ପୁଣି କଣ ହେଲା? (Past Perfect Tense)
try Again
Tip1:hello
Lesson 137
ପୁଣି କଣ ହେଲା? (Past Perfect Tense)
ଟିପ୍
=
ଆମେ 'Past Perfect' ର ପ୍ରୟୋଗ ସେହି ଅତୀତ ର ଘଟଣା ପାଇଁ କରୁ, ଯେଉଁଟା ଅନ୍ୟ ଏକ ଘଟଣା ପୁର୍ବରୁ ସମାପ୍ତ ହେଇ ଯାଇଛି.
=
ଟିପ୍
=
ଜଦି 'After' ର ଠିକ ପରେ subject +verb ଲାଗି ଥାଏ, ତେବେ 'after' ଗୋଟେ ସଂକେତ ଶବ୍ଦ ରୁପରେ past perfect ପାଇଁ ପ୍ରୟୋଗ କରା ଯାଇ ଥାଏ.
After the family had finished their breakfast, they went to the zoo. = ଜଳଖିଆ ଖାଇ ସାରିଲା ପରେ, ପୁରା ପରିବାର ଚିଡିଆଘରକୁ ଗଲେ.
ଏଠାରେ ଏହାର ଅର୍ଥ ହେଉଛି, ଦ୍ବିତୀୟ କାର୍ଯ୍ୟ (going to the zoo) ଆରମ୍ଭ ହେବା ପୁର୍ବରୁ, ପ୍ରଥମ କାର୍ଯ୍ୟ (having breakfast) ସମାପ୍ତ ହେଇ ସାରିଛି.
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Pooja answered the phone after she ______
had turn
had turned
turn
turned had
ସଚିନ୍ ଟେନିସ୍ ଖେଳିଲା ପରେ ସ୍ନାନ କଲା.
    • a shower.
    • took
    • After Sachin
    • tennis, he
    • played
    • had
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    After Neha ______
    had spoken
    had spoke
    spoken
    spoken had
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    They went for dinner after they ______
    play
    had play
    played had
    had played
    'ମୁଁ ଟିକେଟ୍ କିଣି ସାରିଲା ପରେ, ତାକୁ ବହୁତ ଭଲ ମୂଲ୍ୟ ରେ ମିଳିଲା.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
    After I have bought a ticket, she got a really good price.
    After I had bought a ticket, she got a really good price.
    After I had buy a ticket, she got a really good price.
    After I have buy a ticket, she got a really good price.
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    After he ______
    had play
    will play
    had played
    had playing
    ଟିପ୍
    When Ria had seen the elephants, she was amazed. = ହାଥୀ ଦେଖି ସାରିଲାପରେ, ରିୟା ଆଶ୍ଚର୍ଯ୍ୟ ଚକିତ ରହିଗଲା.
    ଗୋଟେ କାର୍ଯ୍ୟ ସରିଲା ପରେ, ଦ୍ବିତୀୟ କାର୍ଯ୍ୟ ଟା ଆରମ୍ଭ ହୁଏ - ଏହା ଦର୍ଶେଇବା ପାଇଁ 'when' କୁ ଗୋଟେ ସଂକେତ ଶବ୍ଦ ଭାବରେ past perfect ପାଇଁ ପ୍ରୟୋଗ କରା ଯାଏ.
    =
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    When Ravi ______
    had finish
    had finished
    finished had
    had finishing
    'ଯେତେ ବେଳେ ମୁଁ ସ୍କୂଲ୍ ପହଞ୍ଚିଲି, ପାଠ ଆରମ୍ଭ ହେଇ ସାରିଥିଲା .' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
    When I arrived at school, the lesson had already starting.
    When I arrived at school, the lesson started had already.
    When I arrived at school, the lesson had already start.
    When I arrived at school, the lesson had already started.
    ନେହା ନିଜ କାମ ସାରିଲା ପରେ ଲନ୍ଚ୍ ପାଇଁ ଗଲା.
    • After Neha
    • finished
    • had
    • for lunch.
    • her work,
    • she went
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    When Pooja tried to call us up, we ______
    had already left
    had already leave
    have already left
    leave
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    After she ______
    move
    moved had
    had move
    had moved
    'ପେଣ୍ଟର ଗଲା ପରେ, ମୁଁ ଚଟାଣ ଧୋଇଲି.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
    I washed the floor after the painter gone had
    I wash the floor after the painter had gone.
    I washed the floor after the painter had gone.
    I washed the floor after the painter had go.
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    After I had restarted my computer, at least five of the pages that I ______
    had typed were
    had type were
    had typed are
    have type were
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    Pooja went to work after she ______
    had feeded
    had fed
    have feed
    had feed
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    We played cards for several hours after the children ______
    had gone
    had go
    had going
    gone had
    ସଚିନ୍ ର ପ୍ରେଜେନ୍ଟେସନ୍ ସରିଲା ପରେ, ଆମେ ତାକୁ ପ୍ରଶ୍ନ ପଚାରିଲୁ.
    • finished
    • we asked
    • had
    • his presentation
    • our questions
    • after Sachin
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ