ଆପଣଙ୍କର ପରିବାର ର ବର୍ଣ୍ଣନା କରନ୍ତୁ
try Again
Tip1:hello
Lesson 140
ଆପଣଙ୍କର ପରିବାର ର ବର୍ଣ୍ଣନା କରନ୍ତୁ
My=ମୋର
daughter=ଝିଅ
is married to=ର ବିବାହ ହେଇଛି
a=ଏକ
Our=ଆମର
children=ପିଲାମାନେ
go to=ଯାଆନ୍ତି
a boarding school=ଗୋଟେ ବୋର୍ଡିଂଗ୍ ସ୍କୂଲ୍ କୁ
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
My parents are very old and ______
they have retired
we have retired
they has retired
they have retire
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
We ______
is have
have
having
have to
My=ମୋର
husband=ସ୍ବାମୀ
and I=ଓ ମୁଁ
run=ଚଲାଉ
ଟିପ୍
My sister and I run a boutique. = ମୋର ଭଉଣୀ ଓ ମୁଁ ଗୋଟେ ବୁଟିକ୍ ଚଲାଉଛୁ.
ମୋର ଭଉଣୀ ଓ ମୁଁ = My sister and I
ଏହି ପ୍ରକାର ର ବାକ୍ୟରେ, 'I' ସବୁ ବେଳେ ପରେ ଲଗାଯାଏ. I and my sister ଭୁଲ୍.
'ଆମ ପୁଅ ବିଦେଶ ରେ କାମ କରୁଛି.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
Our son works abroad.
Our son worked abroad.
Our son works foreign.
Our son working abroad.
'ତିନି ପିଲାଙ୍କ ମଧ୍ୟରେ ସଚିନ୍ ସବୁଠାରୁ ବଡ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
Sachin is the oldest of the three children.
Sachin is the most oldest of the three children.
Sachin is the oldest of the three childs.
Sachin is the oldest of the three childrens.
'ମୋର ବାପା ଓ ମୁଁ ଗୋଟେ ବିଜ୍ନେସ୍ ଚଲଉ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?
My father and I run a business.
My father and my run a business.
'ମୋର ଜେଜେବାପା ଗତ ବର୍ଷ ଚାଲି ଗଲେ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
My grandfather passed away last year.
My grandfather expired this year.
My grandfather passed away next year.
My grandfather passed away last year.
'ମୋର ମାଁ ଆମ ପିଲାମାନଙ୍କୁ ପାଳୁଛି/ବଡ କରୁଛି.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?
My mom grows our children.
My mom raises our children.
'ପିଲାଙ୍କ ରୁମ୍ ପାଖଟା ହେଉଛି ଆମର ରୁମ୍. ' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?
Our room is next to our kids room.
Our room is above our kids room.
'ସେ ହେଉଛନ୍ତି ରାହୁଲ୍ ର ସସୁର.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
He is Rahul's father-in-law.
He is Rahul's mother-in-law.
He is Rahul's brother-in-law.
He is Rahul's sister-in-law.
'ସେ ହେଉଛନ୍ତି ରାହୁଲ୍ ର ସାସୁ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
She is Rahul's mother-in-law.
She is Rahul's sister-in-law.
She is Rahul's father-in-law.
She is Rahul's brother-in-law.
'ଏହି ହେଉଛି ମୋର ଦିଅର.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
He is my mother-in-law.
He is my brother-in-law.
He is my father-in-law.
He is my sister-in-law.
Tia is Neha's=ଟିଆ ହେଉଛି ନେହା ର
niece=ଭାଣେଜି/ଝିଆରୀ
and=ଏବଂ
Rohan is Pooja's=ରୋହନ ହେଉଛି ପୂଜା ର
nephew.=ଭଣଜା/ପୁତୁରା.
'ଭାଣେଜୀ ' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?
Niece
Neice
'ସେ ପ୍ରାୟ ମୋ ବାପାଙ୍କ ଭଳିଆ ' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?
She's not like my father.
She's a lot like my father.
ମୋର ପିଲାମାନେ ଗୋଟେ ଇଂରାଜୀ ମାଧ୍ୟମ ସ୍କୂଲ୍ କୁ ଯାଆନ୍ତି
    • go to
    • an
    • school.
    • my childrens
    • English medium
    • my children
    ମୋର ପୁତୁରା ମୋର ଭାଣେଜୀ ଠାରୁ ବଡ.
    • more
    • older
    • than
    • my nephew
    • is
    • my niece.
    ମୋର ସ୍ବାମୀ ଏବଂ ମୁଁ ଏକା କମ୍ପାନୀ ରେ କାମ କରୁ.
    • I
    • work at
    • my husband
    • and
    • the
    • same company.
    ମୋର ସାସୁ ଗତ ବର୍ଷ ଚାଲି ଗଲେ.
    • was
    • mother-in-law
    • passed away
    • my
    • last year.
    • pass away
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ