Adverbs of time (overnight, right now, yesterday, today, tomorrow)
try Again
Tip1:hello
Lesson 116
Adverbs of time (overnight, right now, yesterday, today, tomorrow)
ଟିପ୍
ଆଜି ଇଣ୍ଟରନେଟ୍ ସର୍ଭର ର ଗତି କମ ଅଛି = Today the internet server is slow
ସମୟ ର କ୍ରିୟା ବିଶେଷଣ (adverbs of time) - କୌଣସି କାର୍ଯ୍ୟ ର ସମୟ ଜଣେଇବା ବେଳେ, 'ସମୟ ର କ୍ରିୟା' ବିଶେଷଣ ବାକ୍ୟର ଆରମ୍ଭ ରେ କିମ୍ବା ଶେଷରେ ବ୍ୟବହାର ହୁଏ.
ଇଣ୍ଟରନେଟ୍ ସର୍ଭର ଆଜି ଡାଉନ୍ ଅଛି = The internet server is down today
Overnight, Right now, Yesterday, Tonight, ଏବଂ Tomorrow ଇତ୍ୟାଦି ଭଳିଆ କ୍ରିୟା ବିଶେଷଣ ର ମଧ୍ୟ ପ୍ରୟୋଗ ହୁଏ.
'ଆମେ କାଲି ସିନେମା ଯାଉଛୁ.' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ ;
We are going tomorrow to the cinema
We are going to the cinema tomorrow
We are tomorrow going to the cinema
We are going to the tomorrow cinema
'ସେ ଗତ କାଲି ବହୁତ ଖୁସି ଥିଲା.' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ ;
He was yesterday very happy
He yesterday was very happy
He was very yesterday happy
Yesterday, he was very happy
ଟିପ୍
ମୁଁ ଏବେ/ଏହି କ୍ଷଣି ନେହା କୁ ମୋ ସ୍କୂଲ୍ ବିଷୟରେ କହୁ ଥିଲି = I was just telling Neha about my school
'Just' = ଏବେ/ଏହି କ୍ଷଣି, ର ବ୍ୟବହାର Continuous କିମ୍ବା Perfect Tenses ସାଂଗରେ କରାଯାଏ ଓ ଏହିଟା ସହାୟକ ଏବଂ ମୁଖ୍ୟ କ୍ରିୟା ମଝିରେ ଆସେ.
=
'ନେହା ଏହିକ୍ଷଣି ବାହାରିଲା ' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ ;
Neha has just left
Neha has left just
Neha just has left
Just Neha has left
'ସେ ଏହି କ୍ଷଣି ପହଁଚିଲା.' ର ଇଂରାଜୀ ରେ ଅନୁବାଦ ବାଛନ୍ତୁ ;
Just he has arrived
He has arrived just
He has just arrived
He just has arrived
ଟିପ୍
ସେ ମୋ ସାଂଗରେ 4 ମାସ ପୁର୍ବରୁ ଦେଖା କରି ଥିଲା = She met me 4 months ago
'Ago' = ପୁର୍ବରୁ, କ୍ରିୟା ବିଶେଷଣ ର ବ୍ୟବହାର ସବୁବେଳେ ଗୋଟେ ନିର୍ଦ୍ଧାରିତ ସମୟ ବିଷୟରେ କହିବା ପାଇଁ ହୁଏ.
=
'ସେ ଆଜି ରାତିରେ ଆସୁଛି.' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
He is coming tonight
He tonight is coming
He is tonight coming
Tonight he comes
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
He is studying ______
overnight
right now
yesterday
right
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
I am not going to sleep ______
tonight
yesterday
yesterday night
just
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
______
Ago
Tomorrow
Overnight
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
I am afraid Ram ______
have just
is just
has just
will just
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I can't help you ______
just
right now
yesterday
overnight
ରୋହନ୍ ଏହି କ୍ଷଣି ପହଂଚିଲା
ମୁଁ ଆଜି ରାତି ରେ ଫ୍ରି ଅଛି
ଆମେ ଗୋଟେ ମାସ ପୁର୍ବରୁ ଆସି ଥିଲୁ
ମୁଁ ଏହି କ୍ଷଣି ଫ୍ରି ହେଲି
ମୁଁ 3 ବର୍ଷ ପୁର୍ବରୁ ଦିଲ୍ଲୀ ଯାଇ ଥିଲି
    • had
    • gone
    • to Delhi
    • 3 years
    • I
    • ago
    ସେ ଏବେ ବାହାରିଲା
    • just
    • has
    • is
    • he
    • left
    • leave
    ସେମାନେ ଚାରି ବର୍ଷ ପୁର୍ବରୁ ବୁଲିବା ପାଇଁ ଆସି ଥିଲେ
    • came to
    • ago
    • visit
    • before
    • 4 years
    • they
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ