ମୋର ପ୍ରିୟ ପୋଷାକ
try Again
Tip1:hello
Lesson 144
ମୋର ପ୍ରିୟ ପୋଷାକ
ଡାଏଲଗ୍ ଶୁଣନ୍ତୁ
Hey Ankit, are you invited for the party at Rama's place?
ହେ ଅନ୍କିତ୍ ! କଣ ତୁମକୁ ରାମ ଘର ପାର୍ଟୀ କୁ ଆମନ୍ତ୍ରିତ କରା ଯାଇଛି?


Yes, I am. What are you going to wear?
ହାଁ, କରଯାଇଛି. ତୁମେ କଣ ପିନ୍ଧିଵ ?


Perhaps a pair of jeans and a t-shirt. I feel very comfortable in them.
ସମ୍ଭବତଃ, ଜିନ୍ସ୍ ଓ ଟି-ଶର୍ଟ୍. ମତେ ଆରାମଦାୟକ ଲାଗେ.


I'd prefer wearing a pair of trousers with a pullover. It will be quite cold that night.
ମୁଁ ସ୍ବେଟର ସହିତ ପ୍ୟାନ୍ଟ୍ ପିନ୍ଧିବା ପସନ୍ଦ କରିବି. ସେହି ରାତିରେ ବହୁତ ଥଣ୍ଡା ହେବ.


Yes, I will wear a jacket as well.
ହାଁ , ମୁଁ ମଧ୍ୟ ଜ୍ୟାକେଟ୍ ପିନ୍ଧିବି.


Cool! I have a lot of colorful shoes but I rarely wear them.
ବହୁତ ବଢିଆ! ମୋର ପାଖରେ ଅଲଗା-ଅଲଗା ରଙ୍ଗ ର ଯୋତା ଅଛି, କିନ୍ତୁ ମୁଁ ସେଗୁଡିକ ବହୁତ କମ ପିନ୍ଧିଛି .


I often wear shoes in winters.
ମୁଁ ସାଧାରଣତଃ ଶୀତ ଦିନରେ ଜୋତା ପିନ୍ଧେ.


Ok, See you at the party then!
ଠିକ୍ ଅଛି. ପାର୍ଟୀ ରେ ଦେଖା ହେବ.


Yes, see you soon.
ହାଁ, ଜଲ୍ଦୀ ହି ଦେଖା ହେବ.


ଟିପ୍
A pair of trousers = ହଳେ ପ୍ୟାନ୍ଟ୍
A pair of shorts = ହଳେ ଶର୍ଟ୍ସ୍
ଯେଉଁ ଲୁଗା /କପଡା ରେ ଏକା ଭଲିଆ ଦୁଇଟା ଭାଗ ଅଛି. ସେହିଥରେ, ସାଧାରଣତଃ 'a pair' ଲଗା ଯାଏ.
'ମୁଁ ପ୍ରାୟଃ ଟ୍ରାଉଜର୍ସ/ପ୍ୟାନ୍ଟ୍ ପିନ୍ଧେ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
I usually wear trousers.
I usually wear trouser.
I rarely wear trousers.
I never wear trousers.
'ଆମେ କେବେ କେବେ ୱୁଲେନ୍ (ପଶମୀ) ପୋଷାକ ପିନ୍ଧୁ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
We often wear woolen clothes.
We sometimes wears woolen clothes.
We sometimes wear woolen clothes.
We often wears woolen clothes.
'କଣ ଆପଣ ପ୍ରାୟଃ ଏହି ଶର୍ଟ୍ ଟା ପିନ୍ଧନ୍ତି?' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
Does you oftenly wear this shirt?
Do you oftenly wear this shirt?
Does you often wear this shirt?
Do you often wear this shirt?
'ଗରମ ଦିନରରେ ଅଧିକାଂଶ ସମୟ ମୋଜାରୁ ଦୁର୍ଗନ୍ଧ ଆସେ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
Socks often stinks in summers.
Socks often stink in summers.
Socks rarely stinks in summers.
Socks rarely stink in summers.
'ମୋର ଅଧିକତମ ସାଙ୍ଗମାନେ ଏହା ପିନ୍ଧନ୍ତି.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
All of my friends wear this.
Most of my friend wear this.
Most of my friends wear this.
Most of my friends wears this.
ଡାଏଲଗ୍ ଶୁଣନ୍ତୁ
What kind of clothes do you prefer to wear?
ଆପଣଙ୍କୁ କେଉଁ ପ୍ରକାର ପୋଷାକ ପିନ୍ଧିବା ପସନ୍ଦ?


I like casual clothes. I usually wear a pair of shorts and a t-shirt. I don't like ties. What are your favorite clothes?
ମତେ ଆରାମଦାୟକ୍ ପୋଷାକ ପିନ୍ଧିବା ପସନ୍ଦ. ମୁଁ ସାଧାରଣତଃ ହଳେ ଶର୍ଟ୍ସ ଓ ଟି-ଶର୍ଟ୍ ପିନ୍ଧେ. ମତେ ଟାଏ ପିନ୍ଧିବାକୁ ଭଲ ଲାଗେ ନାହିଁ. ଆପଣଙ୍କ ପ୍ରିୟ ପୋଷାକ କଣ?


I like sarees. I often wear it to work.
ମତେ ଶାଢୀ ପସନ୍ଦ. ମୁଁ ଅଧିକାଂଶ ସମୟ କାର୍ଯ୍ୟ ସ୍ଥଳ କୁ ପିନ୍ଧିକି ଯାଏ.


Wow! Sarees looks beautiful.
ବଢିଆ ! ଶାଢୀ ବହୁତ ସୁନ୍ଦର ଦେଖା ଯାଏ.


Yes, I prefer softer fabrics in summers.
ହାଁ. ଗରମ ଦିନରେ ମୁଁ ନରମ ଲୁଗା ପିନ୍ଧିବାକୁ ବେସି ପସନ୍ଦ କରେ.


Me too, and I rarely wear socks in summers. They get sweaty.
ମୁଁ ମଧ୍ୟ, ଏବଂ ମୁଁ ଗରମ ଦିନରେ କୋଚିତ ମୋଜା ପିନ୍ଧେ. ସେଗୁଡା ଝାଳୁଆ ହେଇ ଯାଏ .


Yes, that's true.
ହଁ, ସତ କଥା.


'ଆଜିକାଲି ଟୋପି ପ୍ରଚଳିତ ହେଇଛି(ଫେସନ୍ ରେ ଅଛି).' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
Nowadays, caps are in fashion.
Nowadays, caps are in fashionable.
Nowadays, caps are in trendy.
Today, caps are in fashion.
'ଲୋକମାନେ ଖରାରୁ ବଞ୍ଚିବା ପାଇଁ କଳା ଚଷ୍ମା ପିନ୍ଧୁଛନ୍ତି.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
People wear shade to avoid sunshine.
People wear specs to avoid sunshine.
People wears shades to avoid sunshine.
People wear shades to avoid the sunshine.
'ମତେ ରଙ୍ଗମୟ ଜୋତା ପସନ୍ଦ. ' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
I like colourful shoes.
I like colourfull shoes.
I like colourful shoe.
I like colourfully shoes.
ଡାଏଲଗ୍ ଶୁଣନ୍ତୁ
Hello Ram, what do you wear usually?
ହେଲୋ ରାମ, ତୁମେ ସାଧାରଣତଃ କଣ ପିନ୍ଧ?


I usually wear black clothes and black boots.
ମୁଁ ସାଧାରଣତଃ କଳା ପୋଷାକ ଓ କଳା ଜୋତା ପିନ୍ଧେ.


But I like colourful dresses
କିନ୍ତୁ ମତେ ରଙ୍ଗମୟ ଲୁଗା ପସନ୍ଦ.


I often also wear a black coat
ମୁଁ ଅନେକ ସମୟରେ କଳା କୋଟ୍ ପିନ୍ଧେ.


But I often wear a red or an orange sweater
କିନ୍ତୁ ମୁଁ ଅଧିକାଂଶ ସମୟ ଲାଲ୍ କିମ୍ବା ନାରଂଗୀ ସ୍ବେଟର ପିନ୍ଧେ.


Your taste is quite different
ଆପଣଙ୍କ ପସନ୍ଦ ବହୁତ ଭିନ୍ନ.


Yes.
ହାଁ.


ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
What kind of clothes do you ______
oftenly
usually
sometimely
rare
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Do your clothes ______
stinking
stinked
stinks
stink
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
He ______
often wears
often wear
often weared
often wearing
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
We ______
sometimes avoiding
sometimes avoids
sometimes avoid
sometime avoid
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I usually ______
wears
wear
wearing
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I love wearing ______
woolen
woolens clothes
woolens
woollens
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Cotton clothes are ______
very comfortable
very comfortably
very comfortables
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
It's really ______
comfortably
comfi
comfort
comfortable
ମତେ ଜିନ୍ସ୍ ପିନ୍ଧିବା ପସନ୍ଦ.
ଦୁର୍ଗନ୍ଧ
=
!
ଶୁଣନ୍ତୁ
ଟିପ୍
ପରବର୍ତ୍ତୀ ଶବ୍ଦ