Email ଲେଖିବା ଶିଖନ୍ତୁ
try Again
Tip1:hello
Lesson 106
Email ଲେଖିବା ଶିଖନ୍ତୁ
ଟିପ୍
=
ଚାକିରୀ କ୍ଷେତ୍ର ରେ ଈ-ମେଲ୍ ଲେଖିବା ର ଜ୍ଞାନ ଥିବା ଟା ବହୁତ ଫଳ ଦାୟକ ଅଟେ. ଆଜି ଆମେ ଇଂରାଜୀ ରେ ଈ-ମେଲ୍ କେମିତି ଲେଖନ୍ତି, ତାହା ଶିଖିବା.
=
ଟିପ୍
Dear Sir = ଶ୍ରୀମାନ

ସବୁବେଳେ ନିଜ ଈ-ମେଲ୍ କୁ ଗୋଟେ ଗ୍ରିଟିଙ୍ଗ୍ କିମ୍ବା ଅଭିବାଦନ ସହିତ ଆରମ୍ଭ କରନ୍ତୁ.

'Dear Sir' ହେଉଛି ଏକ ଔପଚାରିକ (formal) ଭାବ ଏବଂ 'Hi Mohan' ହେଉଛି ଅନୌପଚାରିକ (informal).
Hi Mohan = ନମସ୍କାର ମୋହନ

କେତୋଟି କମ୍ପାନୀ 'Sir, Madam' ର ବ୍ୟବହାର କରନ୍ତି, ଓ ଆଉ କେତୋଟି କମ୍ପାନୀ ବ୍ୟକ୍ତି ର ନାଁ ର ବ୍ୟବହାର କରନ୍ତି.
ଟିପ୍
Dear Sir, I am writing to enquire about a job opening = ପ୍ରିୟ ମହୋଦୟ, ମୁଁ ଗୋଟେ ଚାକିରୀ ବିଷୟରେ ଖବର ଅନ୍ବେଷଣ କରିବା ପାଇଁ ଲେଖୁଛି.


ଗ୍ରିଟିଙ୍ଗ୍ ପରେ, ଈ-ମେଲ୍ ଲେଖିବା ର କାରଣ ବିଷୟରେ ଜଣାନ୍ତୁ.

This is in reference to the job opening listed on naukri.com
= ଏହିଟା ହେଉଛି naukri.com ରେ ସୁଚିବଦ୍ଧ ହେଇ ଥିବା ଏକ ଚାକିରୀ ସମ୍ପର୍କ ରେ.
ଏକ ଚାକିରୀ ର ସମ୍ବନ୍ଧରେ
    • to
    • at
    • in
    • reference
    • a
    • job
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    I am ______
    write to enquire
    writing to enquire
    write to enquiring
    'ଏହିଟା ହେଉଛି ମୋର ଅପ୍ରେଜାଲ୍ ର ସମ୍ବନ୍ଧରେ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
    This is in reference to my appraisal
    She is in reference to my appraisal
    This is in reference to mine appraisal
    This is refer to my appraisal
    ଟିପ୍
    Thank you for your email = ଆପଣଙ୍କର ଈ-ମେଲ୍ ପାଇଁ ଧନ୍ୟବାଦ


    ଯଦି ଆପଣ କାହାର ଈ-ମେଲ୍ ର ଉତ୍ତର ଦେଉଛନ୍ତି. ତାହାଲେ ଈ-ମେଲ୍ ପଠେଇ ଥିବା ବ୍ୟକ୍ତିଙ୍କୁ ପ୍ରଥମେ ଧନ୍ୟବାଦ ଦେଇ, ଈ-ମେଲ୍ ଟା ଆରମ୍ଭ କରନ୍ତୁ.
    Thank you for contacting us = ଆମ ସାଙ୍ଗରେ ସମ୍ପର୍କ କରିବା ପାଇଁ ଧନ୍ୟବାଦ
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    Thank you ______
    for contact us
    to contact us
    for contacting us
    for contacting we
    ଆପଣଙ୍କର ଈ-ମେଲ୍ ପାଇଁ ଧନ୍ୟବାଦ
    • to
    • thank
    • email
    • your
    • for
    • thanks
    ଉତ୍ତର ଦେବାରେ ବିଳମ୍ବ ପାଇଁ କ୍ଷମା କରନ୍ତୁ.
    • for
    • delayed
    • sorry
    • response
    • the
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    Sorry ______
    for the delay
    for the with delay
    for the delayed
    from the delayed
    ଡେରି ରେ/ବିଳମ୍ବ କରି
    ଆମ ସାଙ୍ଗରେ ସମ୍ପର୍କ କରିବା ପାଇଁ ଆପଣଙ୍କର ଧନ୍ୟବାଦ
    • contact
    • us
    • Thank you
    • for
    • to
    • contacting
    ଆଶା କରୁଛି ଆପଣ ଭଲ ରେ ଅଛନ୍ତି.
    • hopeful
    • doing
    • are
    • you
    • hope
    • well
    Apologies=କ୍ଷମା ପ୍ରାର୍ଥନା
    for the delay=ବିଳମ୍ବ ପାଇଁ
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    ______
    Sorry for the delay
    Sorry for a delay
    Sorry to the delay
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    ______
    My apologize
    My apologies
    My apologys
    Further to our conversation.=ଆମର କଥା-ବାର୍ତ୍ତା ର ଆଧାର ରେ.
    ଟିପ୍
    =
    Dear Sachin,
    Further to our conversation, I'm pleased to confirm your interview on Tuesday.
    Regards, Pooja
    =
    ପ୍ରିୟ ସଚିନ୍,
    ଆମ କଥାବାର୍ତ୍ତା ର ଆଧାର ରେ, ମତେ ମଂଗଳବାର ଦିନ ପାଇଁ ଆପଣଙ୍କର ଇଣ୍ଟରଭ୍ୟୁ ସୁନିଶ୍ଚିତ କରିବା ରେ ଆନନ୍ଦ ଅନୁଭବ ହେଉଛି.
    ସମ୍ମାନ ସହିତ, ପୁଜା
    ଆପଣଙ୍କର କଥାବାର୍ତ୍ତା ର ଆଧାର ରେ, ମୁଁ ଆମର ମିଟିଙ୍ଗ୍ ଟା ସୁନିଶ୍ଚିତ କରିବା କୁ ଚାହୁଁଛି.
    • would like to
    • to
    • confirm our meeting
    • I
    • our conversation
    • further
    ଟିପ୍
    =
    Dear Mr. Mishra,
    Thank you for your email and sorry for the delayed response. I was on a vacation.
    I have looked at your documents and will get back to you with our proposal next week.

    Regards,
    Sachin
    =


    ପ୍ରିୟ ଶ୍ରୀ ମିଶ୍ର,
    ଆପଣଙ୍କର ଈ-ମେଲ୍ ପାଇଁ ଧନ୍ୟବାଦ ଓ ଉତ୍ତର ଦେବା ରେ ବିଳମ୍ବ ପାଇଁ ମୁଁ ଦୁଖିତ. ମୁଁ ଛୁଟି ରେ ଯାଇ ଥିଲି.
    ମୁଁ ଆପଣଙ୍କର କାଗଜ଼-ପତ୍ର କୁ ଧ୍ୟାନ ଦେଇ ଦେଖିଛି, ଏବଂ ମୁଁ ଆମର ପ୍ରସ୍ତାବ ସହିତ ଆପଣଙ୍କୁ ଆସନ୍ତା ସପ୍ତାହ ଉତ୍ତର ଦେବି.

    ସମ୍ମାନ ସହିତ,
    ସଚିନ୍
    ଟିପ୍
    Regards = ସମ୍ମାନ

    Email କୁ ଏକ ଅଭିବାଦନ ସହିତ ଶେଷ କରିବା କଥା. ଅଧିକାଂଶ ଲୋକ ମାନେ ଈ-ମେଲ୍ ର ଶେଷ ରେ Regards ଲେଖନ୍ତି.
    Best wishes, kind regards, thank you ଇତ୍ୟାଦି ମଧ୍ୟ ବ୍ୟବହାର ହୁଏ.
    Sincerely = ସଚ୍ଚୋଟଭାବେ
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ