ଶୁଭେଚ୍ଛା ଦେବା
try Again
Tip1:hello
Lesson 103
ଶୁଭେଚ୍ଛା ଦେବା
ଡାଏଲଗ୍ ଶୁଣନ୍ତୁ
Did you hear the good news?
କଣ ଆପଣ ଭଲ ଖବର ଟା ଶୁଣିଲେ ?


No
ନା


I got a promotion at my job.
ମତେ ମୋ ଚାକିରୀ ରେ ପଦୋନ୍ନତି ମିଳିଛି.


Wow! Congratulations!
ବାଃ ! ଅଭିନନ୍ଦନ !


ଅଭିନନ୍ଦନ!
'ଆପଣ ପ୍ରକୃତରେ ହେଉଛନ୍ତି ଏହାର ଯୋଗ୍ୟ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
You are really deserve this
You are really deserved this
You really deserved this
You did really deserved this
ମୁଁ ଆପଣଙ୍କ ପାଇଁ ବହୁତ ଖୁସି.
    • happy
    • I am
    • you.
    • happiness
    • so
    • for
    'ମୁଁ ଆପଣଙ୍କ ପାଇଁ ବହୁତ ଉତ୍ସାହିତ ଅଛି.' ର ଇଂରାଜୀ ରେ ଅନୁବାଦ ର ଚୟନ କରନ୍ତୁ ;
    I am really exciting for you.
    I am really excitement for you.
    I am really excited to you.
    I am really excited for you.
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    Congrats ______
    on your promotion
    to your promotion
    from your promotion
    'ଏହିଟା ଏକ ଅତ୍ୟଧିକ ଭଲ ଖବର ! ଅଭିନନ୍ଦନ!' ର ଇଂରାଜୀ ରେ ସଠିକ୍ ଉତ୍ତର ର ଚୟନ କରନ୍ତୁ ;
    This is great news. Congrats!
    This is great news. Congrates!
    This are great news. Congrats!
    This is great news. Congregations!
    ଡାଏଲଗ୍ ଶୁଣନ୍ତୁ
    I got a promotion at work early this week.
    ମତେ ଏହି ସପ୍ତାହ ର ଆରମ୍ଭ ରେ କାମ ରେ ପଦୋନ୍ନତି ମିଳିଲା


    Seriously? Wow
    ସତରେ ? ବହୁତ ଭଲ !


    Yes! I am really happy.
    ହଁ ! ମୁଁ ବହୁତ ଖୁସି.


    Congratulations on your promotion.
    ଆପଣଙ୍କର ପଦୋନ୍ନତି ପାଇଁ ଅଭିନନ୍ଦନ


    Thank you very much.
    ବହୁତ ଧନ୍ୟବାଦ


    I am really excited for you.
    ମୁଁ ଆପଣଙ୍କ ପାଇଁ ବହୁତ ଉତ୍ସାହିତ


    ଆପଣଙ୍କର ଛୁଆ ହେବାର ଶୁଣିକି ମୁଁ ବହୁତ ଉତ୍ସାହିତ ଅଛି.
    • I am
    • that
    • very excited
    • have a baby.
    • you're going to
    • to hear
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    You're getting engaged? That ______
    is wonderful news
    wonderful news
    are wonderful news
    is wonderfully news
    ଆପଣଙ୍କର ବାହାଘର ଦିନରେ ଅଭିନନ୍ଦନ!
    • congrates
    • congrats
    • to
    • your
    • wedding day!
    • on
    ଛୁଆ ଜନ୍ମ ହେବା ପାଇଁ ଅଭିନନ୍ଦନ.
    • having
    • a baby.
    • to
    • has
    • congratulations
    • on
    'ମୁଁ ଶୁଣିଲି କି ଆପଣଙ୍କୁ ନୁଆ ଚାକିରୀ ମିଳିଛି. ବହୁତ ଭଲ ଖବର!' ଏ ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
    I hearded you got a new job. That's great news!
    I heard you got a new job. That's great news!
    I heared you got a new job. That's great news!
    I heard you are get a new job. That's great news!
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ