Relative ସର୍ବନାମ : who, that, which,whose, where, when,what, why, whom
try Again
Tip1:hello
Lesson 129
Relative ସର୍ବନାମ : who, that, which,whose, where, when,what, why, whom
ଟିପ୍
=
Relative Pronoun କୌଣସି ବାକ୍ୟକୁ ସଂଜ୍ଞା କିମ୍ବା ସର୍ବନାମ ସହିତ ଯୋଡ଼ିବାର କାର୍ଯ୍ୟ କରେ.

ଏହା ସଂଜ୍ଞାର ବିବରଣ ର ପ୍ରାରମ୍ଭ କରିବା ପାଇଁ ପ୍ରୟୋଗ କରାଯାଏ. ସାଧାରଣତଃ, ଅଳ୍ପ Relative Pronoun ର ପ୍ରୟୋଗ କରାଯାଏ:

Who, that, which, whose, where, when, what, why and whom.
=
ଟିପ୍
Do you know that girl who has a dog? = ଯେଉଁ ଝିଅ ପାଖରେ କୁକୁର ଅଛି, ତୁମେ କଣ ତାକୁ ଜାଣ ?
ଏଠାରେ 'who' (ଯାହାର, ଯିଏ), ଗୋଟେ relative pronoun.
These are the boys who won the hockey match. = ଏମାନେ ସେହି ବାଳକ, ଯିଏ ହକି ମ୍ୟାଚ୍ ଜିତିଛନ୍ତି.
Relative pronoun, who ର ପ୍ରୟୋଗ ବ୍ୟକ୍ତିମାନଙ୍କ ପାଇଁ କରାଯାଏ.
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
He's the man ______
whose
who
whom
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
He explained the reason ______
that
who
which
why
ଟିପ୍
I bought the car which was the best value for money. = ଯେଉଁ ଗାଡି ମତେ ପଇସା ର ଉଚ୍ଚିତ ମୁଲ୍ୟ ଦେଲା, ମୁଁ ସେହି ଗାଡି କିଣିଲି.
My friend has a dog that barks a lot. = ମୋର ସାଙ୍ଗ ପାଖରେ ଗୋଟେ କୁକୁର ଅଛି, ଯିଏ ବହୁତ ଭୁକେ.
'Which' ଏବଂ 'that' ର ପ୍ରୟୋଗ ବସ୍ତୁ ଏବଂ ପଶୁଙ୍କ ପାଇଁ କରାଯାଏ.
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I don't want a house ______
which
who
whose
whom
ଟିପ୍
That's the man whose son is a singer. = ସେ ହେଉଛନ୍ତି ସେହି ବ୍ୟକ୍ତି ଯାହାର ପୁଅ ଜଣେ ଗାୟକ.
'Whose' ର ପ୍ରୟୋଗ ଅଧିକାର କିମ୍ବା ସମ୍ବନ୍ଧ ଦର୍ଶେଇବା ପାଇଁ କରାଯାଏ.
=
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
There's the lady ______
whose
who
who's
whom
ଟିପ୍
The hotel where we stayed was great. = ଆମେ ଯେଉଁ ହୋଟେଲ୍ ରେ ରହିଥିଲୁ, ସେହି ଟା ବହୁତ ଭଲ ଥିଲା.
'Where' ର ପ୍ରୟୋଗ ସ୍ଥାନ ପାଇଁ କରାଯାଏ.
Do you remember when you saw me for the first time? = କଣ ତୁମର ମନେ ଅଛି, ତୁମେ ମତେ ପ୍ରଥମ ଥର କେବେ ଦେଖିଥିଲ?
'When' ର ପ୍ରୟୋଗ ସମୟ ପାଇଁ କରାଯାଏ.
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
That's the town ______
who
which
when
where
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Do you remember the time ______
when
where
why
who
ଟିପ୍
Did you understand what he said? = ସେ ଯାହା କହିଲା, ତୁମେ କଣ ବୁଝିଲ?
Did you understand the thing that he said? = ତୁମେ କଣ ବୁଝିଲ, ସେ ଯେଉଁ ଜିନିଷ କହୁଛି?
Relative pronoun ର ସନ୍ଦର୍ଭରେ 'what' ର ଅର୍ଥ ହେଉଛି : the thing(s) that.
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I couldn't really hear ______
that
what
why
where
ଟିପ୍
Nobody knows why they left. = କେହି ଜାଣି ନାହାନ୍ତି କି ସେ କାହିଁକି ଚାଲିଗଲେ.
'Why' ର ପ୍ରୟୋଗ କୌଣସି କାରଣ(reason) ଦର୍ଶେଇବା ପାଇଁ କିମ୍ବା ତାହା ବିଷୟରେ କଥା ହେବା ପାଇଁ କରାଯାଏ.
=
ଟିପ୍
The lawyer whom I met, advised me to go to court. = ମୁଁ ଯେଉଁ ଓକିଲ ସହିତ ଦେଖା କରିଥିଲି, ସେ ମତେ କୋର୍ଟ୍ ଯିବାକୁ ଉପଦେଶ ଦେଲା.
Formal English ରେ 'whom' ବ୍ୟକ୍ତି ମାନଙ୍କ ପାଇଁ ପ୍ରୟୋଗ କରାଯାଏ ଯେତେ ବେଳେ relative pronoun, object ଥାଏ. ଏଠାରେ object ହେଉଛି 'lawyer'.ତେଣୁ 'whom' ର ବ୍ୟବହାର ହେବ.
=
ଟିପ୍
I have got a friend who's a writer. = ମୋର ଗୋଟେ ସାଙ୍ଗ ଅଛି, ଯେ ଲେଖକ.
I have got a friend whose father is a writer. = ମୋର ଗୋଟେ ସାଙ୍ଗ ଅଛି, ଯାହା ବାପା ହେଉଛନ୍ତି ଲେଖକ.
ମନେ ରଖନ୍ତୁ: 'Who's' ଏବଂ 'whose' ଦୁଇଟା ଭିନ୍ନ ଶବ୍ଦ.
Who's -> Who is/has
Whose -> କାହାର
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Are you the person to ______
that
whom
whose
'ଏହି ସେହି ଝିଅ ଯିଏ ଜାପାନ୍ ରୁ ଆସିଛି.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
This is the girl who is from Japan.
This is the girl which is from Japan.
This is the girl whom from Japan.
This is the girl whose is from Japan.
'ସେ ବ୍ୟକ୍ତି, ଯାହାର ବାପା ଜଣେ ପ୍ରଫେସର, ତାଙ୍କର ଛତା ଭୁଲି ଯାଇଛନ୍ତି.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
The man, who's father is a professor, forgot his umbrella.
The man, which father is a professor, forgot his umbrella.
The man, whose father is a professor, forgot his umbrella.
The man, whom father is a professor, forgot his umbrella.
'ଯେଉଁ ପଇଶା ତୁମ ମାଁ ତୁମକୁ ରୁଣ ଦେଇଥିଲେ, ତୁମେ ସେହି ପଇଶା ର କଣ କଲ?' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
What did you do with the money whom your mother lent you?
What did you do with the money whose your mother lent you?
What did you do with the money who your mother lent you?
What did you do with the money which your mother lent you?
'ଏହି ଟା ହେଉଛି ସେହି ଘର ଯେଉଁଠାରେ ମୁଁ ବଢିଛି.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
This is the house whom I grew up.
This is the house where I grew up.
This is the house that I grew up.
This is the house which I grew up.
=
!
ଶୁଣନ୍ତୁ
ଟିପ୍
ପରବର୍ତ୍ତୀ ଶବ୍ଦ