Personal (ବ୍ୟକ୍ତିଗତ) information ଦେବା - Interview Practice
try Again
Tip1:hello
Lesson 118
Personal (ବ୍ୟକ୍ତିଗତ) information ଦେବା - Interview Practice
ଡାଏଲଗ୍ ଶୁଣନ୍ତୁ
What is your name?
ଆପଣଙ୍କର ନାଁ କଣ?


My name is Neha.
ମୋର ନାଁ ନେହା


How old are you?
ଆପଣଙ୍କର ଆୟୁ କେତେ?


I am 28 years old.
ମୁଁ ହେଉଛି 28 ବର୍ଷର.


Where were you born?
ଆପଣ କେଉଁ ଠାରେ ଜନ୍ମ ହେଇ ଥିଲେ?


I was born in India.
ମୁଁ ଭାରତ ରେ ଜନ୍ମ ହେଇ ଥିଲି


How old were you when you moved to Delhi?
ଯେବେ ଆପଣ ଦିଲ୍ଲୀକୁ ସ୍ଥାନାନ୍ତରିତ କଲେ, ସେତେ ବେଳେ ଆପଣଙ୍କର ବୟସ କେତେ ଥିଲା?


I was 23 years old when I moved to Delhi.
ମୁଁ ଦିଲ୍ଲୀ ଗଲା ବେଳେ 23 ବର୍ଷ ର ଥିଲି.


Where=କେଉଁଠାରେ
were=
you=ଆପଣ
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
I ______
am borned
am born
was born
is born
'ଆପଣଙ୍କର ଜନ୍ମ କେଉଁ ସ୍ଥାନ ରେ ହେଇ ଥିଲା?' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ ;
Where are you born?
Where were you born?
Where were you borned?
Where was you born?
How old=କେତେ ବୟସ
were you=ଥିଲେ ଆପଣ
when you=ଯେତେ ବେଳେ ଆପଣ
moved to=ସ୍ଥାନ ବଦଳିବା/ସ୍ଥାନତରିତ ହେବା
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I ______
am
was
are
have
ଆପଣଙ୍କର ବୟସ କେତେ?
    • How
    • years
    • old
    • are
    • your?
    • you?
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    I ______
    moved
    am move
    was move
    did moved
    ଡାଏଲଗ୍ ଶୁଣନ୍ତୁ
    How long did you live in Delhi for?
    ଆପଣ ଦିଲ୍ଲୀ ରେ କେତେ ସମୟ ପାଇଁ ଥିଲେ?


    I lived in Delhi for two years.
    ମୁଁ ଦିଲ୍ଲୀ ରେ ଦୁଇ ବର୍ଷ ରହିଲି


    Where do you live now?
    ଏବେ ଆପଣ କେଉଁଠାରେ ଅଛନ୍ତି?


    I live in Mumbai now.
    ମୁଁ ଏବେ ମୁମ୍ବାଇ ରେ ରହୁଛି


    How long have you lived in Mumbai?
    ଆପଣ ମୁମ୍ବାଇ ରେ କେତେ ସମୟ ରୁ ଅଛନ୍ତି?


    I have been living in Mumbai since 2010.
    ମୁଁ ମୁମ୍ବାଇ ରେ 2010 ମସିହା ରୁ ରହୁଛି .


    Where do you work?
    ଆପଣ କେଉଁଠାରେ କାମ କରନ୍ତି?


    I work at Reliance.
    ମୁଁ ରିଲାଏନ୍ସ୍ ରେ କାମ କରେ


    How many children have you got?
    ଆପଣଙ୍କର କେତୋଟି ପିଲା?


    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    Where ______
    do you living
    is you live
    do you live
    are you live
    ଆପଣ ଏବେ କେଉଁଠାରେ ରହୁଛନ୍ତି?
    • where
    • live
    • do
    • then?
    • now
    • you
    'How long' ର ଓଡିଆ ରେ ଅନୁବାଦ କଣ ହେବ ?;
    କେତେ ସମୟ ରୁ
    ଏପର୍ଯ୍ୟନ୍ତ
    ସେହି ପର୍ଯ୍ୟନ୍ତ
    ଏବେ ଠାରୁ
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    I have been living in Delhi ______
    for 1996
    since 1996
    till 1996
    ଟିପ୍
    I have had this watch since 1992. (ଆରମ୍ଭ ର ଏକ ନିର୍ଦ୍ଧିଷ୍ଟ ସମୟ ରୁ) =
    Since = ଅତୀତ ରେ ଏକ ନିର୍ଦ୍ଧିଷ୍ଟ ସମୟ କିମ୍ବା ଘଟଣାର ସଂକେତ ଦେବା ପାଇଁ 'since' ଶବ୍ଦର ବ୍ୟବହାର କରାଯାଏ. ଯେମିତି କି: since 1996, since March
    I have had this watch for more than 10 years. (ସମୟ ର ଅବଧି) =
    For = ସମୟ ର ଅବଧି ଦର୍ଶେଇବା ପାଇଁ 'for' ଶବ୍ଦର ପ୍ରୟୋଗ କରାଯାଏ, ଯେମିତି : for 4 years, for 2 hours, for 3 days
    ଆପଣ କେଉଁଠାରେ କାମ କରନ୍ତି?
    • do
    • where
    • are
    • you
    • is
    • work?
    ଆପଣଙ୍କର କେତୋଟି ପିଲା?
    • how
    • children
    • have
    • got?
    • many
    • you
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    How old ______
    are you
    were you
    did you
    is you
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    I lived in Delhi ______
    since
    for
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    I have been living in Mumbai ______
    for
    since
    to
    ଉପଯୁକ୍ତ ଶବ୍ଦ ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    How long did you ______
    live
    lived
    living
    lives
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    I have been working ______
    for
    since
    till
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ