Adverb of frequency: Ever, Never
try Again
Tip1:hello
Lesson 135
Adverb of frequency: Ever, Never
ଟିପ୍
Have you ever met a famous person? = କଣ ଆପଣଙ୍କର କୌଣସି ସମୟରେ କେଉଁ ପ୍ରସିଦ୍ଧ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେଇଛି?
ଏଠାରେ ଆମେ ନିର୍ଦ୍ଦିଷ୍ଟ ସମୟ ବିଷୟରେ ପଚାରୁନୁ, କିନ୍ତୁ 'ଆଜି ପର୍ଯ୍ୟନ୍ତ କେବେ ଭି' ବିଷୟରେ ଆଲୋଚନା କରୁଛୁ.
Ever = କୌଣସି ସମୟରେ
ଟିପ୍
Have you ever seen an ostrich? = କଣ ତୁମେ କେବେ ଭି ଗୋଟେ ଶୁତୁର ମୁର୍ଗ (ଅସ୍ଟରିଚ୍) ଦେଖିଛ?
That is the biggest ostrich that I have ever seen. = ସେହିଟା ହେଉଛି ଆଜି ପର୍ଯ୍ୟନ୍ତ ଦେଖି ଥିବାର ସବୁଠାରୁ ବଡ ଶୁତୁର ମୁର୍ଗ(ଅସ୍ଟରିଚ୍).
Present Perfect tense Structure:
Question: 'Have' + subject + ever + past participle verb.
Sentence: Subject + 'have' + ever + past participle verb.
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Have you ______
ever
have ever
evers
everly
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
______
Are
Have
Do
Can
'କଣ ଆପଣ କେବେ ଭି ପ୍ୟାରିସ୍ ଯାଇଛନ୍ତି?' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
Have you never been to Paris?
Have you always been to Paris?
Have you ever been to Paris?
Have you evered been to Paris?
ଟିପ୍
This is the first time that I've ever eaten mushroom soup. = ମୁଁ ମଶରୁମ୍ ସୁପ୍ ପ୍ରଥମ ଥର ପାଇଁ ପିଇଲି.
'Ever' ପ୍ରଥମ ଥର ହେଉଥିବା ଅନୁଭବ ସହିତ ପ୍ରୟୋଗ କରା ଯାଏ.
=
ଇଂରାଜୀ ରେ 'eat soup' ହି କୁହାଯାଏ. 'Drink soup' ଭୁଲ୍ ଇଂରାଜୀ ଅଟେ. ଯେହେତୁ ଓଡିଆ ରେ 'ସୁପ୍ ପିଇବି' କୁହାଯାଏ, 'ଖାଇବା' କୁହାଯାଏ ନାହିଁ.
'ଏପର୍ଯ୍ୟନ୍ତ ସାକ୍ଷାତ ହେଇଥିବା ସବୁ ମହିଳା ମାନଙ୍କ ମଧ୍ୟରୁ, ସେ ସମ୍ଭବତଃ ସବୁଠାରୁ ମୋନୋହର.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
She is probably the most fascinating woman I have ever met.
She is probably the most fascinating woman I have never met.
She is probably the most fascinating woman I have ever meet.
She is probably the most fascinating woman I have ever meeted.
'ଏପର୍ଯ୍ୟନ୍ତ ଦେଖିଥିବା ଫିଲ୍ମ୍ ମଧ୍ୟରୁ ସେହିଟା ହେଉଛି ସବୁଠାରୁ ଖରାପ ଫିଲ୍ମ୍.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
That is the worst movie that I have ever saw.
That is the worst movie that I am ever seen.
That is the worst movie that I ever seen.
That is the worst movie that I have ever seen.
କଣ ଆପଣ କେବେ କାଜୁ ଖାଇଛନ୍ତି?
    • you
    • ever
    • had
    • have
    • cashew nuts?
    • ate
    ଟିପ୍
    Did you ever drink? = କଣ ଆପଣ କେବେ ଭି ମଦ ପିଇଛନ୍ତି?
    ଏହି ବାକ୍ୟ ଅତୀତ କାଳରେ କୁହା ଯାଇଛି, ତେଣୁ ଏହି ପ୍ରଶ୍ନ 'did' ରୁ ଆରମ୍ଭ ହେଇଛି ଏବଂ କ୍ରିୟା ର ରୁପ ବଦଳି ନାହିଁ.
    That was the first time that I ever saw a rainbow. = ସେହିଟା ପ୍ରଥମ ଥର ଥିଲା, ଯେବେ ମୁଁ ଗୋଟେ ଇନ୍ଦ୍ରଧନୁଷ ଦେଖିଲି.
    ଏହି ବାକ୍ୟ ମଧ୍ୟ ଅତୀତ କାଳରେ, ତେଣୁ subject + 'ever' + simple past form of verb ଲାଗିଛି.
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    Did you ever ______
    smoken
    smoked
    smoke
    have smoken
    ଇନ୍ଦିରା ଗାନ୍ଧି ପ୍ରାଧାନ୍ ମନ୍ତ୍ରୀ ଥିଲା ବେଳେ, କଣ ଆପଣ କେବେ ତାଙ୍କ ସହିତ ସାକ୍ଷାତ କରିଛନ୍ତି?
    • Indira Gandhi
    • while she was
    • Did
    • you ever meet
    • have
    • the Prime Minister?
    ଟିପ୍
    I have never been to Italy. = ମୁଁ କେବେ ଭି ଇଟାଲୀ ଯାଇନି.
    'Never' ର ଅର୍ଥ ହେଉଛି subject ଗୋଟେ ନିର୍ଦିଷ୍ଟ ଅନୁଭବ କିମ୍ବା ସେବା କଦାପି କରି ନାହାନ୍ତି.
    =
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    I will ______
    neverly
    evered
    never
    nevered
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    You should never ______
    drink
    drank
    drunk
    drinked
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    It was the best chocolate that I have ______
    always
    till
    never
    ever
    ମତେ କଦାପି ତା ନାଁ ମନେ ରୁହେ ନାହିଁ.
    • can
    • I
    • name.
    • remember
    • never
    • his
    ଟିପ୍
    Have you never played cricket before? = କଣ ତୁମେ ଆଗରୁ କେବେ କ୍ରୀକେଟ୍ ଖେଳିନ?
    ଯେବେ ଆପଣ ଗୋଟେ ନିର୍ଦ୍ଦିଷ୍ଟ ଅନୁଭବ କିମ୍ବା କାର୍ଯ୍ୟ କେବେ ପୁର୍ବରୁ କରି ନଥାନ୍ତି, ତେବେ ତାର ବର୍ଣ୍ଣନା କରିବା ପାଇଁ ନକାରାତ୍ମକ ପ୍ରଶ୍ନରେ 'Never' ର ପ୍ରୟୋଗ କରାଯାଏ.
    =
    କଣ ଆପଣ କେବେ ଆଗରୁ ବିଦେଶ ଯାତ୍ରା କରି ନାହାନ୍ତି?
    • never
    • you
    • have
    • been
    • abroad?
    • are
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    I ______
    never
    nevered
    ever
    everly
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    He has ______
    ever
    evered
    never
    neverly
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    I have ______
    never
    ever
    nevered
    everly
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ