Connectors (Or Not Ok)
try Again
Tip1:hello
Lesson 111
Connectors (Or Not Ok)
ଟିପ୍
=
ସଂଯୋଜକ ଶବ୍ଦ (Connectors) ହେଉଛନ୍ତି ସେହି ଶବ୍ଦ ଯେଉଁ ଗୁଡିକ ଦୁଇଟା ବାକ୍ୟ କୁ ଏକାଠି ବାନ୍ଧନ୍ତି. 'And', 'But' ଏବଂ 'Or' ହେଉଛନ୍ତି connectors.
=
'And' connector ର ପ୍ରୟୋଗ ଦୁଇଟା ସମ ବିଚାର ବାକ୍ୟ କୁ ଏକାଠି କରିବା ପାଇଁ ହୁଏ.
Eg: It's very sunny today and the sky is blue = ଆଜି ଦିନ ଟା ବହୁତ ଉଜ୍ଜ୍ବଳ ଓ ଆକଶ ଟା ନୀଳ.
'ଆମେ ଭଲିବଅଲ୍ ଓ ବାସ୍କେଟ୍ ବଅଲ୍ ଖେଳୁ ' ର ଇଂରାଜୀ ରେ ଅନୁବାଦ ବାଛନ୍ତୁ ;
We play volleyball and basketball
We play volleyball or basketball
We play volleyball but basketball
We play volleyball so basketball
'ମୁଁ ପହଁରିବା ପାଇଁ ଯାଏ ଓ ୟୋଗା କରେ.' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ ଲାରନ୍ତୁ ;
I go swimming or do yoga
I go swimming so do yoga
I go swimming and do yoga
I go swimming but do yoga
ଟିପ୍
I can speak Hindi but I can't speak English = ମୁଁ ହିନ୍ଦୀ କହି ପାରେ କିନ୍ତୁ ଇଂରାଜୀ ନୁହେଁ
'But' connector ର ପ୍ରୟୋଗ ଦୁଇଟା ପରସ୍ପର ବିରୋଧୀ ବିଚାର ବାକ୍ୟ କୁ ଏକାଠି ଯୋଡିବା ପାଇଁ କରାଯାଏ.
=
'ମୁଁ ଗାଡି ଚଲେଇ ପାରେ କିନ୍ତୁ ପହଁରି ପାରେ ନାହିଁ. ' ର ଇଂରାଜୀ ରେ ଅନୁବାଦ ବାଛନ୍ତୁ ;
I can drive or I can't swim
I can drive but I can't swim
I can drive and I can't swim
I can drive so I can't swim
'ମତେ ଟେନିସ୍ ଖେଳିବାକୁ ପସନ୍ଦ କିନ୍ତୁ ଦେଖିବାକୁ ନୁହେଁ.' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ ;
I like to play tennis and I don't like watching it
I like to play tennis so I don't like watching it
I like to play tennis or I don't like watching it
I like to play tennis but I don't like watching it
ଟିପ୍
Would you like to have pasta or pizza? = ଆପଣ ପାସ୍ତା ଖାଇବା କୁ ପସନ୍ଦ କରିବେ ନା ପିଜ୍ଜା ?
'Or' connector ର ପ୍ରୟୋଗ କୌଣସି ବାକ୍ୟ ମଧ୍ୟରେ ବିକଳ୍ପ ଦେବା ପାଇଁ ହୁଏ. ଏଠାରେ ପାସ୍ତା ଛଡା ପିଜ୍ଜା ର ମଧ୍ୟ ବିକଳ୍ପ ଦିଆ ଯାଇଛି ତେଣୁ 'or' ର ପ୍ରୟୋଗ ହେଇଛି.
=
'କଣ ଆପଣ ଘରେ ରହିବା ପସନ୍ଦ କରିବେ ନା ବାହାରକୁ ଯିବାକୁ ଚାହିଁବେ?' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ ;
Would you like to stay at home so go out?
Would you like to stay at home but go out?
Would you like to stay at home and go out?
Would you like to stay at home or go out?
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
I can't speak Spanish, ______
and
but
or
so
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
I have got 2 brothers ______
and
but
or
so
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
Are you married? ______
and
but
or
so
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
I enjoy watching T.V. ______
and
but
or
so
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ?
Are you right handed ______
and
but
or
so
ମୋହନ୍ ହେଉଛି 55 ବୟସ ର କିନ୍ତୁ ସେ ବେଶ୍ ତରୁଣ/ଅଳ୍ପ ବୟସ ର ଦେଖା ଯାଏ.
    • 55 years old
    • he looks
    • and
    • Mohan is
    • but
    • younger.
    ଆପଣଙ୍କୁ କ୍ରିକେଟ୍ ବେସି ଭଲ ଲାଗେ ନା ହକୀ?
    • like
    • or
    • and
    • Do you
    • Cricket more
    • Hockey
    ମତେ ବର୍ଗର ପସନ୍ଦ କିନ୍ତୁ ମୋ ଭାଇ କୁ ନୁହେଁ.
    • burgers
    • doesn't like them
    • and
    • my brother
    • I like
    • but
    ଆମ ପାଖରେ ଘର ଅଛି କିନ୍ତୁ ଗାଡି ନାହିଁ.
    • a house
    • don't have
    • and
    • we have
    • a car
    • but we
    ସେ ଘର କୁ ଆସୁଛି ନା ବାହାର କୁ ଯାଉଛି?
    • or
    • but
    • is she
    • going out
    • and
    • coming home
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ