Quantifiers : Little/ a little, few/ a few ର ବ୍ୟବହାର
try Again
Tip1:hello
Lesson 121
Quantifiers : Little/ a little, few/ a few ର ବ୍ୟବହାର
ଟିପ୍
Would you like a little sugar in your tea? = କଣ ଆପଣ ଚା' ରେ ଟିକିଏ ଚିନୀ ପସନ୍ଦ କରିବେ ?
Quantifiers ହେଉଛନ୍ତି ସେହି ଶବ୍ଦ ଯାହାକୁ ସଂଜ୍ଞା ପୁର୍ବରୁ ପରିମାଣ ପ୍ରକାଶ କରିବା ପାଇଁ ବ୍ୟବହାର କରାଯାଏ.
'a little'/'little' ର ବ୍ୟବହାର ଅଗଣନିୟ ସଂଜ୍ଞା ପାଇଁ ହୁଏ.
A Few students are really good painters = କିଛି ଟା ଚାତ୍ର ପ୍ରକୃତରେ ହେଉଛନ୍ତି ଭଲ ଚିତ୍ରକାର
'A few/few' ର ବ୍ୟବହାର ଗଣନିୟ ସଂଜ୍ଞା ପାଇଁ ହୁଏ
ଟିପ୍
He can't buy the form. He has got little money left. = ସେ ଫର୍ମ୍ କିଣି ପାରିବ ନାହିଁ କାରଣ ତା ପାଖରେ ବହୁତ ଅଳ୍ପ ପଇସା(ନଥିଲା ଭଳିଆ - almost none).
'Little' ର ପ୍ରୟୋଗ ନକାରାତ୍ମକ ବାଗ ରେ ପରିମାଣ ପ୍ରକାଶ କରିବା ପାଇଁ ହୁଏ.
'Little' ର ପ୍ରୟୋଗ ତେବେ ହୁଏ, ଯେବେ କୌଣସି ବସ୍ତୁ ର ପରିମାଣ ବିଲକୁଲ୍ ଯଥେଷ୍ଠ ନୁହେଁ (almost nothing).
He needs a little cream to make good sauces = ଭଲ ସଅସ୍ ବନେଇବା ନିମନ୍ତେ ତାକୁ ଟିକିଏ କ୍ରିମ୍ ଦରକାର
'A little' ର ବ୍ୟବହାର ସକାରାତ୍ମକ ଭାବ ରେ ପରିମାଣ ବିଷୟରେ କଥା ହେବା ପାଇଁ କରାଯାଏ
'A little' ର ପ୍ରୟୋଗ ତେବେ ହୁଏ, ଯେବେ କୌଣସି ଜିନିଷ ର ପରିମାଣ ଟା କମ୍ ଥାଏ.
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
The train leaves in one hour. I am scared there is ______
few
little
a little
many
ଆମେ ପ୍ରତିଦିନ ଟିକିଏ ଇଂରାଜୀ ଶିଖୁ
    • a little
    • we learn
    • go to
    • a few
    • every day
    • English
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    They say ______
    few
    little
    a little
    many
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    It's good that she drinks ______
    many
    little
    a little
    few
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    She can't make coffee as there is ______
    many
    a little
    little
    few
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    I gave ______
    a little
    many
    few
    a few
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    She can make one cup of tea. There's ______
    few
    a little
    a few
    little
    'ମୋ ପାଖରେ ଟିକିଏ କଫି ଅଛି, ତୁମକୁ ଦରକାର?' ର ଇଂରାଜୀ ରେ ଅନୁବାଦ ବାଛନ୍ତୁ ;
    I have got a few coffee left, would you like some?
    I have got few coffee left, would you like some?
    I have got a little coffee left, would you like some?
    I have got many coffee left, would you like some?
    ଟିପ୍
    He can buy a shirt, he has a few dollars. = ସେ ଶର୍ଟ୍ କିଣି ପାରିବ, ତା ପାଖରେ କିଛି ଟା ଡଲାର ଅଛି.
    'A few' ର ବ୍ୟବହାର ଗୋଟେ ସକାରାତ୍ମକ ଭାବ ରେ ପରିମାଣ ପ୍ରକାଶ କରିବା ପାଇଁ ହୁଏ.
    'A few' ର ବ୍ୟବହାର ତେବେ ହୁଏ ଯେବେ କୌଣସି ବସ୍ତୁ ର ପରିମାଣ ଟା ଯଥେଷ୍ଠ ଅଛି - just enough
    He can't buy a shirt, he has few dollars. = ସେ ଶର୍ଟ୍ କିଣି ପାରିବ ନାହିଁ, ତା ପାଖରେ ଡଲାର ବେସି ନାହିଁ.
    'Few' ର ପ୍ରୟୋଗ ଗୋଟେ ନକାରାତ୍ମକ ଭାବ ରେ ପରିମାଣ ପ୍ରକାଶ କରିବା ପାଇଁ କରାଯାଏ.
    'Few' ର ବ୍ୟବହାର ତେବେ ହୁଏ, ଯେବେ କୌଣସି ଜିନିଷ ର ପରିମାଣ ଟା ଯଥେଷ୍ଠ ନାହିଁ - not enough
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    There are a lot of movies I like, but ______
    a little
    few
    little
    'ବହୁତ କମ୍ ଛାତ୍ର ପ୍ରକୃତ ଭାବରେ ପ୍ରେରିତ ଥାଆନ୍ତି.' ର ଇଂରାଜୀ ରେ ଅନୁବାଦ କରନ୍ତୁ ;
    Only few students are really motivated.
    Little students are really motivated.
    Much students are really motivated.
    A little students are really motivated.
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    We can appoint her. She has ______
    many
    little
    a little
    few
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    They have got ______
    little
    a little
    a few
    much
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    He knows ______
    many
    a few
    few
    a little
    ସେଠାରେ କିଛି ଟା ଗଚ୍ଛ ଅଛି.
    • there
    • a few
    • their
    • little
    • are
    • trees
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    I need to ask ______
    little
    a few
    a little
    much
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ