ଦରକାର ଓ ଆବଶ୍ୟକତା ପ୍ରକାଶ କରିବା
try Again
Tip1:hello
Lesson 138
ଦରକାର ଓ ଆବଶ୍ୟକତା ପ୍ରକାଶ କରିବା
ଟିପ୍
I must go. = ମତେ ଯିବାକୁ ପଡିବ.
'Must' ଏବଂ 'have to' ଦୁହେଁଙ୍କର ପ୍ରୟୋଗ କର୍ତ୍ତବ୍ୟ/ବାଧ୍ୟତା କିମ୍ବା ହତାଶ୍ ପରିସ୍ଥିତି ର ବର୍ଣ୍ଣନା କରିବା ପାଇଁ କରାଯାଏ. 'Must' ଏମିତି କର୍ତ୍ତବ୍ୟ/ବାଧ୍ୟତା ର ବର୍ଣ୍ଣନା କରେ, ଯେଉଁଟା ବ୍ୟକ୍ତିଗତ ପରିସ୍ଥିତି ଯୋଗରୁ ବକ୍ତା ଉପରେ ଲାଗୁ ହେଇଥାଏ କିମ୍ବା ବକ୍ତା ନିଜେ ନିଜ ଉପରେ ଲାଗୁ କରିଥାଏ (ବକ୍ତା ସବୁ ବେଳେ ଏହା ସହିତ ଏକମତ ଥାଏ.)
I have to go. = ମତେ ଯିବାକୁ ପଡିବ.
'Have to' ଏମିତି କର୍ତ୍ତବ୍ୟ/ବାଧ୍ୟତା ର ବର୍ଣ୍ଣନା କରେ, ଯେଉଁଟା ବାହର ପରିସ୍ଥିତି(ଯେମିତି କିଛି ନିୟମ/ନିର୍ଦେଶ)ଯୋଗରୁ ବକ୍ତା ଉପରେ ଲାଗୁ ହେଇ ଥାଏ(ବକ୍ତା ଏହା ସହିତ ଏକମତ ଥାଇପାରେ, ନ ବି ଥାଇ ପାରେ)
ଟିପ୍
I must stay in bed = ମତେ ଖଟ ରେ ଶୋଇକି ରହିବା କଥା.
ପ୍ରଥମ ବାକ୍ୟରେ (must) ଅଛି:ବକ୍ତା ନିଜେ ନିର୍ଣୟ ନେଇଛି କି ତାକୁ ଆରାମ କରିବାର ଅଛି.
I have to stay in bed. = ମତେ ଖଟ ରେ ରହିବାକୁ ପଡିବ.
ଦ୍ବିତୀୟ ବାକ୍ୟରେ (have to): ଅନ୍ୟ ବ୍ୟକ୍ତି (ଯେମିତି ଡାକ୍ଟର) କହିବା ଅନୁସାରେ, ବକ୍ତା (I) କୁ କରିବାକୁ ପଡୁଛି.
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
In India, most schoolchildren ______
have to
have
has to
must to
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I hate ties but I ______
have
haves
has to
must to
ଟିପ୍
Must you go? = କଣ ତୁମକୁ ଯିବାକୁ ପଡିବ?
ପ୍ରଶ୍ନବାଚକ ବାକ୍ୟରେ 'must', subject ପୁର୍ବରୁ ଲାଗେ.
Do you have to go? = ତୁମର ଯୀବା କଣ ଆବଶ୍ୟକ?
ଯେଉଁ ପ୍ରଶ୍ନବାଚକ ବାକ୍ୟରେ 'have to' ଥାଏ, ସେହି ବାକ୍ୟ 'do/does' ରୁ ଆରମ୍ଭ ହୁଏ.
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
______
Does
Do
Must
Have
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
______
Does
Have
Have to
Must
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Does she ______
must
have to
had to
do have to
ଟିପ୍
They must leave. = ତାଙ୍କୁ ଯିବାକୁ ପଡିବ.
He must leave. = ତାକୁ ଯିବାକୁ ପଡିବ.
'Must' ସମସ୍ତଙ୍କ ପାଇଁ ସମାନ ଥାଏ. He must leaves କିମ୍ବା He musts leave ହେଉଛି ଭୁଲ.
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I ______
has to
must
must to
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I ______
must
must to
has to
'ଜୁଲୀ କୁ ଚାଲିକି କାମକୁ ଯିବାକୁ ପଡିବ. ବସ୍ ଗୁଡା ହରତାଳ କରିଛନ୍ତି.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
Julie has to go to work on foot. The buses are on strike.
Julie have to go to work on foot. The buses are on strike.
Julie must to go to work on foot. The buses are on strike.
Julie does has to go to work on foot. The buses are on strike.
'ସେକ୍ରେଟାରୀ ମାନଙ୍କୁ ଫୋନ୍ ର ଉତ୍ତର ଦେବାକୁ ପଡିବ. ସେଇଟା ତାଙ୍କର କାମର ଗୋଟେ ଅଂଶ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
Secretaries has to answer the phone. That's a part of their job.
Secretaries must to answer the phone. That's a part of their job.
Secretaries have to answer the phone. That's a part of their job.
Secretaries to have to answer the phone. That's a part of their job.
'ତାକୁ ସମସ୍ତଙ୍କ ଭଳିଆ ଧାଡିରେ ଅପେକ୍ଷା କରିବାକୁ ପଡିବ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
She will has to wait in the line like everyone else.
She will have to wait in the line like everyone else.
She will must to wait in the line like everyone else.
She does have to wait in the line like everyone else.
'କଣ ଆପଣଙ୍କୁ ଆସନ୍ତା ୱିକେଣ୍ଡ କାମ କରିବାକୁ ପଡିବ?' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
Do you have to work next weekend?
Do you has to work next weekend?
Do you must work next weekend?
Do you must to work next weekend?
'ସେମାନଙ୍କୁ ଆଖି ପରୀକ୍ଷା ର ପଇସା ଦେବାକୁ ପଡିବ ନାହିଁ ' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
They don't has to pay for the eye test.
They don't must to pay for the eye test.
They don't must pay for the eye test.
They don't have to pay for the eye test.
'ବାହାରେ ବର୍ଷା ହେଉଛି. ଆମକୁ ଆମର ଛତା ନେବାକୁ ପଡିବ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
It's raining outside. We must to carry our umbrellas.
It's raining outside. We must carry ours umbrellas.
It's raining outside. We must carry our umbrellas.
It's raining outside. We must carries our umbrellas.
ଟିପ୍
You mustn't drink and drive. = ତୁମେ ମଦ ପିଇକି ଗାଡି ଚଲେଇବା କଥା ନୁହେଁ.
ନାକାରାତ୍ମକ ରୁପରେ 'mustn't' ର ଅର୍ଥ ସବୁ ବେଳେ 'not allowed' (ଅନୁମତି ନାହିଁ) ହୁଏ. ଯେମିତି ଏହି ବାକ୍ୟରେ ମଦ ପିଇକି ଗାଡି ଚଲେଇବାର ଅନୁମତି ନାହିଁ.
You don't have to drink beer, you can have a juice. = ତୁମକୁ ବିୟର ପିଇବା ଦରକାର ନାହିଁ. ତୁମେ ଜୁସ୍ ମଧ୍ୟ ପିଇ ପାରିବ.
'Don't have to' ଚୟନ କରିବା (choice) ବର୍ଣ୍ଣନା କରେ. ଯେପରି ଏହି ବାକ୍ୟରେ ଆମେ କହୁଛୁ କି ଆପଣଙ୍କୁ ମଦ ପିଇବାକୁ ବାଧ୍ୟ କରା ଯାଉନି, ଆପଣ ଚାହିଁଲେ ଜୁସ୍ ମଧ୍ୟ ପିଇ ପାରିବେ.
ତୁମେ ସେହି ପାଣି ପିଇବା କଥା ନୁହେଁ. ସେ ପାଣି ଅଶୁଦ୍ଧ.
    • It's contaminated.
    • mustn't
    • that water
    • you
    • drink
    • have to
    ଏହା ଏକ ଗୁପ୍ତ ସୁଚନା. ତୁମେ କାହାକୁ କହିବ ନାହିଁ.
    • This information
    • tell
    • mustn't
    • you
    • anyone.
    • is confidential.
    ତୁମକୁ ଲାଲ୍ ପିନ୍ଧିବା ଆବଶ୍ୟକ ନୁହେଁ, ତୁମେ ଗୋଲାପି ମଧ୍ୟ ପିନ୍ଧି ପାର.
    • wear red
    • wear pink
    • as well.
    • you
    • you can
    • don't have to
    ତୁମର ତା ସହିତ ସାକ୍ଷାତ କରିବା ଟା ଆବଶ୍ୟକ ନୁହେଁ.
    • her.
    • mustn't
    • meet
    • you
    • to
    • don't have
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ