Plans ବିଷୟରେ ଆଲୋଚନା
try Again
Tip1:hello
Lesson 105
Plans ବିଷୟରେ ଆଲୋଚନା
ଟିପ୍
ମୁଁ ସ୍କୂଲ୍ ଯିବି ନାହିଁ = I will not go to school
ଭବିଷ୍ୟତ କାଳରେ 'will' ର ପ୍ରୟୋଗ: ପ୍ରତିଜ୍ଞା ଏବଂ ହଠାତ୍ ନିଆ ଯାଇ ଥିବା ନିଷ୍ପତ୍ତି ପାଇଁ କରା ଯାଏ.
=
ଟିପ୍
Look at the clouds, looks like it is going to rain = ମେଘ କୁ ଦେଖ, ଲାଗୁଛି କି ବର୍ଷା ହେବାକୁ ଯାଉଛି.
Intentions (ଉଦ୍ଦେଶ୍ୟ) ଏବଂ predictions (ଭବିଷ୍ୟବାଣୀ) ପାଇଁ 'going to' ର ପ୍ରୟୋଗ କରାଯାଏ.
=
ଟିପ୍
I am traveling to Mumbai this Saturday = ମୁଁ ଏହି ଶନିବାର ଦିନ ମୁମ୍ବାଇ ଯାଉଛି.
Present continuous ର ବ୍ୟବହାର ଭବିଷ୍ୟତ କାଳ ପାଇଁ ତେବେ କରାଯାଏ, ଯେବେ ଗୋଟେ ନିର୍ଦ୍ଧିଷ୍ଠ ସମୟ ଦିୟା ଯାଇ ଥିବ.
=
Eg: ମୁଁ କାଲି ଆସୁଛି = I am coming tomorrow

ଏଠାରେ ଭବିଷ୍ୟ (tomorrow - ଆସନ୍ତା କାଲି) ବିଷୟରେ କଥା ଚାଲିଛି, ତେଣୁ କ୍ରିୟା ଶବ୍ଦ ସହିତ '-ing' ଲାଗିବ.
'ସେମାନେ ଗୋଟେ ହୋଟେଲ୍ ରେ ରହିବାକୁ ଯାଉଛନ୍ତି.' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
They will going to stay in a hotel
They are going to stay in a hotel
They are go to stay in a hotel
They go to stay in a hotel
'ମୁଁ ଆସନ୍ତା ସପ୍ତାହ ଘରକୁ ଆସିବାକୁ ଯାଉଛି.' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
I am coming home next week
I going to come home next week
I coming home next week
I am come home next week
'ଆମେ ଆଜି ରାତି ରେ ପିଜ୍ଜା ଖାଇବାକୁ ଯାଉଛୁ.' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
We are coming to eat pizza tonight
We eat pizza tonight
We go to eat pizza tonight
We are going to eat pizza tonight
'କଣ କାଲି ତୁମେ ଶପିଂଗ୍ ପାଇଁ ଯାଉଛ?' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
Are you go shopping tomorrow?
Will you are go shopping tomorrow?
Are you going shopping tomorrow?
Do you going shopping tomorrow?
'ମୁଁ ପୁରା ଦିନ ପାଠ ପଢିବାକୁ ଯାଉଛି.' ର ଇଂରାଜୀ ରେ ଅନୁବାଦ ର ଚୟନ କରନ୍ତୁ ;
I am going to study all day
I go to study all day
I will going to study all day
I goes to study all day
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
Mohan ______
is go to be
is going to be
is will be
is going to
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
It is ______
rain
rained
going to rain
going to raining
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
What ______
will you doing
is you doing
can you doing
are you doing
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
Neha ______
will going to
will go to
is going to
is go to
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
I ______
will going to
am going to
go to
am go to
ମୁଁ ନେହାକୁ ଡାକିବାକୁ ଯାଉଛି.
ଆଜି ଆମେ ଶୀଘ୍ର ଶୋଇବାକୁ ଯାଉଛୁ.
ସେମାନେ ମୋ ଘର କୁ ଆସିବାକୁ ଯାଉଛନ୍ତି.
ମୁଁ ତାକୁ ସତ୍ୟ କହିବାକୁ ଯାଉନି.
    • the truth.
    • tell
    • I am not
    • him
    • go to
    • going to
    ମିଟିଙ୍ଗ୍ ଦଶଟା ବେଳେ ଆରମ୍ଭ ହେବାକୁ ଯାଉଛି.
    • is
    • start
    • will going to
    • the meeting
    • going to
    • at ten o'clock.
    ଆମେ ଆଜି ରାତିରେ ମୁମ୍ବାଇ ପାଇଁ ବାହାରୁଛୁ.
    • for Mumbai
    • we can
    • we are
    • will
    • tonight
    • leaving
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ