ଲୋକ ମାନଙ୍କର ବର୍ଣ୍ଣନା କରିବା (ଭାଗ 2)
try Again
Tip1:hello
Lesson 141
ଲୋକ ମାନଙ୍କର ବର୍ଣ୍ଣନା କରିବା (ଭାଗ 2)
ଡାଏଲଗ୍ ଶୁଣନ୍ତୁ
Have you met your neighbour Mr. Shah?
କଣ ତୁମର ତୁମ ପଡୋଶୀ ମିଷ୍ଟର ଶାହଙ୍କ ସହିତ ସାକ୍ଷାତ ହେଇଛି?


No, I haven't. What happened?
ନାଁ, ମୋର ସାକ୍ଷାତ ହେଇ ନାହିଁ. କଣ ହେଲା?


I met him last evening. He is a cricketer.
ମୋର କାଲି ସଂଧ୍ୟା ବେଳେ ତାଙ୍କ ସହିତ ଦେଖା ହେଇଥିଲା. ସେ ଜଣେ କ୍ରିକେଟର.


Okay! How does he look? Is he fair?
ଆଛା ! ସେ କେମିତି ଦେଖା ଯାଆନ୍ତି? ସେ କଣ ଗୋରା?


He is wheatish and has a squarish face with a slightly pointed chin.
ସେ ଶ୍ୟାମଳ ବର୍ଣ୍ଣ ର ଓ ତାଙ୍କ ମୁହଁ ଚାରି କୋଣିଆ ସଦୃଶ, ଏବଂ ତାଙ୍କର ଥୋଡି ଟିକିଏ ଗୋଜିଆ.


What color are his eyes? Are they black?
ତାଙ୍କ ଆଖି କେଉଁ ରଂଗ ର? କଳା?


No, his eyes are dark brown with wide eyebrows.
ନା, ତାଙ୍କ ଆଖି ମାଟିଆ ରଂଗ ର ଏବଂ ତାଙ୍କର ଭ୍ରୁଲତା ଚଉଡା.


Does he like movies?
କଣ ତାଙ୍କୁ ମୁଭି ପସନ୍ଦ?


Yes, he likes horror and thriller movies. He is the most handsome cricketer that I have ever seen.
ହାଁ, ତାଙ୍କୁ ବିଭୀଷିକା ଏବଂ ରୋମାଞ୍ଚକର ମୁଭି ପସନ୍ଦ. ମୁଁ ତାଙ୍କ ଭଳିଆ ରୁପବାନ୍ କ୍ରିକେଟର ଦେଖି ନାହିଁ.


ଡାଏଲଗ୍ ଶୁଣନ୍ତୁ
Hey Roy, I want you to meet my brother, Sohan when he comes to Delhi. He is an artist.
ହେ ରଏ, ମୁଁ ଚାହୁଁଛି ମୋ ଭାଇ ସୋହନ ଦିଲ୍ଲୀ ରୁ ଆସିଲେ, ତୁମେ ତା ସହିତ ଦେଖା କର. ସେ ଗୋଟେ ଚିତ୍ରକାର.


Really? Artists are really interesting people. What does Sohan look like?
ସତରେ? ଚିତ୍ରକାର ମାନେ ବହୁତ ରୋଚକ ଥାଆନ୍ତି. ସୋହନ କେମିତି ଦେଖା ଯାଏ?


He is six feet tall and quite brilliant.
ସେ ଛଅ ଫିଟ୍ ଲମ୍ବା ଓ ବହୁତ ବୁଦ୍ଧିମାନ.


Is he slim?
କଣ ସେ ପତଳା?


No. He is muscular and has a lot of tattoos.
ନା, ସେ ତାଗଡା ଏବଂ ତାର ବହୁତ ଗୁଡେ ଟ୍ୟାଟୁ ଅଛି.


He seems pretty cool!
ସେ ତ ବହୁତ ବଢିଆ ଲାଗୁଛନ୍ତି.


Yes, he is. You will enjoy his company. He is a great person to hangout with.
ହାଁ, ସତରେ. ତୁମକୁ ତା ସହିତ ଭଲ ଲାଗିବ.


Nice, would love to meet your brother.
ବହୁତ ଭଲ, ମୁଁ ତୁମ ଭାଇ ସହିତ ସାକ୍ଷାତ କରିବାକୁ ଚାହିଁବି.


Definitely!
ନିଶ୍ଚୟ!


'ସେ ଜଣେ ଭଲ ଶ୍ରୋତା.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
He is a good listener.
He is a good speaker.
He is a good talker.
He is a good walker.
'କଣ ସେ ଜଣେ ଫିଲ୍ମ୍ ଅଭିନେତା?' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
Is he film actor?
Is he a film villain?
Is he a film actor?
Is he a film act?
'ସେ ବହୁତ ପରିହାସପ୍ରିୟ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
He is a very witty.
He is very witty.
He is the very witty.
He is very wit.
'ସେ ବହୁତ ବଳବାନ ଏବଂ ଆକର୍ଷଣୀଅ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
He is very strong and attractive.
He is very weak and attractive.
He is very strong and ugly.
He is very strong and heavy.
'ତାଙ୍କ ପିଲାମାନେ ବହୁତ ପତଳା.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
Her childrens are very skinny.
Her childs are very skinny.
Her children is very skinny.
Her children are very skinny.
'ରଏ ର କେଶ ସୁନେଲି ରଂଗ ର.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
Roy has black hair.
Roy has blonde hair.
Roy has blondey hair.
Roy has grey hair.
'ଅନୁପମ୍ ଖେର ହେଉଛନ୍ତି ଚନ୍ଦା.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
Anupam Kher is blonde.
Anupam Kher is bald.
Anupam Kher is hairy.
Anupam Kher is no hair.
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Hrithik Roshan is a very ______
talent
talenty
talented
talentful
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
She is ______
a wonderfull
wonderfull
wonderful
a wonderful
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Bharti is ______
an overweight
a overweight
the overweight
overweight
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Nisha has a ______
two-years-old
two-year-older
two-year-old
attractive ଆକର୍ଷଣୀୟ
bald ଚନ୍ଦା
blonde hair ସୁନେଲି କେଶ
chubby ହୃଷ୍ଟପ୍ରୁଷ୍ଟ
fat ମୋଟା
fit ସୁସ୍ଥ
gorgeous ବହୁତ ଆକର୍ଷଣୀୟ
handsome ରୁପମାନ(ପୁରୁଷ ମାନଙ୍କ ପାଇଁ )
muscular ତାଗଡା
skinny ପତଳା
tall ଡ଼େଙ୍ଗା
workaholic କାର୍ଯ୍ୟସକ୍ତ ବ୍ୟକ୍ତି
introvert ଅନ୍ତର୍ମୁଖୀ ବ୍ୟକ୍ତି
extrovert ମେଳାପୀ ବ୍ୟକ୍ତି
shy ଲାଜକୁଳା
restless ଅସ୍ଥିର
patient ଧୈର୍ଯ୍ୟଶୀଳ/ଧୀରସ୍ଥିର
'ସେ ସହଜରେ ନୁଆ ସାଙ୍ଗ ବନେଇ ପାରେ ନାହିଁ .' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
She don't make new friends easily.
She doesn't make new friends easily.
She doesn't makes new friends easily.
She doesn't make new friends hardly.
'ବାସ୍ତବରେ ସେ ଟିକିଏ ଲାଜକୁଳା.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
Actually, he is a little shy.
Probably, he is a little shy.
Actually, he is a less shy.
Actually, he has a little shy.
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
He spends sixteen hours in the office. He is a ______
extrovert
workaholic
patient
restless
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
She doesn't talk much. She is an ______
extrovert
introvert
introverty
extroverty
'ସେ ଗୋଟେ କରଯ୍ସକ୍ତ/ଅଧିକ କାମ କରିବା ବାଲା ବ୍ୟକ୍ତି.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
He is a workholic.
He is an workholic.
He has a workholic.
He was a workholic.
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
They get angry very easily. They are very ______
extrovert
patient
impatient
shy
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
She can't sit still for five minutes. She is very ______
extrovert
patient
restless
shy
=
!
ଶୁଣନ୍ତୁ
ଟିପ୍
ପରବର୍ତ୍ତୀ ଶବ୍ଦ