A, an, the - Articles ର ପ୍ର୍ୟାକ୍ଟିସ୍
try Again
Tip1:hello
Lesson 114
A, an, the - Articles ର ପ୍ର୍ୟାକ୍ଟିସ୍
ଟିପ୍
ମୋର ମୁଣ୍ଡ ବିନ୍ଧା ହେଉଛି = I have got a headache
ସାଧାରଣ ରୋଗ ର ନାଁ ସାଂଗରେ ଆର୍ଟିକଲ୍ 'a/an' ର ପ୍ରୟୋଗ କରାଯାଏ (I’ve got a headache.
I’ve got a stomach-ache.
I’ve got a cold. କିନ୍ତୁ ଦାନ୍ତ ବିନ୍ଧା କିମ୍ବା କାନ ବିନ୍ଧା ଇତ୍ୟାଦି ପାଇଁ ଆର୍ଟିକଲ୍ 'a' ର ପ୍ରୟୋଗ ହୁଏ ନାହିଁ. ଏହା ବ୍ୟତିତ cancer ଇତ୍ୟାଦି ଭଳିଆ ରୋଗ ସହିତ ମଧ୍ୟ articles ଲାଗେ ନାହିଁ.
=
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
He was diagnosed with ______
a cancer
an cancer
the cancer
cancer
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
I have bought ______
a new house
an new house
the new house
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
Ram is ______
a Engineer.
an Engineer.
the Engineer.
Engineer.
ଟିପ୍
ମୋ ପାଖରେ କିଛିଟା ପୋଲୋ ଶାର୍ଟ୍ ଅଛି = I have a couple of Polo shirts
ସାଂଖ୍ୟକ ଅଭିବ୍ୟକ୍ତି ପାଇଁ ଆର୍ଟିକଲ୍ 'a' ର ପ୍ରୟୋଗ ହୁଏ.
=
ଏହା ବ୍ୟତିତ a dozen, a hundred, a thousand, a million, a tenth, a quarter, a score (20), a lot of, a great deal of ଇତ୍ୟାଦି ସହିତ ମଧ୍ୟ 'a' ଆର୍ଟିକଲ୍ ର ପ୍ରୟୋଗ ହୁଏ.
'ତା ପାଖରେ ଗୋଟେ ଡଜନ ଜୋତା ଅଛି.' ର ଇଂରାଜୀ ରେ ଅନୁବାଦ ବାଛନ୍ତୁ ;
He has an dozen shoes
He has a dozen shoes
He has the dozen shoes
He has dozen shoes
ଟିପ୍
କେତେ ସୁନ୍ଦର ଦିନଟା! = What a lovely day!
'What' କିମ୍ବା 'such' ଭଳିଆ ଶବ୍ଦ ପରେ ଯେବେ ଏକବଚନ ସଂଜ୍ଞା ଲାଗେ, ଏବଂ ତା ସାଂଗରେ କୌଣସି ବିଶେଷଣ ଅଛି, ତେବେ ଆର୍ଟିକଲ୍ 'a' ର ପ୍ରୟୋଗ ହୁଏ.
କେତେ ଭଲ ପିଲା! = Such a nice kid!
'ସେହିଟା ଗୋଟେ ଯଥେଷ୍ଟ ଲମ୍ବା ଯାତ୍ରା ଥିଲା ' ର ଇଂରାଜୀ ରେ ଅନୁବାଦ ବାଛନ୍ତୁ ;
That was such an long journey
That was such the long journey
That was such a long journey
That was such long journey
'ପୃଥିବୀ, ସୁର୍ଯ୍ୟ ର ପରିକ୍ରମା କରେ.' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ ;
Earth revolves around Sun
A Earth revolves around the Sun
An Earth revolves around a Sun
The Earth revolves around the Sun
'ଚାବି ଗୁଡିକ ଖଟ ଉପରେ ଅଛି.' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ ;
The keys are on the bed
Keys are on the bed
A keys are on the bed
An keys are on the bed
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
There was an old lady. ______
A lady
An lady
The lady
Lady
ଟିପ୍
He is the guy who stole my money = ୟେ ହେଉଛି ସେହି ବ୍ୟକ୍ତି ଯେ ମୋର ପଇସା ଚୋରି କରିଥିଲା.
ଏକ ବାକ୍ୟାଂଶ ଦ୍ବାରା ସୁନିଶ୍ଚିତ କରା ଯାଇଥିବା ସଂଜ୍ଞା ପୁର୍ବରୁ 'the' ଆର୍ଟିକଲ୍ ର ପ୍ରୟୋଗ ହୁଏ. ଏଠାରେ ଆମେ ଯେ କୌଣସି ବ୍ୟକ୍ତି ବିଷୟରେ କଥା ହେଉ ନାହୁଁ ବରଂ ଗୋଟେ ନିର୍ଦ୍ଧିଷ୍ଟ ବ୍ୟକ୍ତି ବିଷୟରେ କହୁଛୁ (ଯେ ପଇସା ଚୋରେଇଛି)

Eg: ସେହି ମହିଳା ଯେ ଲାଲ୍ ରଂଗ ର ଡ୍ରେସ୍ ପିନ୍ଧିଛି = The woman who is dressed in red

ଏଠାରେ ଯେ କୌଣସି ମହିଳା ବିଷୟରେ କୁହା ଯାଉ ନାହିଁ ବରଂ ସେହି ନିର୍ଦ୍ଧିଷ୍ଟ ମହିଳା ବିଷୟରେ କୁହା ଯାଉଛି, ଯେ ଲାଲ୍ ଡ୍ରେସ୍ ପିନ୍ଧିଛି, ତେଣୁ 'woman' ଶବ୍ଦ ପୁର୍ବରୁ 'the' ର ବ୍ୟବହାର ହେଇଛି.
=
'ସେ ଝିଅଟା, ଯେ ଟୋପି ପିନ୍ଧିଛି, ସେ ହେଉଛି ମୋର ଭଉଣୀ.' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ ;
A girl, who is wearing a cap, is my sister
The girl, who is wearing a cap, is my sister
An girl, who is wearing a cap, is my sister
Girl, who is wearing a cap, is my sister
ଟିପ୍
ସେ ନିଜ ଟିମ୍ ର ସର୍ବଶ୍ରେଷ୍ଠ ଖେଳାଳୀ ଅଟେ = He is the best player of his team
ସୁପରଲେଟିଭ୍ ଓ କ୍ରମସୁଚକ ସଂଖ୍ୟା ପୁର୍ବରୁ 'the' ଆର୍ଟିକଲ୍ ର ପ୍ରୟୋଗ ହୁଏ.
=
'ତୁମେ ପ୍ରଥମ ଲୋକ ଯେକି ଏହି ବିଷୟରେ ଜାଣିଛ.' ର ଇଂରାଜୀ ରେ ଅନୁବାଦ ବାଛନ୍ତୁ ;
You are the first person to know this
You are a first person to know this
You are an first person to know this
You are first person to know this
ଟିପ୍
ଏଡିସନ୍, ଲାଇଟ୍ ବଲ୍ବ୍ ର ଉଦ୍ଭାବନ କରି ଥିଲେ = Edison invented the light bulb
ସାମାନ୍ୟ ଉପକରଣ (କୁ ଲୋକପ୍ରିୟ ବନେଇବା ପାଇଁ) ପାଇଁ ବ୍ୟବହାର ରେ ନିଆ ଯାଇ ଥିବା ଏକବଚନ ଗଣନିୟ ସଂଜ୍ଞା ସହିତ ଆର୍ଟିକଲ୍ 'the' ର ପ୍ରୟୋଗ ହୁଏ.
=
ଟିପ୍
ଧନୀ ଲୋକ କ୍ବଚିତ୍ ଉଦାର ହୁଅନ୍ତି = The rich are rarely generous
'The' ର ପ୍ରୟୋଗ ଲୋକ ମାନଙ୍କର ବର୍ଗ (class) କୁ ଦର୍ଶେଇବା ପାଇଁ ମଧ୍ୟ କରାଯାଏ.
=
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
______
A poor
The poor
An poor
Poor
ଟିପ୍
ଜାପାନୀ ମାନେ ବହୁତ ପରିଶ୍ରମୀ = The Japanese are very hardworking
ଯେଉଁ ବହୁବଚନ ସଂଜ୍ଞା କୌଣସି ଦେଶର ନାଗରିକ ମାନଙ୍କ ବର୍ଣ୍ଣନା କରେ , ତା ପୁର୍ବରୁ ମଧ୍ୟ 'the' ଆର୍ଟିକଲ୍ ର ବ୍ୟବହାର ହୁଏ. ଧ୍ୟାନ ଦିଅନ୍ତୁ, 'the' ର ବ୍ୟବହାର କେବଳ ସେତେ ବେଳେ ହେବ ଯେବେ ଦେଶ ର ସମସ୍ତ ଲୋକ ମାନଙ୍କ ବିଷୟରେ କଥା-ବାର୍ତ୍ତା କରା ଯିବ. He is the Japanese ହେଉଛି ଭୁଲ - କୌଣସି ବ୍ୟକ୍ତି ର ଜାତୀୟତା ପୁର୍ବରୁ 'the' ଲାଗେ ନାହିଁ.
=
ଟିପ୍
ମୁଁ ଗିଟାର ବଜେଇ ପାରେ = I can play the guitar
ବାଦ୍ୟଯନ୍ତ୍ର ର ନାଁ ପୁର୍ବରୁ ମଧ୍ୟ 'the' ଆର୍ଟିକଲ୍ ର ବ୍ୟବହାର ହୁଏ.
=
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନେ ପୁରଣ କରନ୍ତୁ
Ram knows how to play ______
a piano
an piano
piano
the piano
ଟିପ୍
=
ସାର୍ବଜନିକ ସଂସ୍ଥା, ହୋଟେଲ୍ ଓ ଖବର କାଗଜ ଇତ୍ୟାଦି ପୁର୍ବରୁ ମଧ୍ୟ 'the' ଆର୍ଟିକଲ୍ ର ବ୍ୟବହାର ହୁଏ. Eg: The Catholic Church or The Times of India
=
'ଟାଇମ୍ସ୍ ଅଫ୍ ଇଣ୍ଡିଆ ହେଉଛି ଭାରତ ର ପ୍ରମୁଖ ଖବର କାଗଜ ମଧ୍ୟ ରୁ ଗୋଟେ.' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ ;
A Times of India is one of the leading newspapers of India
The Times of India is one of the leading newspapers of India
An Times of India is one of the leading newspapers of India
Times of India is one of the leading newspapers of India
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
______
Marriott hotel
An Marriott hotel
A Marriott hotel
The Marriott hotel
ଟିପ୍
=
କିଛିଟା ଭୌଗଳିକ ନାଁ ପୁର୍ବରୁ ମଧ୍ୟ ଆର୍ଟିକଲ୍ 'the' ଲାଗେ.
=
ସମୁଦ୍ର = The Mediterranean Sea
ନଦୀ = The Ganga
ଦ୍ବୀପ ସମୁହ = The Andaman and Nicobar Islands
ପର୍ବତ = The Himalayas
କିଛିଟା ଦେଶ ର ନାଁ = The USA
ମରୁଭୂମି ର ନାଁ = The Sahara
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟା ସ୍ଥାନ ପୁରଣ କରନ୍ତୁ
She is ______
a Chinese
an Chinese
the Chinese
ଟିପ୍
=
The children are at school = ପିଲା ମାନେ ସ୍କୂଲ୍ ରେ ଅଛନ୍ତି
=
I am at work = ମୁଁ କାମ ଠାରେ ଅଛି
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
She speaks fluent ______
a Chinese
an Chinese
the Chinese
=
!
ଶୁଣନ୍ତୁ
ଟିପ୍
ପରବର୍ତ୍ତୀ ଶବ୍ଦ