ଆଖ ପାଖ ପରିବେଶ ର ବର୍ଣ୍ଣନା କରନ୍ତୁ
try Again
Tip1:hello
Lesson 142
ଆଖ ପାଖ ପରିବେଶ ର ବର୍ଣ୍ଣନା କରନ୍ତୁ
ଡାଏଲଗ୍ ଶୁଣନ୍ତୁ
Did you visit Neha recently?
କଣ ତୁମେ ନେହା ସହିତ ଏହି କିଛି ଦିନ ମଧ୍ୟ ରେ ସାକ୍ଷାତ କରିଥିଲ?


Yes, when I went to her place, she was upstairs with her kids.
ହାଁ, ମୁଁ ତାର ଘରକୁ ଯାଇଥିଲି, ସେ ତା ପିଲାମାନଙ୍କ ସହିତ ଉପରେ ଥିଲା.


Oh! How is her new house?
ଓଃ ! ତାର ନୁଆ ଘର କେମିତି ହେଇଛି?


I must say, her house is fabulous!
ମତେ କହିବାକୁ ପଡିବ, ତାର ଘର ଅତି ସୁନ୍ଦର ହେଇଛି.


Are the bedrooms spacious?
ବେଡରୁମ୍ କଣ ପ୍ରଶସ୍ତ/ବଡ଼?


Yes. Also, there's a living room downstairs with a huge window overlooking the garden.
ହାଁ, ଆଉ ତଳେ ବାସଗୃହ ରେ ବଗିଚା କୁ ଦେଖିଲା ଭଳିଆ ଗୋଟେ ବଡ଼ ହରଖା ଅଛି.


Is it a duplex?
ସେହି ଟା କଣ ଦୁଇ ମହଲା ଘର?


No it is not. There's a bedroom upstairs and two guest rooms.
ନା ଦୁଇ ମହଲା ନୁହେଁ. ଉପରେ ଗୋଟେ ବେଡରୁମ୍ ଓ ଦୁଇଟା ଗେସ୍ଟ୍ ରୁମ୍ ଅଛି.


She used to live in an apartment earlier
ସେ ଆଗରୁ ଆପାର୍ଟ୍ମେନ୍ଟ୍ ରେ ରହୁଥିଲା.


There are=ଅଛି
five=ପାଞ୍ଚ
bedrooms,=ବେଡ଼ରୁମ୍
upstairs=ଉପର ମହଲା ରେ
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Is it a ______
spacey
suspicious
spacios
spacious
'କଣ ଆଲମାରୀ ରେ ଯଥେଷ୍ଟ ଜାଗା ଅଛି?' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?
Are the cupboards spacious enough?
Are the cupboards spacey enough?
At the moment,=ଏହି ସମୟରେ,
the house=ଘରଟା
is being=କରା ଯାଉଛି
ତାର ବଗୀଚା ରେ ପାଣି ଦିଆ ଯାଉଛି.
    • water
    • her garden
    • drunk
    • is being
    • drinking
    • watered.
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    The house is beautifully ______
    furniture
    furnish
    furnished
    furnishings
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    ______
    Downstairs
    Downwards
    Downside
    Downstair
    'ଏଠାରେ ଗୋଟେ ଟେବୁଲ୍ ଉପରେ ବହୁତ ଗୁଡେ ଛବି ଅଛି.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
    There's a table there with lots of photos.
    There's a table their with lots of photos.
    There's a table here with lots of photos.
    There's a table there with lots photos.
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    There's a radio but there ______
    isn't
    isnted
    not is
    isn't not
    At the moment,=ଏହି କ୍ଷଣି,
    we=ଆମେ
    are=ଅଛୁ
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    You can see the garden when ______
    you walk down
    you walk
    you down
    you walking down
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    Somewhere, a ______
    neighbourhood
    neighbourly
    neighboured
    neighbour
    'ମୁଁ ଚାରିଆଡେ ଦେଖିଲି, କିନ୍ତୁ କେହି ନଥିଲେ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?
    I looked forward, but nobody was there.
    I looked around, but nobody was there.
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    The cat was ______
    under
    in
    with
    into
    'ଡିନର ଆଗରୁ ପରସି ଦିଆ ଯାଇଥିଲା.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
    The dinner is already served.
    The dinner was already served.
    The dinner will be already served.
    The dinner was already serving.
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    ______
    At the moment
    In the moment
    At moment
    To the moment
    The loud=ଉଚ୍ଚ ସ୍ବର
    noises=କୋଳାହଳ
    from=ଠାରୁ
    outside=ବାହାରେ
    ତାର ବାଥରୁମ୍ ର ମରାମତି ଚାଲିଛି.
    • repair.
    • her bathroom
    • was
    • is being
    • has been
    • repaired.
    ତଳୁ ବହୁତ କୋଳାହଳ ଶୁଭୁଛି.
    • coming
    • are being come
    • noises
    • are
    • loud
    • from downstairs.
    ପାଖାପାଖି ବହୁତ ଗୁଡେ ଗଛ ଅଛି.
    • a lot of
    • in the
    • trees
    • there are
    • neighbour.
    • neighbourhood.
    ରୁମ୍ ଗୁଡା ବହୁତ ବଡ଼/ପ୍ରଶସ୍ତ.
    • rooms
    • have been
    • are
    • spacious.
    • pretty
    • the
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ