Present Perfect: already, yet, just ର ବ୍ୟବହାର
try Again
Tip1:hello
Lesson 133
Present Perfect: already, yet, just ର ବ୍ୟବହାର
ଟିପ୍
=
'Just' ର ପ୍ରୟୋଗ ସାଧାରଣତଃ present perfect tense ରେ କରା ଯାଇଥାଏ ଏବଂ ଏହାର ଅର୍ଥ ହେଉଛି 'ଏହି କ୍ଷଣି'.
They have just left. = ସେମାନେ ଏହି କ୍ଷଣି ବାହାରିଲେ.
ବାକ୍ୟରେ 'just' ସବୁବେଳେ (has/have) ପରେ ଏବଂ past participle ର ପୁର୍ବରୁ ଲାଗେ.
'ସେମାନେ ଏହି କ୍ଷଣି ପହଁଚିଲେ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
They have still reached.
They have yet reached.
They have just reached.
They have just reach.
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I ______
saw just
yet saw
just saw
still saw
ଟିପ୍
=
'Yet' ର ପ୍ରୟୋଗ ଏହିପରି ଘଟଣା କିମ୍ବା କାର୍ଯ୍ୟ ପାଇଁ କରାଯାଏ, ଯାହାର ପୁର୍ଣ୍ଣ ହେବାର ଆଶା ଅଛି.'Yet' ର ଅର୍ଥ ହେଉଛି - ଏପର୍ଯ୍ୟନ୍ତ.
I haven't finished it yet. = ମୁଁ ଏହିଟା ଏପର୍ଯ୍ୟନ୍ତ ସାରି ନାହିଁ.
'Yet' ପ୍ରଶ୍ନବାଚକ ଓ ନକାରାତ୍ମକ ବାକ୍ୟରେ ରେ ହି ପ୍ରୟୋଗ କରା ଯାଏ ଏବଂ ଏହା ବାକ୍ୟର ଶେଷ ରେ ଲାଗେ.
ଟିପ୍
I still haven't finished it. = ମୁଁ ଏହିଟା ଏପର୍ଯ୍ୟନ୍ତ ସାରି ନାହିଁ.
'Still' ର ପ୍ରୟୋଗ ଏପରି ଘଟଣା ପାଇଁ କରାଯାଏ, ଯେଉଁଟା ସମାପ୍ତ ହେଇ ସାରିଥିବା କଥା, କିନ୍ତୁ ଏପର୍ଯ୍ୟନ୍ତ ସମାପ୍ତ ହେଇନି.
=
'Still' ବାକ୍ୟର ମଝିରେ ବ୍ୟବହାର ହୁଏ.
'ମୁଁ ଏପର୍ଯ୍ୟନ୍ତ ରବି କୁ ଫୋନ୍ କରି ନାହିଁ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
I haven't just call Ravi up.
I haven't called Ravi up yet.
I haven't just called Ravi up.
I haven't called Ravi still up.
ଟିପ୍
I have already spent my salary. = ମୁଁ ମୋର ଦରମା ଆଗରୁ ଖର୍ଚ କରି ସାରିଛି.
'Already' ର ପ୍ରୟୋଗ ଏହିପରି ଘଟଣା କିମ୍ବା କଥା ର ବର୍ଣ୍ଣନା କରିବାକୁ କରାଯାଏ ଯେଉଁଟା ଘଟି ସାରିଛି. ଏହିଟା ସାଧାରଣତଃ, ବାକ୍ୟ ମଝିରେ ପ୍ରୟୋଗ କରାଯାଏ କିମ୍ବା 'have/has' ଏବଂ କ୍ରିୟା ମଝିରେ ପ୍ରୟୋଗ କରାଯାଏ. କେବେ କେବେ ଏହା ବାକ୍ୟର ଶେଷରେ ମଧ୍ୟ ଲାଗେ.
=
'ମୁଁ ପୁର୍ବରୁ ଚାରିଟା ଈ-ମେଲ୍ ପଠେଇ ସାରିଛି.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
I have already send four emails.
I have yet sent four emails.
I have sent already four emails.
I have already sent four emails.
'କଣ ସଙ୍ଗୀତ ସମାରୋହ ଆଗରୁ ଆରମ୍ଭ ହେଇ ସାରିଛି?' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
Has the concert already started?
Has the concert just started?
Has the concert yet started?
Is the concert already started?
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
The train has ______
already
yet
still
already has
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Have you finished the project ______
still
yet
just
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I have ______
already
already had
already did
already been
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
It hasn't stopped raining ______
already
just
yet
still
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I haven't invited him ______
still
just
yet
till
'ରାମ ଏପର୍ଯ୍ୟନ୍ତ ଟିକେଟ୍ସ୍ କିଣି ନାହିଁ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
Ram still hasn't bought the tickets.
Ram already hasn't bought the tickets.
Ram yet hasn't bought the tickets.
Ram has just not bought the tickets.
ମୁଁ ନିଜ ହୋମ୍ ୱର୍କ ଆଗରୁ ସାରି ଦେଇଛି.
    • my homework.
    • I have
    • already finished
    • just finished
    • still finished
    • again finished
    ମୁଁ ଏପର୍ଯ୍ୟନ୍ତ କିଛି ନିଷ୍ପତ୍ତି ନେଇନି.
    • a decision.
    • haven't made
    • haven't make
    • I still
    • just
    • again
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ