Sentence & Question structure : ଇଂରାଜୀରେ ବାକ୍ୟ ଓ ପ୍ରଶ୍ନ ର ରଚନା କରିବା ଶିଖନ୍ତୁ
try Again
Tip1:hello
Lesson 14
Sentence & Question structure : ଇଂରାଜୀରେ ବାକ୍ୟ ଓ ପ୍ରଶ୍ନ ର ରଚନା କରିବା ଶିଖନ୍ତୁ
ଟିପ୍
I am . = ମୁଁ ହେଉଛି .
ଇଂରାଜୀରେ, \'ସାହାଯ୍ୟକ କ୍ରିୟା\' (AM) \'object\' () ପୂର୍ବରୁ ବ୍ୟବହାର ହୁଏ.
=
ଟିପ୍
My name is . = ମୋର ନାଁ ହେଉଛି .
ଇଂରାଜୀରେ, \'ସହାଯ୍ୟକ କ୍ରିୟା\' (AM = ହେଉଛି) \'subject\' (my name) ପରେ ଲାଗେ.
=
ଟିପ୍
I speak = ମୁଁ କୁହେ
ଇଂରାଜୀରେ, 'verb' (କ୍ରିୟା) (speak), \'subject\' (I) ପରେ, ଏବଂ \'object\' () ପୂର୍ବରୁ ବ୍ୟବହାର ହୁଏ.
=
Subject = I
Verb = speak
Object =
ମୁଁ ଅଟେ
    • is
    • am
    • I
    • are
    ମୁଁ କୁହେ.
    • is
    • speak
    • I
    • am
    ମୋର ନାମ ଅଟେ
    • is
    • I
    • my
    • name
    ଆପଣଙ୍କର ନାମ ଅଟେ.
    • is
    • am
    • your
    • name
    ସେ ହେଉଛି ରୁ (ସ୍ତ୍ରୀଲିଂଗ)
    • is
    • from
    • she
    • does
    • belongs
    ମୁଁ ଏକ ଶିକ୍ଷକ/ଶିକ୍ଷୟିତ୍ରୀ ଅଟେ.
    • am
    • teacher
    • I
    • a
    • the
    • is
    ଟିପ୍
    Are you = ଆପଣ କଣ ?
    ଯେଉଁ ପ୍ରଶ୍ନ ଗୁଡିକ ର ଉତ୍ତର ହଁ / ନା ହୁଏ, ସେହି ପ୍ରଶ୍ନ 'is/am/are/do/does/have/has' ଇତ୍ୟାଦି ରୁ ଆରମ୍ଭ ହୁଏ.

    ଯେଉଁ ପ୍ରଶ୍ନ ରେ କିଛି କ୍ରିୟା (verb) ଶବ୍ଦ ନ ଥାଏ, ସେହି ଗୁଡିକ 'is/am/are' ରୁ ଆରମ୍ଭ ହୁଏ.
    =
    ଟିପ୍
    Is she from ? = ସେ କଣ ରୁ ?
    ଯେଉଁ ପ୍ରଶ୍ନ ଗୁଡିକ ର ଉତ୍ତର ହଁ / ନା ହୁଏ,ସେହି ପ୍ରଶ୍ନ is/am/are/do/does/have/has ଇତ୍ୟାଦି ରୁ ଆରମ୍ଭ ହୁଏ.

    ଯେଉଁ ପ୍ରଶ୍ନ ରେ କିଛି କ୍ରିୟା (verb) ଶବ୍ଦ ନ ଥାଏ, ସେହି ଗୁଡିକ is/am/are ରୁ ଆରମ୍ଭ ହୁଏ.
    Am I from ? = ମୁଁ କଣ ରୁ ?
    ଟିପ୍
    Does he speak English? = ସେ କଣ ଇଂରାଜୀ କୁହେ ? (ପୁଲିଂଗ)
    ଯେଉଁ ପ୍ରଶ୍ନ ଗୁଡିକ ର ଉତ୍ତର ହଁ / ନା ହୁଏ,ସେହି ପ୍ରଶ୍ନ 'is/am/are/do/does/have/has' ଇତ୍ୟାଦି ରୁ ଆରମ୍ଭ ହୁଏ.

    ଯେଉଁ ପ୍ରଶ୍ନ ରେ କିଛି କ୍ରିୟା ସବ୍ଦ ଥାଏ (ଯେମିତି କି କହିବା/ଖାଇବା) ସେହି ଗୁଡିକ 'do/does' ରୁ ଆରମ୍ଭ ହେବ.
    Do they dance? = ସେମାନେ କଣ ନାଚନ୍ତି ?
    ସେମାନେ କଣ ରୁ?
    • are
    • from
    • they
    • ?
    • do
    କଣ ଆପଣ କୁହନ୍ତି ?
    • are
    • do
    • speak
    • you
    • ?
    ଆପଣ କଣ ଏକ ଚାତ୍ର?
    • is
    • student
    • are
    • you
    • a
    • ?
    ସେ କଣ ସେଉ ଖାଏ? (ସ୍ତ୍ରୀଲିଂଗ)
    • does
    • eat
    • apples
    • she
    • ?
    • do
    ସେମାନେ କଣ ଇଂରାଜୀ କୁହନ୍ତି?
    • does
    • they
    • speak
    • English
    • ?
    • do
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ