟ ବାକ୍ୟ ର ବ୍ୟବହାର ଯେ କୌଣସି ବ୍ୟକ୍ତିଙ୍କର ସ୍ବାସ୍ଥ୍ୟ ବିଷୟରେ ପଚାରିବା ପାଇଁ କରା ଯାଏ, କିନ୍ତୁ How are you feeling? କହିବା ଟା ଉଚ୍ଚିତ.


How are you feeling?
=

ତୁମକୁ କେମିତି ଲାଗୁଛି? (ଆପଣଙ୍କର ସ୍ବାସ୍ଥ୍ୟ କେମିତି ଅଛି?)
Are you feeling any better?=କଣ ଆପଣଙ୍କୁ ଟିକିଏ ଭଲ ଲାଗୁଛି?
ଡାଏଲଗ୍ ଶୁଣନ୍ତୁ
Why weren't you at the office yesterday?
ଆପଣ ଗତ କାଲି ଅଫିସ୍ ରେ କାହିଁକି ନଥିଲେ ?


I wasn't feeling well.
ମତେ ଭଲ ଲାଗୁ ନ ଥିଲା.


What happened?
କଣ ହେଲା ?


My stomach was upset.
ମୋର ପେଟ ଖରାପ ଥିଲା.


Are you feeling any better now?
କଣ ଏବେ ଟିକିଏ ଭଲ ଲାଗୁଛି ?


'କଣ ହେଲା?' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
What happens?
What happened?
How happened?
When happened?
କଣ ଆପଣଙ୍କୁ ଟିକିଏ ଭଲ ଲାଗୁଛି?
    • feels
    • feeling
    • you
    • any better?
    • do
    • are
    ଏବେ ଆପଣଙ୍କୁ କେମିତି ଲାଗୁଛି?
    • do
    • how
    • feeling
    • now?
    • are
    • you
    'ମତେ ଟିକିଏ ଭଲ ଲାଗୁଛି.' ର ଇଂରାଜୀ ରେ ଅନୁବାଦ ର ଚୟନ କରନ୍ତୁ ;
    I am feel better
    I do feeling better
    I will feel better
    I am feeling better
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    I am ______
    not feel
    don't feel
    not feeling
    'ମତେ ଏବେ ମଧ୍ୟ ଅସୁସ୍ଥ ଲାଗୁଛି ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
    I am still feeling a bit under the weather
    I am still feel a bit under the weather
    I do still feeling a bit under the weather
    I am steal feeling a bit under the weather
    ଡାଏଲଗ୍ ଶୁଣନ୍ତୁ.
    What reason do you have for missing work for 2 days?
    ଆପଣଙ୍କର ଦୁଇ ଦିନ ପର୍ଯ୍ୟନ୍ତ କାମ ଠାରେ ଅନୁପସ୍ଥିତ ହେବା ର କାରଣ କଣ?


    I was sick.
    ମୁଁ ଅସୁସ୍ଥ ଥିଲି


    Oh, what happened?
    ଓଃ, କଣ ହେଲା?


    I had a fever
    ମତେ ଜ୍ଵର ହେଇ ଥିଲା


    Is it any better now?
    କଣ ଏବେ ଟିକିଏ ଭଲ ଅଛି?


    I'm still feeling under the weather.
    ମତେ ଏବେ ମଧ୍ୟ ଭଲ ଲାଗୁନି.


    ମୋର ହାଥ ଭାଙ୍ଗି ଯାଇଛି.
    • am
    • break
    • broke
    • my arm.
    • I
    କଣ ଆପଣଙ୍କର ହାଥ ଆହୁରି ବ୍ୟଥା ହେଉଛି?
    • has
    • still
    • hurt?
    • does
    • your arm
    • hurts
    ଡାଏଲଗ୍ ଶୁଣନ୍ତୁ
    Sachin told me you broke your arm. I'm really sorry to hear that. How are you doing now?
    ସଚିନ୍ ମତେ କହିଲା କି ତୁମର ହାଥ ଭାଙ୍ଗି ଯାଇଛି. ଏହା ଶୁଣିକି ବହୁତ ଦୁଖ ଲାଗିଲା. ଏବେ ତୁମେ କେମିତି ଅଛ ?


    Thanks. I am feeling a bit better now
    ଧନ୍ୟବାଦ. ମତେ ଏବେ ଟିକିଏ ଭଲ ଲାଗୁଛି.


    I'm going to the store, would you like any medicine?
    ମୁଁ ଦୋକାନ କୁ ଯାଉଛି, କଣ ତୁମକୁ କିଛି ଔଷଧ ଦରକାର ?


    No. That's OK.
    ନା, ଠିକ ଅଛି.


    I hope you get better soon.
    ମୁଁ ଆଶା କରୁଛି କି ତୁମେ ଶୀଘ୍ର ଭଲ ହେଇ ଯାଅ.


    ଉପଯୁକ୍ତ ଶବ୍ଦ କରି ଶୁନ୍ୟ ସ୍ଥାନ କରନ୍ତୁ
    I hope ______
    you feeling better
    you are feeling better
    you feel better
    you will felt better
    ମୋର ପେଟ ଏପର୍ଯ୍ୟନ୍ତ ଖରାପ ଅଛି
    • stomach
    • upset
    • is
    • my
    • mine
    • still
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    ______
    Hope you are get better
    Hope you are got better
    Hope you get better
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    Sorry ______
    for hear that
    to hear that
    hearing to that
    to listen that
    'ନିଜ ର ଧ୍ୟାନ ରଖନ୍ତୁ.' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
    Take care of yourself.
    Take care of your.
    Take care of you.
    Takes care of yourself.
    କଣ ମୁଁ ଆପଣଙ୍କ ପାଇଁ କିଛି ଔଷଧ ଆଣି ଦେବି?
    • will
    • get you
    • some medicines?
    • can
    • I
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ