s, Is, Has ର ବ୍ୟବହାର
try Again
Tip1:hello
Lesson 124
s, Is, Has ର ବ୍ୟବହାର
ଟିପ୍
=
Meera's a beautiful girl -> Meera is a beautiful girl
Meera's got curly hair -> Meera has got curly hair

ଆମେ ଯେ କୌଣସି ସଂଜ୍ଞା କିମ୍ବା ସର୍ବନାମ ପରେ ('s) ଲଗେଇ ପାରିବା. ଏଠାରେ ('s), ହେଉଛି 'is' କିମ୍ବା 'has' ର ଛୋଟ ଫର୍ମ୍.
=
Neha borrowed Meera's car -> ନେହା, ମିରା ଠାରୁ ଗାଡି ଧାର ନେଇଛି

କେବଳ ସଂଜ୍ଞା ପରେ (ସର୍ବନାମ ପରେ ନୁହଁ) ('s) ର ପ୍ରୟୋଗ ଅଧିକାର ମଧ୍ୟ ଦର୍ଶାଏ.
ଦ୍ବିତୀୟ ବାକ୍ୟରେ ('s) ଅଧିକାର ଦର୍ଶାଉଛି କାରଣ ଗାଡିଟା ହେଉଛି ମିରା ର.
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
Can you see my diary? ______
It has
It is
Its
It
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
Look at my dress. ______
It has
It is
Its
it
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
This is ______
Neha
Neha was
Neha does
Neha's
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
______
Ram
Rams
Ram is
Ram has
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
I don't like ______
Meera
Meera is
Meera has
Meera's
'That's not my car' ବାକ୍ୟରେ ('s) ର ସଠିକ୍ ଅର୍ଥ ବାଛନ୍ତୁ ;
That has
That is
Thats
That
'Mohan's got a new mobile phone' ବାକ୍ୟରେ ('s) ର ସଠିକ୍ ଉତ୍ତର ବାଛନ୍ତୁ ;
Mohan has
Mohan is
Mohans
Mohan
'ଏହିଟା ହେଉଛି ରିଆ ର ନୋଟ-ଖାତା ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
This is Riya note book
This is Riya has notebook
This is Riya's note book
This is Riyaes note book
'Raman's been here' ବାକ୍ୟରେ ('s) ର ସଠିକ୍ ଉତ୍ତର ବାଛନ୍ତୁ
Raman is
Raman has
'She's an honest lady' ବାକ୍ୟରେ 's ର ସଠିକ୍ ଉତ୍ତର ବାଛନ୍ତୁ
She is
She has
'She's been working here since January2014' ବାକ୍ୟରେ 's ର ଅର୍ଥ ସଠିକ୍ ବିକଳ୍ପ ବାଛନ୍ତୁ
She has
She is
ସେହିଟା ହେଉଛି ଶ୍ୟାମ ର ଶର୍ଟ୍
ଆଜି ପାଗଟା ବହୁତ ଆନନ୍ଦଦାୟକ.
    • pleasant
    • is
    • The weather
    • has
    • today
    • was
    ପ୍ରିୟା ଭୁତ ଦେଖିଛି
    • seen
    • is
    • Priya
    • has
    • was
    • a ghost
    ସେ ହେଉଛି ରାମ ର ପୁତୁରା
    • nephew
    • is
    • has
    • Ram's
    • he
    • Rams
    'ସେ ମୋ ଘର କୁ ଆସୁଛି ' ର ଇଂରାଜୀ ରେ ଅନୁବାଦ ବାଛନ୍ତୁ ;
    She has coming to my place
    She is coming to my place
    Shes coming to my place
    She was coming to my place
    'ରାମ ନୁଆ ବଙ୍ଗଳା କିଣିଛି ' ର ଇଂରାଜୀ ରେ ଅନୁବାଦ କରନ୍ତୁ ;
    Ram has bought a new bungalow
    Ram is bought a new bungalow
    Rams bought a new bungalow
    Ram was bought a new bungalow
    'ବାହାରେ ବର୍ଷା ହେଉଛି ' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ ;
    It was raining outside
    Its raining outside
    It has raining outside
    It is raining outside
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ