Present continuous tense - Practice
try Again
Tip1:hello
Lesson 104
Present continuous tense - Practice
ଟିପ୍
ମୁଁ ରାମ ସାଂଗରେ ଖେଳୁ ନାହିଁ = I am not playing with Ram
Present Continuous tense ରେ ନକାରାତ୍ମକ ବାକ୍ୟ ଗୁଡିକ ରେ କ୍ରିୟା ଶବ୍ଦ ସାଂଗରେ '-ing' ଲାଗେ, ଏବଂ କ୍ରିୟା ଶବ୍ଦ ପୁର୍ବରୁ 'not' ଲାଗେ.
=
'ବାହାରେ ବର୍ଷା ହେଉ ନାହିଁ.
' ର ଇଂରାଜୀ ରେ ଅନୁବାଦ ର ଚୟନ କରନ୍ତୁ
;
It doesn't rain outside
It's not raining outside
It is not rain outside
It will not rain outside
'ଆମେ ମାର୍କେଟ୍ ରୁ ଘର କୁ ଆସୁନୁ.' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
We are not coming home from the market
We were not coming home from the market
We are not come home from the market
We do not coming home from the market
ଟିପ୍
ତୁମେ ରାମ ସହିତ ଖେଳୁଛ = You are playing with Ram
Present Continuous Tense ରେ ପ୍ରଶ୍ନବାଚକ ବାକ୍ୟ ଗୁଡିକ ରେ 'is/am/are' ରୁ ବାକ୍ୟ ଆରମ୍ଭ ହୁଏ ଓ ଶେଷ ରେ '?' ଲାଗେ.
କଣ ତୁମେ ରାମ ସହିତ ଖେଲୁଛ ? = Are you playing with Ram?
'କଣ ତୁମେ ଶୋଇଛ?' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
Are you sleep?
Are you sleeping?
Do you sleeping?
Is you sleeping?
'ସେମାନେ ଭିତରକୁ ଯାଉ ନାହାନ୍ତି ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
They will going inside
They go inside
They were not going inside
They are not going inside
'ଆକାଶ ରେ ଗୁଡି ଉଡୁ ନାହିଁ .' ର ଇଂରାଜୀ ରେ ସଠିକ୍ ଉତ୍ତର ର ଚୟନ କରନ୍ତୁ ;
The kite doesn't fly in the sky
The kite will not flying in the sky
The kite is not flying in the sky
The kite not flying in the sky
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
______
Are we flying
Do we flying
Are we fly
Is we flying
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
I ______
am not plan
do not planning
are not planning
am not planning
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
We ______
are not waiting
not waiting
don't waiting
not doing wait
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
______
Does they cook
Will they cooking
Do they cooking
Are they cooking
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
He ______
is not working
is not work
don't work
does not working
ଆମେ ପାଠ ପଢୁନୁ.
ସେ (ସ୍ତ୍ରୀଲିଂଗ) କଣ ଘର କୁ ଆସୁଛି?
କଣ ଆପଣ ଆମ ପାଇଁ ଅପେକ୍ଷା କରୁଛନ୍ତି?
ମୁଁ ଏବେ ଶୋଇନି.
ମୋର ଦେହ ଭଲ ଲାଗୁନି/ମତେ ଭଲ ଲାଗୁନି.
ତୁମେ କଣ ମୁଭି ଦେଖୁଛ?
    • a movie?
    • do
    • are
    • watch
    • watching
    • you
    କଣ ସେ ମୋର ଅପେକ୍ଷା କରୁ ଅଛି?
    • she
    • wait
    • waiting
    • for me?
    • is
    • does
    ସେମାନେ ଟିଭି ଦେଖୁ ନାହାନ୍ତି
    • watching
    • is
    • they
    • watch
    • TV.
    • are not
    ସେମାନେ ମ୍ୟାଚ୍ ର ପ୍ରାକ୍ଟିସ୍ କରୁ ନାହାନ୍ତି.
    • are not
    • for the match.
    • they
    • do
    • practice
    • practicing
    ସେମାନେ କଣ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି?
    • do
    • prepare
    • they
    • for the exams?
    • preparing
    • are
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ