Go/ get/ have ର ବ୍ୟବହାର ଓ ଅନ୍ତର
try Again
Tip1:hello
Lesson 108
Go/ get/ have ର ବ୍ୟବହାର ଓ ଅନ୍ତର
ଟିପ୍
=
ଆଜି ଆମେ 'go, get, have' ମଧ୍ୟରେ ଅନ୍ତର ବୁଝିବା
=
Would you like=କଣ ଆପଣ ପସନ୍ଦ କରିବେ
to go out=ବାହାରୁ କୁ ଯିବା
ଟିପ୍
To have = ଭୋଜନ (ଖାଦ୍ୟ ସାମଗ୍ରୀ/ପାନୀୟ ପଦାର୍ଥ)
'Eat' ର ଅର୍ଥ ଖାଇବା ହୁଏ. କିନ୍ତୁ କୌଣସି ପ୍ରକାର ର ଖାଦ୍ୟ ଖାଇବା କିମ୍ବା କିଛି ପିଇବାକୁ ହେଲେ, ଆମେ 'have' ଶବ୍ଦ ର ପ୍ରୟୋଗ କରୁ.
Eg: ମୁଁ ପନିର ସହିତ ପିଜ୍ଜା ଖାଇବା କୁ ପସନ୍ଦ କରିବି = I would like to have a pizza with cheese
To have = ଥିବା (କାହା ପାଖରେ କିଛି ଥିବା)
'Have' ର ଆହୁରି ଗୋଟେ ଅର୍ଥ ଅଛି ଯାହାର ପ୍ରୟୋଗ, ଅଧିକାର କିମ୍ବା କିଛି ପାଖରେ ଅଛି, ଜଣେଇବା ପାଇଁ ହୁଏ.
Eg: I have a dog = ମୋ ପାଖରେ ଗୋଟେ କୁକୁର ଅଛି
'ମୁଁ ସାଧାରଣତଃ 8ଟା ବେଳେ ଡିନର କରେ ' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ;
I usually having dinner at 8 o'clock
I am usually have dinner at 8 o'clock
I usually have dinner at 8 o'clock
I usually go dinner at 8 o'clock
ଟିପ୍
Get = ଆଣିବା
ଯେ କୌଣସି ପ୍ରକାର ର ଜିନିଷ/ପଦାର୍ଥ କୁ ମଗେଇବା କିମ୍ବା ଆଣିବା ପାଇଁ 'get' ର ପ୍ରୟୋଗ କରା ଯାଏ.
Eg: କଣ ଆପଣ ଟିକିଏ କ୍ଷୀର ଆଣି ପାରିବେ ? = Can you get some milk?
=
'କୃପା କରି ଗୋଟେ ପ୍ୟାକେଟ୍ ଚିନୀ ନେଇ ଆସନ୍ତୁ ' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ ;
Please have a packet of sugar
Please gets a packet of sugar
Please do get a packet of sugar
Please get a packet of sugar
'ଆମେ ସମସ୍ତେ ମୁଭି ଯିବା.' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ ;
We all will go for a movie
We all will come for a movie
We all will get for a movie
We all will have for a movie
'ମତେ ଲଂଚ୍ ରେ ଭାତ ଖାଇବା ପସନ୍ଦ ନୁହେଁ.' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ;
I don't like to having rice for lunch
I don't like to have rice for lunch
I don't like to do have rice for lunch
I don't like to having rice for lunch
'ମୁଁ ଯେବେ ଘରକୁ ଯିବି, ତେବେ ମୁଁ ପିଜ୍ଜା ଖାଇବି ' ର ଇଂରାଜୀ ର ସଠିକ୍ ଅନୁବାଦ ବାଛନ୍ତୁ ;
When I go home, I am going to have pizza
When I goes home, I am going to have pizza
When I have home, I am going to have pizza
When I going home, I am going to have pizza
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
______
Go
Get
Gets
to have
ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
Would you like ______
to gets
to go
to have
to come
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
We will ______
go
have
to have
going
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
I will ______
go
get
have
gets
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
Let's ______
have for
go
gets
have
ତୁମେ ଟିକିଏ ଭୋଜନ ଖାଇ ଦିଅ.
ଆପଣ କଣ ଟିକିଏ ପରିବା ନେଇ ଆସିବେ?
ଚାଲ, ବୁଲିବା/ଟହଲିବା ପାଇଁ ଯିବା.
=
!
ଶୁଣନ୍ତୁ
ଟିପ୍
ପରବର୍ତ୍ତୀ ଶବ୍ଦ