Connectors (and, as well, too)
try Again
Tip1:hello
Lesson 112
Connectors (and, as well, too)
ଟିପ୍
=
(Connectors) ସଂଯୋଜକ ଶବ୍ଦ ଗୁଡିକ ର ପ୍ରୟୋଗ ଶବ୍ଦର ସବୁଠାରୁ ବଡ ଗୋଷ୍ଠୀ (ବାକ୍ୟାଂଶ କିମ୍ବା କଥନ) କୁ ଏକାଠି କରିବା ପାଇଁ କରା ଯାଏ. ସଂଯୋଜକ ଶବ୍ଦ ଅନେକ ଅଛନ୍ତି କିନ୍ତୁ 'and' ହେଉଛି ସବୁଠାରୁ ସାର୍ବଜନିକ ସଂଯୋଜକ ଶବ୍ଦ.
=
Eg: ସେ ଗିଟାର ବଜାଏ ଏବଂ ବହୁତ ଭଲ ଗୀତ ଗାଏ = She plays the guitar and sings very well
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
They have a big garden ______
and
but
if
too
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
Wash the utensils first ______
as well
too
and
but
ଟିପ୍
ମୁଁ ଗାଇ ପାରେ ଓ ଗିଟାର ମଧ୍ୟ ବଜେଇ ପାରେ = I can sing and play the guitar as well
'As well' ଏବଂ 'too' ର ଅର୍ଥ 'also' (ମଧ୍ୟ) ସାଂଗରେ ସମାନ ଥାଏ କିନ୍ତୁ ଏହିଟା ସାଧାରଣତଃ ବାକ୍ୟ ର ଶେଷରେ ଲାଗେ
=
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
I can play the piano and sing ______
and
if
but
as well
ଟିପ୍
=
Informal ବାକ୍ୟ ଗୁଡିକ ରେ 'too' ର ପ୍ରୟୋଗ short answer ଦେବା ପାଇଁ କରାଯାଏ.
ମୁଁ ନାଚୁଛି. ମୁଁ ମଧ୍ୟ ! = I am dancing. Me too!
=
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
A: I want to go to the party
B: Me
______
if
too
and
but
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
They will book the hotel and ______
but
as well
also
too
'ଆମେ ମନ୍ଦିର ଯିବା ଏବଂ ତାପରେ ଶପିଂଗ୍ ଯିବା ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
We will go to the temple but then go shopping
We will go to the temple and then go shopping
We will go to the temple as well then go shopping
We will go to the temple too then go shopping
'ମୁଁ ସ୍କୂଟର ଚଲେଇ ପାରେ ଓ କାର ମଧ୍ୟ ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
I can drive a scooter and a car as well
I can drive a scooter but a car as well
I can drive a scooter as a car as well
I can drive a scooter too a car as well
'ସେ ଫିଲ୍ମ୍ ନିର୍ଦ୍ଦେଶ କରିଛି ଓ ସେଥିରେ ଅଭିନୟ ମଧ୍ୟ କରିଛି.' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ ;
He directed the film and acted in it too
He directed the film and as well acted in it
He directed the film and too acted in it
He directed the film but acted in it too
'ମୁଁ ନେହା ସାଂଗରେ ଦେଖା କରିବାକୁ ଚାହୁଁଛି ଓ ତାର ମାଁ ସାଂଗରେ ମଧ୍ୟ. ' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ ;
I want to meet Neha but her mother as well
I want to meet Neha if her mother as well
I want to meet Neha and her mother as well
I want to meet Neha as well her mother
ମୁଁ ମଧ୍ୟ କାମ କରିବା କୁ ଚାହୁଁଛି.
ତୁମେ ତାକୁ ମଧ୍ୟ ଡାକି ପାର
ଆମେ ସ୍କୂଲ୍ କୁ ଆସିବୁ ଓ ତୁମ ପୃନସିପାଲ୍ ସାଂଗରେ ଦେଖା କରିବୁ.
ମୁଁ ହକି ଓ ଫୁଟ୍ ବଅଲ୍ ଖେଳି ପାରେ
କଣ ତୁମେ ମୋ ଘର କୁ ଆସିକି ମୋ ସାହାଯ୍ୟ କରି ପାରିବ?
    • come to
    • help me
    • can you
    • and
    • my place
    ସେ ଜଳଖିଆ ଏବଂ ଲଂଚ୍ ମଧ୍ୟ ବନେଇ ଦେବ.
    • prepare
    • and
    • she will
    • the lunch
    • the breakfast
    • as well
    ସେମାନେ ମଧ୍ୟ ଆମ ସାଂଗରେ ଡିନର କରି ପାରିବେ
    • also
    • and
    • they can
    • with us
    • as
    • have dinner
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ