Practice : A lot of, a little, a few, too many, too much, enough
try Again
Tip1:hello
Lesson 122
Practice : A lot of, a little, a few, too many, too much, enough
a lot of ବହୁତ ଅଧିକ
a little ଏହାର ବ୍ୟବହାର ଅଗଣନିୟ ସଂଜ୍ଞା ପାଇଁ ସେତେ ବେଳେ କରାଯାଏ, ଯେବେ କାର୍ଯ୍ୟ କୁ ପୁରଣ କରିବା ନିମନ୍ତେ କେବଳ ବସ୍ତୁର ପରିମାଣଟା ଯଥେଷ୍ଠ ଥାଏ
a few ଏହାର ବ୍ୟବହାର ଅଗଣନିୟ ସଂଜ୍ଞା ପାଇଁ ସେତେବେଳେ କରାଯାଏ, ଯେବେ କାର୍ଯ୍ୟ କୁ ପୁରଣ କରିବା ନିମନ୍ତେ ମାତ୍ର ବସ୍ତୁ ର ପରିମାଣ ଟା ଯଥେଷ୍ଠ ଥାଏ
too many ବହୁତ ଅଧିକ. ଗଣନିୟ ସଂଜ୍ଞା ପାଇଁ ବ୍ୟବହାର ହୁଏ.
too much ଅତ୍ୟଧିକ, ନକାରାତ୍ମକ ଭାବ ରେ କେଉଁ ବସ୍ତୁ ର ପରିମାଣ ପ୍ରକାଶ କରିବା ପାଇଁ ବ୍ୟବହାର ହୁଏ
enough ଏହି ଟା ସଂଜ୍ଞା ପୁର୍ବରୁ ଏହା ଜଣେଇବା ପାଇଁ ବ୍ୟବହାର ହୁଏ କି କୌଣସି କାର୍ଯ୍ୟ କୁ ପୁରଣ କରିବା ପାଇଁ ଯେତିକି ପରିମାଣ ଦରକାର , ସେତିକି ହି ଅଛି
ଟିପ୍
She needs a little cream to make good cakes (ଅଗଣନିୟ) = ଭଲ କେକ୍ ବନେଇବା ପାଇଁ ଟିକିଏ କ୍ରିମ୍ ଦରକାର.
'A little' ଏବଂ 'a few' ଉଭୟ ର ପ୍ରୟୋଗ ସକାରାତ୍ମକ ଭାବରେ କୌଣସି ବସ୍ତୁର ପରିମାଣ ପ୍ରକାଶ କରିବା ପାଇଁ ବ୍ୟବହାର ହୁଏ, କିନ୍ତୁ 'a little' ର ବ୍ୟବହାର ଅଗଣନିୟ ସଂଜ୍ଞା ପାଇଁ କରାଯାଏ.
She can buy fruits, she has a few dollars (ଗଣନିୟ) = ସେ ଫଳ କିଣି ପାରିବ, ତା ପାଖରେ କିଛିଟା ଡଲାର ଅଛି
'a little' ଏବଂ 'a few' ଉଭୟ ର ପ୍ରୟୋଗ ସକାରାତ୍ମକ ଭାବରେ କୌଣସି ବସ୍ତୁ ର ପରିମାଣ ପ୍ରକାଶ କରିବା ପାଇଁ ବ୍ୟବହାର ହୁଏ, କିନ୍ତୁ 'a little' ର ବ୍ୟବହାର ଅଗଣନିୟ ସଂଜ୍ଞା ପାଇଁ କରାଯାଏ.
ଟିପ୍
I can't drink this coffee. There is too much sugar in it = ମୁଁ ଏହି କଫି ଟା ପିଇ ପାରିବି ନାହିଁ. ଏଥିରେ ଅଧିକ ଚିନୀ ଅଛି
'Too much' ର ପ୍ରୟୋଗ ଅଗଣନିୟ ସଂଜ୍ଞା ପାଇଁ ନକାରାତ୍ମକ ଭାବ ରେ କୌଣସି ବସ୍ତୁର ପରିମାଣ ପ୍ରକାଶ କରିବା ନିମନ୍ତେ ହୁଏ.
=
'ଆମ ପାଖରେ ଟିକିଏ ପେଟ୍ରୋଲ୍ ଅଛି, କିନ୍ତୁ ଅଧିକ ନୁହଁ. ' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ ;
We have got a few petrol, but not much.
We have got a lot of petrol, but not much.
We have got a little petrol, but not much.
We have got too many petrol, but not much.
'ମୋ ପାଖରେ କିଛିଟା ସ୍ଟାମ୍ପ୍ ଅଛି, ବେସି ନୁହେଁ.' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ ;
I have got a few stamps, but not too many
I have a lot of stamps, but not too many
I have got a little stamps, but not too many
I have got too much stamps, but not too many
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
He is very rich. He's got ______
a little
a few
too many
a lot of
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
I can't go out this evening. I've got ______
a little
too many
too much
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
I can't drink this coffee. There's ______
too much
too many
enough
a few
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
We can't all get into the car. There isn't ______
too many
enough
a few
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସସ୍ଥାନ ପୁରଣ କରନ୍ତୁ
He is happy. He has got ______
a little
many
little
much
ଉପଯୁକ୍ତ ଶବ୍ଦ ର ଚୟନ ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
The hall is almost full. There aren't ______
too many
too much
a little
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
Delhi is very crowded, there are ______
a little
too many
too much
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
My city has ______
too much
few
too many
a few
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
Priya is always at home. She doesn't go out ______
a lot of
too many
enough
a little
'ମୁଁ ସେମାନଙ୍କ ପାଇଁ ଅପେକ୍ଷା କରି ପାରିବି ନାହିଁ, ମୋ ପାଖରେ ଯଥେଷ୍ଠ ସମୟ ନାହିଁ. ' ର ଇଂରାଜୀ ରେ ଅନୁବାଦ ର ଚୟନ କରନ୍ତୁ ;
I can't wait for them, I haven't got a few time.
I can't wait for them, I haven't got enough time.
I can't wait for them, I haven't got too many time.
I can't wait for them, I haven't got many time.
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
I don't have ______
a little
a few
a lot of
too much
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
Neha was sad so she ate ______
enough
a little
a lot of
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
She is popular. She's got ______
a lot of
too much
a little
a few
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
We have ______
a little
a few
too many
many
'ସେ ମାତ୍ର ଗୋଟେ କପ୍ ଚା' ତିଆରି କରି ପାରିବ. ଟିକିଏ ଚିନୀ ବଳିଛି.' ର ଇଂରାଜୀ ରେ ଅନୁବାଦ ବାଛନ୍ତୁ ;
She can make just one cup of tea. There's a few sugar left.
She can make just one cup of tea. There's a little sugar left.
She can make just one cup of tea. There's too many sugar left.
She can make just one cup of tea. There's too much sugar left.
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
There are ______
much
little
a few
too much
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
Although it's a bank holiday ______
a few
a little
too much
much
=
!
ଶୁଣନ୍ତୁ
ଟିପ୍
ପରବର୍ତ୍ତୀ ଶବ୍ଦ