Hotel ବୁକ୍ କରିବା
try Again
Tip1:hello
Lesson 145
Hotel ବୁକ୍ କରିବା
ଡାଏଲଗ୍ ଶୁଣନ୍ତୁ
Hello, How May I help you?
ନମସ୍କାର/ହେଲୋ, ମୁଁ ଆପଣଙ୍କର କିଛି ସାହାଯ୍ୟ କରିପାରିବି କି?


Hello, Can you connect me to the Hotel reception?
ନମସ୍କାର/ହେଲୋ, କଣ ଆପଣ ମତେ ହୋଟେଲ୍ ରିସେପ୍ଶନ୍ କୁ କନେକ୍ଟ୍ର କରି ପାରିବେ କି?


Yes, Speaking.
ହଁ, କହୁଛି.


I want to book a room for the 10th and 11th of March.
ମୁଁ 10th ଓ 11th ମାର୍ଚ୍ ପାଇଁ ଗୋଟେ ରୁମ୍ ବୁକ୍ କରିବାକୁ ଚାହେଁ.


'ମୁଁ ଆପଣଙ୍କର କେମିତି ସାହାଯ୍ୟ କରି ପାରିବି?' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
How may I helping you?
How may I be help you?
How may I help you?
How may I helps you?
'କଣ ଆପଣ ମୋର କଥା ହୋଟେଲ୍ ରିସେପ୍ଶନ୍ ସହିତ କରେଇ ପାରିବେ କି?' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
Can you connecting me to the hotel reception?
Can you connect me to the hotel reception?
Are you connect me to the hotel reception?
Can you connect me the hotel reception?
ମୁଁ ଗୋଟେ ରୁମ୍ ବୁକ୍ କରିବାକୁ ଚାହୁଁଛି.
    • book
    • a room.
    • to
    • I
    • want
    • am
    'ଦୁଇ ଦିନ ପାଇଁ ଗୋଟେ ରୁମ୍ ବୁକ୍ କରି ଦିଅନ୍ତୁ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
    Book a room for 2 days.
    Book a room in 2 days.
    Book to a room for 2 days.
    Book for a room for 2 days.
    ଡାଏଲଗ୍ ଶୁଣନ୍ତୁ
    Do you want a room with a single bed or a double bed?
    ଆପଣଙ୍କୁ ଗୋଟେ ସିଂଗଲ୍ ବେଡ୍ ରୁମ୍ ଦରକାର ନ ଡବଲ୍ ବେଡ୍ ବାଲା?


    I want a room with a single bed.
    ମତେ ସିଂଗଲ୍ ବେଡ୍ ରୁମ୍ ଦରକାର.


    With an A.C.?
    A.C. ସହିତ?


    No, I want a room without an A.C.
    ନା, ମତେ ବିନା A .C ବାଲା ରୁମ୍ ଦରକାର.


    'ଗୋଟେ A .C ବାଲା ରୁମ୍.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
    A room with an A.C.
    A room in an A.C.
    A room at an A.C.
    A room from an A.C.
    ମତେ ଗୋଟେ ବିନା A.C. ବାଲା ରୁମ୍ ଦରକାର.
    • I want
    • an A.C.
    • a
    • without
    • room
    • with
    'ଆପଣଙ୍କୁ ରୁମ୍ କେତେ ଦିନ ପାଇଁ ଦରକାର?' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?
    How many days do you need the room for?
    How much days do you need the room for?
    ଡାଏଲଗ୍ ଶୁଣନ୍ତୁ
    What is the tariff for this room?
    ଏହି ରୁମ୍ ର ଭଡା କେତେ?


    The tariff is 500 rupees a night plus taxes.
    ଗୋଟେ ରାତିର 500 ଟଙ୍କା, ତା ଉପରେ ଟାକ୍ସ୍ .


    Is breakfast included?
    କଣ ଜଳଖିଆ ସହିତ?


    Yes, breakfast is included.
    ହଁ, ଜଳଖିଆ ସହିତ.


    ରୁମ୍ ର ଭଡା କେତେ?
    • Tariff?
    • room's
    • is the
    • of
    • what
    • tariffs?
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    Is breakfast ______
    is include?
    included?
    includes?
    to included?
    କେବଳ ଜଳଖିଆ ସହିତ ଅଛି.
    • included.
    • only
    • is
    • breakfast
    • includes
    • include.
    ଡାଏଲଗ୍ ଶୁଣନ୍ତୁ
    What is the check-out time?
    ରୁମ୍ ଖାଲି କରିବା ସମୟ କେତେ ବେଳେ?


    It is 12 noon.
    ଅପରାହ୍ନ 12 ବେଳେ


    Ok, do you have an internet connection?
    ଠିକ୍ ଅଛି, କଣ ଆପଣଙ୍କ ପାଖରେ ଇଣ୍ଟରନେଟ୍ କନେକ୍ସନ୍ ଅଛି?


    Yes Sir, we have free Wi-Fi.
    ହଁ ସାର, ଆମ ପାଖରେ ଫ୍ରି Wi-Fi ଅଛି.


    'ରୁମ୍ ଖାଲି କରିବା ସମୟ କେତେ ବେଳେ?' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
    What is the check-out time?
    What is the check-in time?
    What is the check time?
    What is the checking time?
    ରୁମ୍ ଖାଲି କରିବା ସମୟ ଅପରାହ୍ନ 12 ବେଳେ.
    • check-out
    • is
    • 12
    • time
    • noon.
    • The
    କଣ ଆପଣଙ୍କ ପାଖରେ ଇଣ୍ଟରନେଟ୍ କନେକ୍ସନ୍ ଅଛି?
    ହଁ, ଆମ ପାଖରେ ମାଗଣା Wi-Fi ଅଛି.
    • Wi-Fi.
    • Yes,
    • the
    • free
    • We have
    • We is
    ଡାଏଲଗ୍ ଶୁଣନ୍ତୁ
    What is your name?
    ଆପଣଙ୍କ ନାଁ କଣ?


    My name is Ram Gupta
    ମୋର ନାଁ ହେଉଛି Ram Gupta.


    Will you pay by cash or card?
    ଆପଣ ପେମେଂଟ୍ ନଗଦ ଟଙ୍କା ରେ କରିବେ ନା କାର୍ଡ଼ ରେ?


    I will pay by cash
    ମୁଁ ନଗଦ ଟଙ୍କା ଦେବି .


    When will you make the payment?
    ଆପଣ ପେମେଂଟ୍ କେବେ କରିବେ?


    I will come tomorrow and pay, will that be fine?
    ମୁଁ କାଲି ଆସିକି ପେମେଂଟ୍ କରିବି. କଣ ସେଇଟା ଠିକ୍ ରହିବ?


    Ok, Mr. Gupta, see you tomorrow, have a nice day!
    ଠିକ୍ ଅଛି, Mr. Gupta ଆପଣଙ୍କ ସହିତ କାଲି ଦେଖା ହେବ. ଆପଣଙ୍କ ଦିନ ମଂଗଳମୟ ହେଉ.


    'ଆପଣ ପେମେଂଟ୍ କେମିତି କରିବେ?' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
    How will you make the payment?
    How do you make the payment?
    How are you make the payment?
    How will you payment?
    ମୁଁ ନଗଦ ଟଙ୍କା ଦେବି.
    ମୁଁ କାଲି ପେମେଂଟ୍ କରି ଦେବି.
    • I will
    • tomorrow.
    • I am
    • the
    • make
    • payment
    ଆପଣଙ୍କ ଦିନ ମଂଗଳମୟ ହେଉ.
    • a
    • day.
    • nice
    • do
    • have
    • Are
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ