ମୋର ଶନିବାର ର plan
try Again
Tip1:hello
Lesson 127
ମୋର ଶନିବାର ର plan
ଡାଏଲଗ୍ ଶୁଣନ୍ତୁ
Hi, What do you do on weekends?
ହାଏ, ତୁମେ ୱିକେଣ୍ଡ ରେ କଣ କର?


There are a lot of things to do on Saturday mornings.
ଶନିବାର ସକାଳେ, ବହୁତ ଜିନିଷ ଥାଏ କରିବାକୁ.


For instance?
ଉଦାହରଣ ସ୍ବରୁପ?


I get up early but I don't make my bed. My wife makes my bed for me.
ମୁଁ ସକାଳୁ ଜଲ୍ଦୀ ଉଠେ, କିନ୍ତୁ ବିଛଣା ଠିକ କରେ ନାହିଁ. ମୋର ପତ୍ନୀ ମୋର ବିଛଣା ସଜାଡେ.


That's nice of her.
ଏହିଟା ତାଙ୍କର ସଦଗୁଣ/ସେ କେତେ ଭଲ .


Then I prepare sanwiches and we all have breakfast.
ତାପରେ ମୁଁ ସାଂଡବିଚ୍ ବନାଏ, ଓ ଆମେ ସମସ୍ତେ ଏକାଠି ଜଳଖିଆ କରୁ.


Then who washes the breakfast dishes?
ତାପରେ ଜଳଖିଆ ବାସନ କିଏ ମାଯେ?


I do not do the breakfast dishes, my maid does them, and she also tidies up the house.
ମୁଁ ଜଳଖିଆ ବାସନ ମାଯେ ନାହିଁ, ମୋର ଚାକରାଣୀ କରେ, ଓ ଘର ମଧ୍ୟ ସଫା କରି ଦିଏ.


She=ସେ
is=ଅଛି
working=କାମ କରୁଛି
this=ଏହି
weekend.=ୱିକେଣ୍ଡ.
'ମୁଁ ବିଛଣା ସଜାଡେ ନାହିଁ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
I don't made my bed.
I don't make my bed.
I don't create my bed.
I am not make my bed.
'ମୋର ଚାକରାଣୀ ବାସନ ମାଜେ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
My made does the dishes.
My maid do the dishes.
My maid does the dishes.
My maid does washes the dishes.
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Pooja ______
cleans
clean
cleanliness
cleaning
'ମୁଁ ୱିକେଣ୍ଡରେ ନିଜ ସାଙ୍ଗ ମାନଙ୍କ ସହିତ ବୁଲିବାକୁ ପସନ୍ଦ କରେ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
I like to hanging out with my friends on weekends.
I like hanging out with my friends on weekends.
I like hanging out with my friends in weekends.
I like hang out with my friends on weekends.
'For instance' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?
ଗୋଟେ କ୍ଷଣ ପାଇଁ
ଉଧାହରଣ ସ୍ବରୁପ
ୱିକେଣ୍ଡରେ ମୁଁ ନିଜ ବିଛଣା ନିଜେ ସଜାଡେ.
    • myself on
    • my
    • I make
    • bed
    • me
    • weekends.
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    I prefer ______
    relaxed
    relax
    relaxing
    to relaxed
    ଡାଏଲଗ୍ ଶୁଣନ୍ତୁ
    I was wondering what keeps you busy on Saturdays?
    ମୁଁ ଭାବୁଥିଲି, ତୁମକୁ ଶନିବାର ଦିନ କେଉଁ କାର୍ଯ୍ୟ ବ୍ୟସ୍ତ ରଖେ?


    I clean the carpet, wash the floor, and collect all the rubbish.
    ମୁଁ କାର୍ପେଟ୍/ଗାଲିଚା ସଫା କରେ, ଚଟାଣ ଧୁଏ ଏବଂ ଅଳିଆ ଏକାଠି କରେ.


    Then what does Raj do?
    ତାହାଲେ ରାଜ କଣ କରେ?


    Raj goes outside and empties the dustbin.
    ରାଜ ବାହାରକୁ ଯାଇ ଅଳିଆ ପେଟି ଖାଲି କରେ.


    What else, apart from that?
    ତା ଛଡା, ଆଉ କଣ?


    He also goes to give the clothes for laundry.
    ସେ ଲୁଗା ଧୋବା ପାଖରେ ଦେବାକୁ ମଧ୍ୟ ଯାଏ.


    What do you do in the evening?
    ତୁମେ ସନ୍ଧ୍ୟା ବେଳେ କଣ କର?


    We go out to hangout with friends.
    ଆମେ ସାଙ୍ଗ ମାନଙ୍କ ସହିତ ବୁଲିବାକୁ ଯାଉ.


    I was wondering=ମୁଁ ଭାବୁଥିଲି
    if=ଯଦି
    you are free=ଆପଣ ଫ୍ରି ଅଛନ୍ତି
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    What does your husband do ______
    than
    else
    then
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    He ______
    do
    has to
    has
    have to
    'ଆପଣ ମଅଲ୍ ଯିବା ଛଡା ଆଉ କଣ କରନ୍ତି?' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
    What else do you do apart from going to the mall?
    What do you do else going to the mall?
    What do you do else from going to the mall?
    What apart do you do part from going to the mall?
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    Weekends ______
    is a lot of
    are many
    are a lot
    'ସେମାନେ ବୁଲିବାକୁ ଯାଉଛନ୍ତି.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?
    They are going to hangout.
    They are going to hangouts.
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ