At, to, in, on - prepositions of place
try Again
Tip1:hello
Lesson 110
At, to, in, on - prepositions of place
ଟିପ୍
=
'At' ର ପ୍ରୟୋଗ କୌଣସି ବ୍ୟକ୍ତି କିମ୍ବା ଜିନିଷ ର ସ୍ଥାନ (point of location) ଦର୍ଶେଇବା ପାଇଁ କରା ଯାଏ.
Eg: ମୁଁ 9ଟା ବେଳେ ସ୍ଟେଶନ ପହଂଚି ଯିବି = I will be at the station at 9 o'clock
=
'On' ର ବ୍ୟବହାର ତେବେ ହୁଏ ଯେତେ ବେଳେ କୌଣସି ବ୍ୟକ୍ତି କିମ୍ବା ଜିନିଷ ଗୋଟେ ସ୍ଥାନ ରେ ଅଛି. (eg: On the table)

'in' ର ବ୍ୟବହାର ତେବେ ହେବ ଯେତେ ବେଳେ କୌଣସି ବ୍ୟକ୍ତି କିମ୍ବା ବସ୍ତୁ କେଉଁ ଗୋଟେ ସହର, ଦେଶ, ଚାରି କାନ୍ଥ କିମ୍ବା ଡବା ରେ ଅଛି (eg: in New York)
ଟିପ୍
I am in Delhi = ମୁଁ ଦିଲ୍ଲୀ ରେ ଅଛି (ସ୍ଥିରତା)
'In' ଓ 'at' ଉଭୟ ସ୍ଥିରତା ଦର୍ଶାନ୍ତି. 'To' ର ପ୍ରୟୋଗ movement ଦର୍ଶେଇବା ପାଇଁ କରାଯାଏ.
Eg: I am going to China, I go to work, I drove to Delhi
I am going to Delhi = ମୁଁ ଦିଲ୍ଲୀ ଯାଉଛି (ଚଳନ)
'ନେହା ଦିଲ୍ଲୀ ବିଶ୍ବବିଦ୍ୟାଳୟ ରେ ପଢୁଛି. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
Neha is studying at Delhi University
Neha is studying to Delhi University
Neha is studying for Delhi University
Neha is studying on Delhi University
'ଆପଣ ମୋ ଘରକୁ ଆସି ପାରନ୍ତି ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
You can come from my place
You can come to my place
You can come in my place
You can come on my place
'ଆମେ ଆମ ହୋଟେଲ୍ ରେ 5ଟା ବେଳେ ପହଂଚିଲୁ ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
We arrived on our hotel at 5 o'clock
We arrived at our hotel at 5 o'clock
We arrived from our hotel at 5 o'clock
We arrived to our hotel at 5 o'clock
'ଟୋନୀ କୁ ପ୍ରଧାନ ଶିକ୍ଷକଙ୍କ ଅଫିସ୍ କୁ ପଠା ହେଇଛି ' ର ଇଂରାଜୀ ରେ ସଠିକ୍ ଅନୁବାଦ କରନ୍ତୁ ;
Tony was sent on the head teacher's office
Tony was sent from the head teacher's office
Tony was sent at the head teacher's office
Tony was sent to the head teacher's office
'ସେ ମୋ ଘରେ ଅଛି ' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ ;
He is on my place
He is at my place
He is in my place
He is to my place
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
You can buy shoes ______
at
on
to
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
Don't forget to send a postcard ______
on
at
in
to
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
Do you usually walk ______
at
in
to
on
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
Raman was staying ______
at
to
on
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
There was a table ______
to
in
for
at
ଆମେ ସ୍କୂଲ୍ ଯାଉ
ଆମେ ଇଟାଲୀ ଯାଉଛୁ
ଟିପ୍
I'm home = ମୁଁ ଘରେ ଅଛି
ଆମେରିକାନ୍ ଇଂରାଜୀ ରେ 'home' ଶବ୍ଦ ପୁର୍ବରୁ ଅଧିକାଂଶ ସମୟ ରେ 'at' ଲାଗେ ନାହିଁ
=
ଟିପ୍
I visited China last summer =
Visit, call ଇତ୍ୟାଦି ସହିତ 'to' ଲାଗେ ନାହିଁ.
I called my grandmother =
=
!
ଶୁଣନ୍ତୁ
ଟିପ୍
ପରବର୍ତ୍ତୀ ଶବ୍ଦ