Zero Article (a, an, the କେଉଁଠି ଲାଗେ ନାହିଁ)
try Again
Tip1:hello
Lesson 123
Zero Article (a, an, the କେଉଁଠି ଲାଗେ ନାହିଁ)
ଟିପ୍
Ram is a famous painter = ରାମ ହେଉଛି ଗୋଟେ ପ୍ରସିଦ୍ଧ ଚିତ୍ରକାର.
କୌଣସି ନାମ ସହିତ କଦାପି 'article' ର ବ୍ୟବହାର ହୁଏ ନାହିଁ. ଏଠାରେ 'A Ram'/ 'the Ram' ଲେଖିବା ହେଉଛି ଭୁଲ
=
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
______
The uncle Jim
A uncle Jim
An uncle Jim
Uncle Jim
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
Where is ______
A Sachin
An Sachin
Sachin
The Sachin
ଟିପ୍
Geography is the most interesting subject = ଭୁଗୋଳ ହେଉହଛି ସବୁଠାରୁ ରୋଚକ ବିଷୟ.
କୌଣସି ଭାଷା କିମ୍ବା ବିଷୟ (subject) ର ନାଁ ସହିତ କଦାପି article ବ୍ୟବହାର ହୁଏ ନାହିଁ
=
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
The British speak ______
a English
English
the English
an English
ଟିପ୍
I love orange juice = ମତେ କମଳା ରସ ଭାରି ପସନ୍ଦ
ପାନୀୟ ପଦାର୍ଥ କିମ୍ବା ଖାଦ୍ୟ ପଦାର୍ଥ ର ନାମ ସହିତ article ର ପ୍ରୟୋଗ ହୁଏ ନାହିଁ. Eg: Whisky, Coke, Lunch, Dinner
The orange juice you prepared was delicious = ତୁମେ ଯେଉଁ କମଳା ରସ ତିଆରି କରି ଥିଲ, ସେହିଟା ସ୍ବାଦିୟା ଥିଲା.
କିନ୍ତୁ, ଯଦି ଆପଣ କୌଣସି ନିର୍ଦ୍ଧିଷ୍ଟ ଖାଦ୍ୟ/ପାନୀୟ ପଦାର୍ଥ ବିଷୟରେ କହୁଛନ୍ତି କିମ୍ବା ତା ଆଡକୁ ସଂକେତ କରୁଛନ୍ତି, ତାହାଲେ 'the' ର ବ୍ୟବହାର ହେବ (ଯେଉଁ ରସ ଆପଣ ତିଆରି କରିଛନ୍ତି - ଏଠାରେ ଆଉ କେଉଁ ରସ ନୁହେଁ ସେହି ନିର୍ଦ୍ଦିଷ୍ଟ ରସ ବିଷୟରେ କୁହା ଯାଉଛି ଯେଉଁ ଟା ତୁମେ ତିଆରି କରିଛ)
ଟିପ୍
I usually don't drink coffee but the coffee you have made looks tempting = ମୁଁ ସାଧାରଣତଃ କଫି ପିଏ ନାହିଁ କିନ୍ତୁ ତୁମେ ତିଆରି କରି ଥିବା କଫି ଟା ଲୋଭନୀୟ ଲାଗୁଛି.
ବାକ୍ୟରେ କଫି ର ପ୍ରଥମ ଶବ୍ଦଟା ହେଉଛି ସାଧାରଣ - ଯେ କୌଣସି କଫି ର କଥା ଚାଲିଛି
=
କଫି ର ବାକ୍ୟ ମଧ୍ୟରେ ଦ୍ବିତୀୟ ଶବ୍ଦଟା ହେଉଛି ନିର୍ଦ୍ଧିଷ୍ଟ. ଯେଉଁ କଫିଟା ତୁମେ ତିଆରି କରିଛ - ଏଠାରେ ଯେ କୌଣସି କଫିର ନୁହେଁ, ସେହି ନିର୍ଦ୍ଧିଷ୍ଟ କଫି ବିଷୟରେ କୁହା ଯାଉଛି ଯେଉଁ ଟା ତୁମେ ତିଆରି କରିଛ ତେଣୁ 'the' ର ବ୍ୟବହାର ହେଇଛି. ଯେହେତୁ ଏହି 'coffee' ବିଷୟରେ ଶ୍ରୋତା ଜାଣିଛି ଓ ଏହିଟା ହେଉଛି ଏକ ନିର୍ଦ୍ଧିଷ୍ଟ କଫି ତେଣୁ 'the' ଲାଗିବ.
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
I usually don't drink ______
coffee
the coffee
a coffee
an coffee
ଟିପ୍
I had a cold coffee = ମୁଁ କୋଲ୍ଡ୍ କଫି ପିଇଥିଲି
ଯଦି ଖାଦ୍ୟ/ପାନୀୟ ପଦାର୍ଥ ପୁର୍ବରୁ କିଛି ବିଶେଷଣ ଅଛି ତାହାଲେ article ଲାଗିବ. ଏଠାରେ 'a' ଲଗା ହେଇଛି କାରଣ ଏହି 'cold coffee' କିମ୍ବା 'pizza' ବିଷୟରେ ଶ୍ରୋତା କୁ ପୁର୍ବରୁ ଜଣା ନଥିଲା - ଏହି ଟା ହେଉଛି ତା ପାଇଁ ନୁଆ .
I had a delicious pizza = ମୁଁ ସ୍ବାଦିୟା ପିଜ୍ଜା ଖାଇ ଥିଲି
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
I had ______
the quick lunch
an quick lunch
a quick lunch
quick lunch
ଟିପ୍
Neha is working on Monday = ନେହା ସୋମବାର ଦିନ କାମ କରୁଛି
ଦିନ, ମାସ ଓ ଅବକାଶ ର ନାମ ପୁର୍ବରୁ କିଛି article ଲାଗିବ ନାହଁ. କିନ୍ତୁ mornings, evenings, ଇତ୍ୟାଦି ସହିତ ଲାଗେ.
She was working in the afternoon = ସେ ଦିପହରେ କାମ କରୁଥିଲା
ଦିନ ର ନିର୍ଦ୍ଧାରିତ ଭାଗ (sunset, noon) ସହିତ ମଧ୍ୟ କୌଣସି article ଲାଗେ ନାହିଁ, କିନ୍ତୁ mornings, evenings ଇତ୍ୟାଦି ସହିତ ଲାଗେ.
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I usually watch TV in ______
an
a
-
the
'ସେମାନେ ସୁର୍ଯ୍ୟାସ୍ତ ପରେ ବାହାରକୁ ଯାଆନ୍ତି ନାହିଁ ' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ ;
They don't go out after sunset
They don't go out after a sunset
They don't go out after an sunset
They don't go out after the sunset
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
He is coming ______
in a May
in an May
in the May
ଟିପ୍
I love swimming = ମତେ ପହଁରିବା ପସନ୍ଦ
Sports, games ଏବଂ 'activities' ସହିତ କଦାପି କୌଣସି 'article' ର ବ୍ୟବହାର ହୁଏ ନାହିଁ
=
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
We played ______
the cricket
a cricket
cricket
an cricket
ଟିପ୍
The children are at school = ପିଲା ମାନେ ସ୍କୂଲ୍ ରେ ଅଛନ୍ତି
ଯେତେ ବେଳେ ଆମେ କୌଣସି ଉଦ୍ଦେଶ୍ୟ ବିଷୟରେ କହୁ, ତେବେ article ଲାଗେ ନାହିଁ.

ଏଠାରେ ସ୍କୂଲ୍ ରେ ହେବା ର ଉଦ୍ଦେଶ୍ୟ ହେଉଛି ପାଠ ପଢିବା ତେଣୁ 'article' ଲାଗିବ ନାହିଁ
I am at work = ମୁଁ କାମ ଠି ଅଛି
କିନ୍ତୁ ଯଦି ସଂଜ୍ଞା ର ଉଦ୍ଦେଶ୍ୟ ମାତ୍ର ସ୍ଥାନ ସହିତ ଅଛି ତାହାଲେ article ଲାଗିବ.
The prison is outside of the city = ଜେଏଲ୍ ଟା ସହର ବାହାରେ ଅଛି
The school is very big = ସ୍କୂଲ୍ ଟା ବହୁତ ବିରାଟ.
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
I don't want to go to ______
a bed
bed
an bed
the bed
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
In 1985, there was a fire in ______
the school
school
an school
ଟିପ୍
Ram is in danger = ରାମ ବିପଦ ରେ ଅଛି
କିଛିଟା ନିଶ୍ଚିତ prepositional phrases ସହିତ କୌଣସି article ଲାଗେ ନାହିଁ Eg: in charge, in tears, in danger, at war, by heart, beyond control, on time, by car
=
କିନ୍ତୁ ଯଦି ବାକ୍ୟରେ ଏମିତି କିଛି ଶବ୍ଦ କିମ୍ବା ବାକ୍ୟାଂଶ ଉପସ୍ଥିତ ଅଛି ଯେଉଁଟା ସଂଜ୍ଞା କୁ ବଦଳି ଦେବ ତାହାଲେ article ଲାଗିବ
He got wounded in the Second World War = ସେ ଦ୍ବିତୀୟ ବିଶ୍ବ ଯୁଦ୍ଧ ରେ ଆଘାତ ହେଇ ଯାଇ ଥିଲେ
ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
I never go swimming in ______
a sea
the sea
an sea
sea
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
I can't play ______
a violin
the violin
violin
an violin
=
!
ଶୁଣନ୍ତୁ
ଟିପ୍
ପରବର୍ତ୍ତୀ ଶବ୍ଦ