କାହାର ପ୍ରଶଂସା କରିବା
try Again
Tip1:hello
Lesson 143
କାହାର ପ୍ରଶଂସା କରିବା
You are=ଆପଣ ହେଉଛନ୍ତି
very=ବହୁତ
Such a lovely photo!=ଏତେ ସୁନ୍ଦର ଛବି!
'ଏତେ ବଢିଆ ଛବି ଟେ ! ଆପଣ ବହୁତ ସୁନ୍ଦର ଦେଖା ଯାଉଛନ୍ତି.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
Such a nice photo! You are looking so pretty.
Such a very nice photo! You are looking so pretty.
Such a nice photo! You are look so pretty.
Such nice photo! You are looking so pretty.
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Your daughter is ______
a very cute
very cute
very qute
very queet
ବାଃ! ଆପଣଙ୍କ ଘର ଅତୁଲ୍ୟ ଅଟେ.
    • yours
    • are incredible.
    • is incredible.
    • Wow
    • your
    • house
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    Your new car ______
    is looks amazing
    looks amazingly
    looks amazing
    is look amazing
    'ଅତି ଉତ୍କୃଷ୍ଟ କଳା କୃତି!' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
    What the exquisite piece of art!
    What an exquisite piece of art!
    What a exquisite piece of art!
    What exquisite piece of art!
    'ମତେ ଫେସବୁକ୍ (Facebook)ରେ ଆପଣଙ୍କ ଛବି ଟା ବହୁତ ପସନ୍ଦ ଆସିଲା.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
    I am really liked your photo on Facebook
    I was really liked your photo on Facebook
    I did really liked your photo on Facebook
    I really liked your photo on Facebook
    ଆପଣ ରାନ୍ଧିଥିବା ଭୋଜନ ଟା ଭାରୀ ସୁସ୍ବାଦୁ.
    • made by you
    • are
    • the food
    • make
    • is
    • delicious.
    'ତାର ଭଉଣୀ ଆକର୍ଷଣିୟ ଅଟେ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
    His sister is attract
    His sister is beauty
    His sister is attractive
    His sister has attractive
    attractive ଆକର୍ଷଣୀୟ
    mind blowing ଆଶ୍ଚର୍ଯ୍ୟଜନକ
    exquisite ଉତ୍ତମ
    cute ଗୁଲୁଗୁଲିଆ
    amazing ଅଦ୍ଭୁତ
    incredible ଅତୁଲ୍ୟ
    delicious ସୁସ୍ବାଦୁ
    delightful ଆନନ୍ଦମୟ
    charming ବିମୋହନକାରୀ
    elegant କମନୀୟ
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    She is ______
    a charming young woman
    charming young woman
    charming an young woman
    ମନ୍ଦିର ତାଙ୍କର ଉତ୍କୃଷ୍ଟ ନକାଶୀ ପାଇଁ ପ୍ରଶିଦ୍ଧ.
    • their
    • are known for
    • the
    • exquisite carvings.
    • a
    • temples
    'ମତେ ଆପଣଙ୍କର ରାନ୍ଧିବା ର ନିପୁଣତା ର ପ୍ରଶଂସା କରିବାକୁ ପଡିବ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
    I must compliment you on your cooking
    I must complimenting you on your cooking
    I am must compliment you on your cooking
    I am compliment you on your cooking
    ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.
    Thank you for ______
    your compliment
    compliment
    yours compliment
    your complimenting
    ଆପଣଙ୍କର ଦୟାଶିଳ କଥା ପାଇଁ ଧନ୍ୟବାଦ.
    • to
    • Thank you
    • for
    • kind
    • your
    • words.
    ଡାଏଲଗ୍ ଶୁଣନ୍ତୁ
    Hey Sachin, I saw your photo on Facebook.
    ହେ ସଚିନ୍, ମୁଁ ତୁମ ଛବି ଫେସବୁକ୍ ରେ ଦେଖିଲି.


    You did?
    ତୁମେ ଦେଖିଲ?


    Yes! What a lovely photo! Where was it taken?
    ହଁ ! ବହୁତ ସୁନ୍ଦର ଛବି, କେଉଁଠାରେ ଉଠା ହେଇ ଥିଲା?


    It was taken in Kashmir
    ଏହିଟା କାଶ୍ମିର ରେ ଉଠା ହେଇ ଥିଲା.


    Wow, the place looks incredible
    ବାଃ ! ସେହି ଜାଗା ଟା ଅତୁଲ୍ୟ ଦେଖା ଯାଉଛି.


    It is! It is one of the most beautiful places on earth!
    ହଁ ! ସେହିଟା ହେଉଛି ଦୁନିଆ ର ସବୁଠାରୁ ସୁନ୍ଦର ସ୍ଥାନ ମଧ୍ୟ ରୁ ଗୋଟେ!


    And your daughter looks really cute in all the pictures!
    ଏବଂ ଆପଣଙ୍କ ଝିଅ ସବୁ ଛବି ଗୁଡିକ ରେ ବହୁତ ଗୁଲୁଗୁଲିଆ ଦେଖା ଯାଉଛି.


    Thank you so much for your compliment.
    ଆପଣଙ୍କ ପ୍ରଶଂସା ପାଇଁ ଧନ୍ୟବାଦ.


    ଡାଏଲଗ୍ ଶୁଣନ୍ତୁ
    Hey Pooja, is that painting over there made by you?
    ହେ ପୂଜା, ସେହି ଚିତ୍ର ଟା କଣ ତୁମେ ବନେଇଛ?


    Yes, it is.
    ହଁ.


    Wow! It looks exquisite. I did not know you were so talented.
    ବାଃ ! ଉତ୍କୃଷ୍ଟ ଦେଖା ଯାଉଛି. ତୁମେ ଏତେ ପ୍ରତିଭାଶାଳୀ ବୋଲି ମୁଁ ଜାଣିନଥିଲି.


    Thank you so much. That's rather kind.
    ଆପଣଙ୍କୁ ବହୁତ ଧନ୍ୟବାଦ.


    I love the vibrant colors. I think you have great taste.
    ମତେ ଏହାର ସ୍ପନ୍ଦିତ ରଙ୍ଗ ଗୁଡିକ ପସନ୍ଦ ଆସିଲା. ମତେ ଲାଗୁଛି ଆପଣଙ୍କ ପସନ୍ଦ ବହୁତ ଭଲ.


    Thanks a lot. I have also designed this saree. What do you think about it?
    ବହୁତ ଧନ୍ୟବାଦ. ମୁଁ ଏହି ଶାଢୀ ଟା ମଧ୍ୟ ଡିଜାଇନ୍ କରିଛି. ଏହା ବିଷୟରେ ଆପଣଙ୍କର ମତ କଣ ?


    I think it looks really elegant. Great job!
    ମତେ ଲାଗୁଛି, ଏହିଟା ବହୁତ କମନିୟ ହେଇଛି. ବହୁତ ଖୁବ୍!


    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ