Modals: would, shall, will, can, could
try Again
Tip1:hello
Lesson 113
Modals: would, shall, will, can, could
ଟିପ୍
Would you like to have something? = କଣ ଆପଣ କିଛି ଖାଇବା କୁ ପସନ୍ଦ କରିବେ?
ଯେବେ ଜଣେ ବ୍ୟକ୍ତିଙ୍କୁ କୌଣସି ପ୍ରକାର ର ସାହାଯ୍ୟ କିମ୍ବା କିଛି ଖାଦ୍ୟ-ପେୟ ପଦାର୍ଥ ଯଚା ଜାଏ, ତେବେ ଏହି ପ୍ରକାର ପ୍ରଶ୍ନବାଚକ ବାକ୍ୟ ଗୁଡିକ 'would' କିମ୍ବା 'shall' ରୁ ଆରମ୍ଭ ହୁଏ. ଏହା ବ୍ୟତିତ 'would' କିମ୍ବା 'shall' ର ପ୍ରୟୋଗ ଶିଷ୍ଟତା ଦର୍ଶେଇବା ସମୟ ରେ ମଧ୍ୟ କରାଯାଏ.
=
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
______
Would you
Can you
Are you
Do you
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
______
May you
Could you
Can you
Would you
ଟିପ୍
ମୁଁ ଆପଣଙ୍କର ରାନ୍ଧିବା ରେ ସାହାଯ୍ୟ କରିବି = I will help you in cooking
ଯେତେ ବେଳେ ଆପଣ କାହାର ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦିଅନ୍ତି ତେବେ 'will' ର ବ୍ୟବହାର ହୁଏ
=
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
I ______
do help
will help
does help
helps
'କଣ ମୁଁ ପରିବା ଆଣି ଦେବି?' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ ;
Did I get the vegetables?
Will I get the vegetables?
Am I get the vegetables?
Shall I get the vegetables?
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
______
Are you
Would you
You are
Does you
'ମୁଁ ବ୍ରେଡ୍ ଟା କାଟି ଦେବି?' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ ;
Would I slice the bread?
Can I slice the bread?
Am I slice the bread?
Shall I slice the bread?
'ଆପଣ କଣ ପିଜ୍ଜା ପସନ୍ଦ କରିବେ?' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ ;
Would you like a pizza?
Shall you like a pizza?
Can you like a pizza?
Do you like a pizza?
'କଣ ଆପଣ କଫି ପିଇବାକୁ ପସନ୍ଦ କରିବେ?' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ ;
Would you like to have some coffee?
Do you like to have some coffee?
Shall you like to have some coffee?
May you like to have some coffee?
'କଣ ଆପଣ ମୋ ସାଂଗରେ ଆସିବାକୁ ପସନ୍ଦ କରିବେ?' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
May you like to come with me?
Do you like to come with me?
Would you like to come with me?
Are you like to come with me?
'କଣ ଆମେ ବାହାରିବା?' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
Would we leave?
Shall we leave?
Will we leave?
Are we leave?
କଣ ଆପଣ ଚାହିଁବେ କି ମୁଁ ଆପଣଙ୍କର ସାହାଯ୍ୟ କରେ?
    • like me
    • shall you
    • help you
    • would you
    • do you
    • to
    ମୁଁ ତଳ (ଗୃହ ର ତଳଭାଗ) ସଫା କରିବା ରେ ତୁମର ସାହାଯ୍ୟ କରିବି.
    • help you
    • Should I
    • I will
    • cleaning the floor
    • I do
    • in
    ମୁଁ ଆପଣଙ୍କ ପାଇଁ ଗୋଟେ ଇସ୍ତ୍ରୀ ନେଇ ଆସିବି କି?
    • I get
    • for you
    • shall
    • would
    • an iron
    • am
    ମୁଁ ଲୁଗା/ପୋଷାକ କିଣିବା ରେ ଆପଣଙ୍କର ସାହାଯ୍ୟ କରିଦେବି .
    କଣ ଆପଣ ଏଠାରେ ରହିବାକୁ ପସନ୍ଦ କରିବେ ?
    ମୁଁ ଆପଣଙ୍କର ପ୍ୟାକିଂଗ୍ କରିବା ରେ ସାହାଯ୍ୟ କରି ଦେବି.
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ