Email ଲେଖିବା ଶିଖନ୍ତୁ - leave application
try Again
Tip1:hello
Lesson 107
Email ଲେଖିବା ଶିଖନ୍ତୁ - leave application
I wanted to=ମୁଁ କରିବାକୁ ଚାହୁଁଛି
apply=ଆବେଦନ କରିବା
I would like to=ମୁଁ କରିବାକୁ ଚାହୁଁଛି
request=ଅନୁରୋଦ୍ଧ
ଅନୁରୋଦ୍ଧ
ମୁଁ ଛୁଟି ପାଇଁ ଅନୁରୋଦ୍ଧ କରିବାକୁ ଚାହୁଁଛି
    • like
    • request
    • I would
    • I am
    • to
    • for a leave
    'ମୁଁ ଛୁଟି ପାଇଁ ଆବେଦନ କରିବାକୁ ଚାହୁଁଛି.' ର ଇଂରାଜୀ ରେ ଅନୁବାଦ ର ଚୟନ କରନ୍ତୁ
    ;
    I want to apply for a leave
    I want to application for a leave
    I am want to apply for a leave
    I am like to apply for a leave
    ଟିପ୍
    I have to attend a wedding = ମତେ ଗୋଟେ ବିବାହୋତ୍ସବ ରେ ଯୋଗ ଦେବା ର ଅଛି.
    ଯେବେ ଆପଣ କୌଣସି ଆବଶ୍ୟକ କାର୍ଯ୍ୟ କିମ୍ବା ଦାଇତ୍ଵ ବିଷୟରେ କଥା ହେଉଛନ୍ତି, ତେବେ Have to ର ଉପଯୋଗ କରାଯିବ.
    I have to go to Pune for a ceremony = ମତେ ଗୋଟେ ଉତ୍ସବ ପାଇଁ ପୁଣେ ଯିବା ର ଅଛି.
    'ମତେ ମୋର ଗୋଟେ କକା ପୁଅ ଭାଇ ର ବିବାହରେ ଯୋଗ ଦେବା ର ଅଛି.' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
    I am to attend a cousin's wedding
    I go to attend a cousin's wedding
    I have to attend a cousin's wedding
    I attend a cousin's wedding
    'ମୁଁ ଆଜି ଅଫିସ୍ ଆସି ପାରିବି ନାହିଁ କାରଣ ମତେ ଜ୍ବର ହେଇଛି.' ର ଇଂରାଜୀ ରେ ଅନୁବାଦ ର ଚୟନ କରନ୍ତୁ ;
    I can't come to the office today because I have a fever
    I don't come to the office today because I have a fever
    I am not come to the office today because I have a fever
    I do not have to come to the office today because I have a fever
    ଟିପ୍
    =
    Dear Sir,
    I can't come to the office today as I have a fever. Kindly grant me a leave for today. Thank you for your consideration.
    Regards, Sachin
    =
    ମହୋଦୟ,
    ମୁଁ ଆଜି ଅଫିସ୍ କୁ ଆସି ପାରିବି ନାହିଁ କାରଣ ମତେ ଜ୍ବର ହେଇଛି. କୃପା କରି ମତେ ଆଜି ଦିନ ଟା ପାଇଁ ଛୁଟି ପ୍ରଦାନ କରନ୍ତୁ. ଆପଣଙ୍କର ବିଚାର ପାଇଁ ଧନ୍ୟବାଦ.
    ସମ୍ମାନ ସହିତ, ସଚିନ୍.
    ଟିପ୍
    =
    Dear Sir,
    I wanted to request for a leave for three days (on December 12th, 13th, and 14th) as I have to attend my sister's wedding. I would be grateful if you would grant me this leave.
    Regards, Sachin
    =
    ମହୋଦୟ,
    ମୁଁ ଆପଣଙ୍କୁ ତିନି ଦିନ ର ଛୁଟି ପାଇଁ ଅନୁରୋଦ୍ଧ କରିବା କୁ ଚାହୁଁଛି, କାରଣ ମତେ ମୋର ଭଉଣୀ ର ବିବାହ ରେ ଯୋଗ ଦେବା ର ଅଛି. ମୁଁ ଆପଣଙ୍କର ସର୍ବଦା କୃତଜ୍ଞ ରହିବି ଯଦି ଆପଣ ମତେ ଛୁଟି ପ୍ରଦାନ କରିଦେବେ.
    ସମ୍ମାନ ସହିତ, ସଚିନ୍
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    I ______
    am grateful
    would be grateful
    would be greatful
    ମତେ ଗୋଟେ ଉତ୍ସବ ପାଇଁ ମୁମ୍ବାଇ ଯିବାର ଅଛି.
    • am
    • go to Mumbai
    • for
    • I
    • have to
    • a ceremony
    ମୁଁ ତିନି ଦିନ ର ଛୁଟି ପାଇଁ ଅନୁରୋଦ୍ଧ କରିବା କୁ ଚାହୁଁଥିଲି.
    • wanted to
    • for
    • for a leave
    • three days
    • I
    • request
    ଟିପ୍
    =
    Dear Sir,
    I wanted to inform you that my father is not well and I will have to go to my village for a few days to take care of him. Kindly grant me a leave for one week. Thank you very much.
    Regards, Sachin
    =
    ମହୋଦୟ,
    ମୁଁ ଆପଣଙ୍କୁ ଜଣେଇବା କୁ ଚାହୁଁଥିଲି କି ମୋର ପିତା ଅସୁସ୍ଥ ଅଛନ୍ତି. ଏବଂ ମତେ ତାଙ୍କର ଯତ୍ନ ନେବାକୁ କିଛି ଦିନ ପାଇଁ ଗାଁ କୁ ଯିବା କୁ ପଡିବ. କୃପା କରି ମତେ ଗୋଟେ ସପ୍ତାହ ର ଛୁଟି ପ୍ରଦାନ କରନ୍ତୁ. ବହୁତ ଧନ୍ୟବାଦ.
    ସମ୍ମାନ ସହିତ, ସଚିନ୍
    ମୁଁ ଆପଣଙ୍କୁ ଜଣେଇବା କୁ ଚାହୁଁଥିଲି
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    I have ______
    go to
    to go to
    go
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ