If, when ର ବ୍ୟବହାର - Zero conditional ବାକ୍ୟ
try Again
Tip1:hello
Lesson 115
If, when ର ବ୍ୟବହାର - Zero conditional ବାକ୍ୟ
ଟିପ୍
ଯଦି ଆପଣ ବରଫ୍ କୁ ଗରମ କରିବେ, ତାହାଲେ ସେହିଟା ତରଳିବ. = If you heat ice, it melts
ଯଦି ଆପଣ ବରଫ କୁ ଗରମ କରନ୍ତି (If you heat ice) = Condition (ପରିସ୍ଥିତି).
'If you heat ice' = ଏହାକୁ Conditional clause କୁହା ଯାଏ.
ଏହା ତରଳି ଜାଏ (it melts) = ପରିସ୍ଥିତି (condition) ର ସମ୍ଭବତଃ ପରିଣାମ (ଏହାକୁ main clause କୁହା ଜାଏ).

Zero conditional ଏମିତି ବାକ୍ୟ କୁ କୁହା ଜାଏ, ଯେଉଁଥିରେ କୌଣସି condition (ପରିସ୍ଥିତି) ର result (ପରିଣାମ) ସର୍ବଦା ସତ୍ୟ ହୁଏ.
ଏମିତି ବାକ୍ୟ 'If' ରୁ ଆରମ୍ଭ ହୁଅନ୍ତି ଏବଂ ତା ପର ବାକ୍ୟ ଟା ସାଧାରଣ ବର୍ତମାନ କାଳ ରେ ହୁଏ. ବରଫ କୁ ଗରମ କଲେ ତରଳି ଜାଏ - ଏହା ସର୍ବଦା ସତ୍ୟ.
If = ଯଦି
Zero conditional ବାକ୍ୟ 'If' ରୁ ଆରମ୍ଭ ନ ହେଇକି main clause ଠାରୁ ମଧ୍ୟ ଆରମ୍ଭ ହେଇ ପାରେ, ଏମିତି ରେ ଦୁଇ ଟା କ ବାକ୍ୟ ମଝିରେ 'If' ଆସିବ ଓ କମା (,) ର ପ୍ରୟୋଗ ହେବ ନାହିଁ.
Eg: Ice melts if you heat it = ବରଫ୍ ତରଳେ, ଯଦି ଆପଣ ତାକୁ ଗରମ କରିବେ.
ଟିପ୍
If + your heat ice + it melts =
Zero Conditional ର ସକାରାତ୍ମକ ବାକ୍ୟ ଗୁଡିକ ର ରଚନା ଏହି ପ୍ରକାର ହୁଏ:
If+Condition (Present Simple), Result (Present Simple)
or
Ice melts + if + you heat it =

Result (Present Simple) + if + Condition (Present Simple)
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
If the traffic lights ______
does
are
were
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
If you ______
want
wants
wanted
do want
'ଯଦି ଆପଣ ପାଣିକୁ 100 ଡିଗ୍ରୀ ସେଲ୍ସିଅସ୍ ପର୍ଯ୍ୟନ୍ତ ଗରମ କରିବେ, ତାହାଲେ ସେହି ଟା ଫୁଟି ଜିବ.' ର ଇଂରାଜୀ ରେ ଅନୁବାଦ ବାଛନ୍ତୁ ;
If you heat water to 100 degrees Celsius, it boils.
If you heats water to 100 degrees Celsius, it boils.
If you heat water to 100 degrees Celsius, it boil.
If you heat water to 100 degrees Celsius, it's boils.
ଟିପ୍
=
Zero Conditional ର ପ୍ରୟୋଗ କୌଣସି ନିଶ୍ଚିତ ସ୍ଥିତି ରେ ବ୍ୟକ୍ତି କୁ କଣ କରିବା ଦରକାର, ତା ପାଇଁ କରାଯାଏ.
Eg: ଯଦି ଆପଣ ଅସୁସ୍ଥ ଅଛନ୍ତି, ତାହାଲେ ଔଷଧ ନିଅନ୍ତୁ = If you are sick, then take some medicines
=
ମନେ ରଖନ୍ତୁ : Zero Conditional ବାକ୍ୟ ଗୁଡିକ ରେ ଆମେ 'if' ସ୍ଥାନ ରେ 'when' କିମ୍ବା 'whenever' ର ପ୍ରୟୋଗ ମଧ୍ୟ କରି ପାରୁ.
Eg: ଯେବେ ଆପଣ ଅସୁସ୍ଥ ଥିବେ, ତେବେ ଔଷଧ ନେଇ ନେବେ = When you are sick, take your medicine
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
When you get a promotion, your salary ______
go
goes
going
went
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
If you lose your credit card, you ______
must call
should called
called
are call
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
When it ______
rained
rain
rains
raining
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
If you ______
don't water
do water
not water
don't watering
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
I ______
got
gets
get
getting
'ମୋ ବଅସ୍ ରାଗୀ ଯାଆନ୍ତି, ଯଦି ମୁଁ କାମ ଠାରେ ଡେରି ରେ ପହଂଚେ.' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ ;
My boss get angry if I am late for work.
My boss gets angry if I am late for work.
My boss gets angry if I late for work.
My boss gets angry, so I am late for work.
'ଯଦି ମୁଁ 8 ଟା ବେଳ ର ବସ୍ ଟା ଛାଡି ଦିଏ, ତାହାଲେ ମତେ କାମ ଠାରେ ପହଂଚି ବା ପାଇଁ ଡେରି ହେଇ ଜାଏ. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
If I miss the 8 o'clock bus, I get late for work.
So I miss the 8 o'clock bus, I get late for work.
I miss the 8 o'clock bus, I get late for work.
If I miss the 8 o'clock bus, I got late for work.
'ମୁଁ ଯଦି ଡେରି କରି ଉଠେ, ତାହାଲେ ମୋର ବସ୍ ଛାଡି ଦିଏ. ' ର ଇଂରାଜୀ ରେ ସଠିକ୍ ଅନୁବାଦ କରନ୍ତୁ ;
When I get up late, I miss my bus.
Then I get up late, I miss my bus.
I get up late, if I miss my buss
I get up late when I miss my muss
ଯଦି ସୁର୍ଯ୍ୟ ଶୀଘ୍ର ଅସ୍ତ ହେଇ ଯାଆନ୍ତି, ତାହାଲେ ଅନ୍ଧାର ହେଇ ଜାଏ.
ଥଣ୍ଡା ହେଲେ, ମୁଁ ସବୁବେଳେ ଜ୍ୟାକେଟ୍ ପୀନ୍ଧେ.
=
!
ଶୁଣନ୍ତୁ
ଟିପ୍
ପରବର୍ତ୍ତୀ ଶବ୍ଦ