ବିପରୀତ ଶବ୍ଦ (Antonyms)
try Again
Tip1:hello
Lesson 139
ବିପରୀତ ଶବ୍ଦ (Antonyms)
ଟିପ୍
Narrow = ସଂକୀର୍ଣ୍ଣ
Antonyms = ବିପରିତ ଶବ୍ଦ
Broad = ଓସାରିଆ/ଚଉଡା
ଯେଉଁ ଶବ୍ଦ ଅନ୍ୟ ଶବ୍ଦର ବିପରିତ ଅର୍ଥ ବର୍ଣ୍ଣନା କରେ, ସେହି ଶବ୍ଦକୁ 'Antonyms' (ବିପରିତ ବୋଧକ ଶବ୍ଦ)କୁହାଯାଏ.
pass (ସଫଳ) fail (ବିଫଳ)
idle (ଅକାମି) active (କର୍ମଠ)
afraid (ଭୟଭୀତ) confident (ଆତ୍ମବିଶ୍ବାସୀ)
ancient (ପୁରୁଣା) modern (ଆଧୁନିକ)
arrive (ପହଞ୍ଚିବା) depart (ପ୍ରସ୍ଥାନ)
arrogant (ଅଭିମାନୀ) humble (ନମ୍ର)
attack (ଆକ୍ରମଣ) defend (ଆତ୍ମରକ୍ଷା)
temporary (ଅସ୍ଥାୟୀ) permanent (ସ୍ଥାୟୀ)
brave (ସାହାସୀ) coward (ସାହାସହୀନ)
increase (ବୃଦ୍ଧି କରିବା) decrease (କମିବା)
divide (ଭାଗ କରିବା) unite (ଏକତ୍ରିତ କରିବା)
take (ନେବା) give (ଦେବା)
forget (ଭୁଲିଯିବା) remember (ମନେ ରଖିବା)
freeze (ଜମେଇ ଦେବା) melt (ତରଳେଇବା )
full (ପୂର୍ଣ୍ଣ) empty (ଖାଲି)
giant (ବିଶାଳ) dwarf (ବାମନ)
guilty (ଦୋଷି) innocent (ନିର୍ଦୋଷ)
include (ସମ୍ମିଳିତ କରିବା) exclude (ବର୍ଜିତ କରିବା)
like (ପସନ୍ଦ) dislike (ଅପସନ୍ଦ)
compliment (ପ୍ରଶଂସା) insult (ଅପମାନ)
liquid (ତରଳ) solid (ନିଦା)
deserted (ନିଛାଟିଆ) crowded (ଭୀଡ)
major (ମୁଖ୍ୟ/ବଡ) minor (କ୍ଷୁଦ୍ର/ଛୋଟ)
mature (ପରିପକ୍ବ) immature (ଅପରିପକ୍ବ)
maximum (ଅଧିକତମ) minimum (ନ୍ୟୁନ ତମ)
noisy (କୋଳାହଳ ପୁର୍ଣ୍ଣ) quiet (ଶାନ୍ତ)
partial (ଆଂଶିକ) complete (ପୁରା)
passive (ନିଷ୍କ୍ରିୟ) active (ସକ୍ରିୟ)
strength (ବଳ) weakness (ଦୁର୍ବଳ)
profit (ଲାଭ) loss (କ୍ଷତି)
'Like (ପସନ୍ଦ) ର antonym କଣ ହେବ?' ;
Alike
Dislike
Bad
Sober
'Modern ର antonym କଣ ହେବ?' ;
Humble
Inmodern
Crowded
Ancient
'Innocent ର antonym କଣ ହେବ?' ;
Guilty
Uninnoncent
Guilt
Humble
'Solid ର antonym କଣ ହେବ?' ;
Water
Liquid
Hard
Empty
'Immature ର antonym କଣ ହେବ?' ;
Ammature
Decent
Mature
Insult
'Loss ର antonym କଣ ହେବ?' ;
Profit
Find
Found
Active
'Weakness ର antonym କଣ ହେବ?' ;
Weakless
Strong
Weakfull
Strength
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
She used to be arrogant but now she is very ______
humble
disarrogant
active
slow
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Ice is solid, but when we heat it turns into ______
hard
liquid
melt
active
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
You decide whether you want to include or ______
go
exit
exclude
apart
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
She is a temporary employee, but she'll become ______
fix
confirm
final
permanent
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Everyone found him guilty but he was ______
innocent
bad
poor
active
'Fail ର antonym କଣ ହେବ?' ;
Deflate
Pass
Complete
Loss
'Arrive ର antonym କଣ ହେବ?' ;
Go
Fall
Sharp
Depart
'Remember ର antonym କଣ ହେବ?' ;
Passed
Forget
Defend
Insult
'Defend ର antonym କଣ ହେବ?' ;
Adefend
Active
Attack
Complete
=
!
ଶୁଣନ୍ତୁ
ଟିପ୍
ପରବର୍ତ୍ତୀ ଶବ୍ଦ