Since ଓ for ମଧ୍ୟରେ ଅନ୍ତର
try Again
Tip1:hello
Lesson 132
Since ଓ for ମଧ୍ୟରେ ଅନ୍ତର
ଟିପ୍
=
'Since' ଏବଂ 'For' ଦୁହେଁଙ୍କ ପ୍ରୟୋଗ ସମୟ ସମ୍ଭନ୍ଧିତ ଘଟଣା ର ବର୍ଣ୍ଣନା କରିବାକୁ କରାଯାଏ.
Since ଏହା ଦର୍ଶାଏ କି ଗୋଟେ ଘଟଣା କେବେ ଠାରୁ ଆରମ୍ଭ ହେଇଛି. ଏହାର ପ୍ରୟୋଗ ଘଟଣା (activity) ର ପ୍ରାରମ୍ଭ ସମୟ ପାଇଁ କରାଯାଏ. ଏହା କାର୍ଯ୍ୟ ଆରମ୍ଭ ହେବା ସମୟର ବର୍ଣ୍ଣନା କରେ.
I have been working since morning. = ମୁଁ ସକାଳୁ କାମ କରୁଛି.
ଏଠାରେ subject, 'I' ର କାର୍ଯ୍ୟ ଆରମ୍ଭ ହେବ ସମୟ ହେଉଛି ସକାଳ, ତେଣୁ 'since' ଲାଗିବ.
ଟିପ୍
=
'For' କୌଣସି କାର୍ଯ୍ୟ କିମ୍ବା ଘଟଣା ର ଅବଧୀ ର ବର୍ଣ୍ଣନା କରେ. ଗୋଟେ ଘଟଣା କେତେ ସମୟ ପର୍ଯ୍ୟନ୍ତ ଚାଲିଲା, 'For' ଏହାର ବର୍ଣ୍ଣନା କରେ. For = ପାଇଁ.
I have worked here for ten years. = ମୁଁ ଏଠାରେ ଦଶ ବର୍ଷ(ପାଇଁ) କାମ କରିଛି.
ଏଠାରେ subject, 'I' ର କାମ କରିବାର ପୁରା ସମୟ ହେଉଛି ଦଶ ବର୍ଷ, ତେଣୁ 'for' ଲାଗିବ.
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I have been married ______
since
for
then
in
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Ram worked there ______
since
for
then
in
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
We have had the flat ______
then
for
in
since
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
They lived in London ______
since
for
then
in
'ମୁଁ ତାକୁ ଜାନୁଆରୀ ମାସ ରୁ ଜାଣିଛି.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
I have known him since January.
I have known him for January.
I have known him in January.
I have known him till January.
'ସେ 5ଟା ବେଳ ରୁ ତୁମର ଅପେକ୍ଷା କରୁଛି.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
He has been waiting for you for 5 o'clock.
He have been waiting for you since 5 o'clock.
He has been waiting for you since 5 o'clock.
He is been waiting for you since 5 o'clock.
'ସେମାନେ ପ୍ରତିଦିନ 2 ଘଣ୍ଟା ପାଇଁ ପଢନ୍ତି.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
They study since two hours everyday.
They study from two hours everyday.
They study at two hours everyday.
They study for two hours everyday.
'ମୁଁ ସେହି ବ୍ୟାଙ୍କ୍ ରେ 5 ବର୍ଷ କାମ କରିଥିଲି.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
I worked at that bank for five years.
I worked at that bank since five years.
I am working at that bank for five years.
I worked at that bank from five years.
'ମୁଁ ପିଲାଦିନରୁ ନ୍ୟୁ ୟୋର୍କ୍ ରେ ରହିଛି.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
I have been living in New York for my childhood.
I have been living in New York since my childhood.
I was lived in New York since my childhood.
I had lived in New York from my childhood.
ସେ ତିନି ବର୍ଷ ପାଇଁ ଜାପାନ୍ ଯାଇ ଥିଲା.
    • three years.
    • to Japan
    • for
    • she
    • since
    • went
    ମୁଁ 1992 ରୁ ଡାକ୍ତର ଅଛି.
    • a doctor
    • for 1992.
    • have been
    • since 1992.
    • I
    • till 1992.
    ସେ ସକାଳୁ ଘରେ ଅଛି.
    • since morning.
    • has been
    • for morning.
    • home
    • he
    • till morning
    'ଗତ ଭୁମି କମ୍ପକୁ 5 ବର୍ଷ ହେଇ ଗଲାଣି.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
    It has been five years till the last earthquake.
    It has been five years for the last earthquake.
    It has been five years at the last earthquake.
    It has been five years since the last earthquake.
    'ଆପଣ ଏଠାରେ କେତେ ସମୟ ପର୍ଯ୍ୟନ୍ତ ଅଛନ୍ତି?' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
    How long are you here since?
    How long are you here for?
    How long are you here from?
    How long do you here for?
    ମୁଁ କାଲି ରାତିରୁ ପଢୁଛି.
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ