Negative verbs : କ୍ରିୟା ଶବ୍ଦର ନକାରାତ୍ମକ ରୁପ ଶିଖନ୍ତୁ
try Again
Tip1:hello
Lesson 11
Negative verbs : କ୍ରିୟା ଶବ୍ଦର ନକାରାତ୍ମକ ରୁପ ଶିଖନ୍ତୁ
I=ମୁଁ
don't=ନାହିଁ
speak=କୁହେ
ଟିପ୍
Don't = do + not
\'Don't\' ହେଉଛି \'do not\' ର ଶର୍ଟ୍ ଫର୍ମ୍.
=
ଟିପ୍
I don't speak English = ମୁଁ ଇଂରାଜୀ କୁହେ ନାହିଁ.
Don't ମୁଖ୍ୟ କ୍ରିୟା (speak= କହିବା) ର ପୁର୍ବରୁ ଆସେ
=
'ମୁଁ ଇଂରାଜୀ କୁହେ ନାହିଁ ' ର ଇଂରାଜୀରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ;
I don't speaks English
I English don't speak
I don't speak English
I am not speak English
ଆପଣ ଇଂରାଜୀ କୁହନ୍ତି ନାହିଁ
    • don't
    • speaks
    • speak
    • you
    • English
    • are not
    ଶୁଣନ୍ତୁ
    I don't speak
    ମୁଁ କଥା କୁହେ ନାହିଁ


    You don't speak
    ଆପଣ କଥା କୁହନ୍ତି ନାହିଁ


    'ଆମେ ଇଂରାଜୀ କହୁ ନାହିଁ ' ର ଇଂରାଜୀରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ;
    I don't speak English
    We don't speak English
    They speak English
    We doesn't speak English
    ଶୁଣନ୍ତୁ
    I don't speak
    ମୁଁ କଥା ହୁଏ ନାହିଁ


    You don't speak
    ଆପଣ କଥା ହୁଅନ୍ତି ନାହିଁ


    We don't speak
    ଆମେ କଥା ହଉ ନାହିଁ


    ସେମାନେ ଇଂରାଜୀ କୁହନ୍ତି ନାହିଁ
    • don't
    • they
    • speak
    • you
    • English
    • doesn't
    ଶୁଣନ୍ତୁ
    I don't speak
    ମୁଁ କଥା କୁହେ ନାହିଁ


    You don't speak
    ଆପଣ କଥା କୁହନ୍ତି ନାହିଁ


    We don't speak
    ଆମେ କଥା କହୁ ନାହିଁ


    They don't speak
    ସେମାନେ କଥା କୁହନ୍ତି ନାହିଁ


    ଉପଯୁକ୍ତ ଶବ୍ଦର ଚୟନ କରନ୍ତୁ
    They ______
    don't
    doesn't
    are not
    ଉପଯୁକ୍ତ ଶବ୍ଦର ଚୟନ କରନ୍ତୁ
    We don't ______
    speaks
    are speak
    speak
    She=ସେ
    doesn't=ନାହିଁ
    speak=କୁହେ
    ଟିପ୍
    Doesn't = does + not
    Does = କରେ
    not = ନାହିଁ
    =
    ଶୁଣନ୍ତୁ
    I don't speak
    ମୁଁ (କଥା) କୁହେ ନାହିଁ


    You don't speak
    ଆପଣ (କଥା) କୁହନ୍ତି ନାହିଁ


    We don't speak
    ଆମେ (କଥା) କହୁ ନାହିଁ


    They don't speak
    ସେମାନେ (କଥା) କୁହନ୍ତି ନାହିଁ


    She doesn't speak
    ସେ (କଥା) କୁହେ ନାହିଁ


    ଟିପ୍
    She doesn't speak = ସେ (କଥା) କୁହେ ନାହିଁ
    ଭୁଲ
    She doesn't speaks

    ଭୁଲ
    She don't speak
    =
    ଉପଯୁକ୍ତ ଶବ୍ଦର ଚୟନ କରନ୍ତୁ
    She doesn't ______
    speaks
    are speak
    ଉପଯୁକ୍ତ ଶବ୍ଦର ଚୟନ କରନ୍ତୁ
    She ______
    don't
    doesn't
    ସେ ଇଂରାଜୀ କୁହେ ନାହିଁ (ପୁଲିଂଗ)
    • doesn't
    • he
    • speak
    • speaks
    • English
    • is not
    ଇଂରାଜୀରେ ଅନୁବାଦ କରନ୍ତୁ
    ଆପଣ ଇଂରାଜୀ କୁହନ୍ତି ନାହିଁ
    ଇଂରାଜୀରେ ଅନୁବାଦ କରନ୍ତୁ
    ସେମାନେ ହିନ୍ଦୀ କୁହନ୍ତି ନାହିଁ
    ଶୁଣନ୍ତୁ
    I don't speak
    ମୁଁ (କଥା) କୁହେ ନାହିଁ


    You don't speak
    ଆପଣ (କଥା) କୁହନ୍ତି ନାହିଁ


    We don't speak
    ଆମେ (କଥା) କହୁ ନାହିଁ


    They don't speak
    ସେମାନେ (କଥା) କୁହନ୍ତି ନାହିଁ


    She doesn't speak
    ସେ (କଥା) କୁହେ ନାହିଁ (ସ୍ତ୍ରୀଲିଂଗ)


    He doesn't speak
    ସେ (କଥା) କୁହେ ନାହିଁ (ପୁଲିଂଗ)


    It doesn't speak
    ୟେ (କଥା) କୁହେ ନାହିଁ


    ଉପଯୁକ୍ତ ଶବ୍ଦର ଚୟନ କରନ୍ତୁ
    I don't ______
    eats
    drinks
    eat
    ସେ ପାଣି ପିଏ ନାହିଁ (ପୁଲିଂଗ)
    • don't
    • he
    • doesn't
    • water
    • drink
    • drinks
    ଉପଯୁକ୍ତ ଶବ୍ଦର ଚୟନ କରନ୍ତୁ
    They don't ______
    drink
    drinks
    are drink
    ଇଂରାଜୀ ରେ ଅନୁବାଦ କରନ୍ତୁ
    ଆମେ ମାନେ ବ୍ରେଡ଼ ଖାଉ ନା
    ସେ ନାଚେ ନାହିଁ (ସ୍ତ୍ରୀଲିଂଗ)
    • don't
    • she
    • dances
    • dance
    • doesn't
    • do
    ଉପଯୁକ୍ତ ଶବ୍ଦର ଚୟନ କରନ୍ତୁ
    I don't ______
    dances
    am dance
    dance
    I=ମୁଁ
    am=
    not=ନୁହେଁ
    ଟିପ୍
    I am American = ମୁଁ ହେଉଛି ଆମେରିକାନ୍
    I am not American = ମୁଁ ଆମେରିକାନ୍ ନୁହେଁ
    ଯେତେ ବେଳେ କୌଣସି ବାକ୍ୟ ରେ କ୍ରିୟା ଶବ୍ଦ ଅନୁପସ୍ଥିତ ଥାଏ, ତେବେ 'do/don't' ଲଗେଇବା ର ଦରକାର ନାହିଁ, ମାତ୍ର 'not' ଶବ୍ଦର ବ୍ୟବହାର କରି ବାକ୍ୟ କୁ ନକାରାତ୍ମକ ରୁପ ଦିୟା ଯାଇ ପାରିବ.
    She=ସେ
    is=
    not=ନୁହଁ
    ଟିପ୍
    She is pretty = ସେ ସୁନ୍ଦର ଅଟେ
    She is not pretty = ସେ ସୁନ୍ଦର ନୁହେଁ
    She is don't pretty କୁହା ଯାଏ ନାହିଁ
    He=ସେ
    is=ହେଉଛି
    not=ନୁହେଁ
    my=ମୋର
    ଟିପ୍
    He is my friend = ସେ ହେଉଛି ମୋର ସାଂଗ
    He is not my friend = ସେ ମୋର ସାଂଗ ନୁହେଁ
    'ସେ ମୋର ସାଂଗ ନୁହଁ (ପୁଲିଂଗ)' ର ଇଂରାଜୀରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ;
    He doesn't my friend
    He is not my friend
    She don't is my friend
    He don't is my friend
    ଉପଯୁକ୍ତ ଶବ୍ଦର ଚୟନ କରନ୍ତୁ
    He is ______
    not
    doesn't
    don't
    ଉପଯୁକ୍ତ ଶବ୍ଦର ଚୟନ କରନ୍ତୁ
    They ______
    are
    do
    ସେ ମୋର ସାଂଗ ନୁହେଁ (ପୁଲିଂଗ)
    • don't
    • he
    • is
    • not
    • friend
    • my
    ଇଂରାଜୀ ରେ ଅନୁବାଦ କରନ୍ତୁ
    ସେ ମୋର ସାଂଗ ନୁହେଁ (ସ୍ତ୍ରୀଲିଂଗ)
    They=ସେମାନେ
    are=
    not=ନୁହନ୍ତି
    from=ରୁ
    ଟିପ୍
    They are from = ସେମାନେ ହେଉଛନ୍ତି ରୁ / ସେମାନେ ଇଣ୍ଡିଆ ରୁ
    They are not from = ସେମାନେ ରୁ ନୁହନ୍ତି
    'ସେମାନେ ରୁ ନୁହନ୍ତି ' ର ଇଂରାଜୀରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ;
    They are from .
    They from not are.
    they not from are.
    They are not from .
    'ଆପଣ ରୁ ନୁହନ୍ତି ' ର ଇଂରାଜୀରେ ସଠିକ୍ ଚୟନ କରନ୍ତୁ;
    You are not from .
    I are from .
    You are from .
    They are not from .
    ଉପଯୁକ୍ତ ଶବ୍ଦର ଚୟନ କରନ୍ତୁ
    You are ______
    not
    doesn't
    don't
    ଉପଯୁକ୍ତ ଶବ୍ଦର ଚୟନ କରନ୍ତୁ
    We are ______
    nots
    don't
    not
    ମୁଁ ରୁ ନୁହେଁ
    • am
    • I
    • not
    • from
    ଇଂରାଜୀରେ ଅନୁବାଦ କରନ୍ତୁ
    ଆମେ ଇଣ୍ଡିଆ ରୁ ନୁହଁ
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ