Confusing words: Accept, except, expect
try Again
Tip1:hello
Lesson 146
Confusing words: Accept, except, expect
ଟିପ୍
=
Accept = ଏହି କ୍ରିୟା, ଆମେ ସ୍ୱୀକାର କରିବା ପାଇଁ, ହଁ କହିବା ପାଇଁ କିମ୍ବା ଗ୍ରହଣ କରିବା ରୁପରେ ବ୍ୟବହାର କରୁ.
Neha will accept your proposal = ନେହା ତୁମର ପ୍ରସ୍ତାବ କୁ ସ୍ୱୀକାର କରିବ.
ଏହି ବାକ୍ୟ ରେ କ୍ରିୟା 'to accept' ର ଅର୍ଥ ହେଉଛି ସ୍ୱୀକାର କରିବା.
ଟିପ୍
=
Except = କୁ ଛାଡ଼ି/ବ୍ୟତିତ
He bought a gift for everyone except me = ସେ ମୋ ଛଡା ଆଉ ସମସ୍ତଙ୍କ ପାଇଁ ଉପହାର କିଣିଲା.
ଏହି ବାକ୍ୟ ରେ 'except' ର ଅର୍ଥ ହେଉଛି, ଜଣଙ୍କୁ ଛାଡି, ଆଉ ସମସ୍ତଙ୍କ ପାଇଁ.
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I do not ______
except
accept
accepting
excepting
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I know everyone here ______
except
accept
expect
accepting
'ମୁଁ ପୁରା ଟିମ୍ ପକ୍ଷରୁ ଏହି ପୁରସ୍କାର ଟା ସ୍ୱୀକାର କରୁଛି.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
I expect this award on behalf of the whole team
I accept this award on behalf of the whole team.
I accepted this award on behalf of the whole team.
I except this award on behalf of the whole team.
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Do you ______
accept
except
accepted
excepted
'ମୋ ଛଡା ସମସ୍ତେ ଫଳ ଖାଇଲେ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
Everyone ate fruits, accepting me.
Everyone ate fruits, accept me.
Everyone ate fruits, except me.
Everyone ate fruits, excepted me.
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I can't ______
except
accepting
accept
excepting
କୃପା କରି ମୋର ତ୍ୟାଗପତ୍ର ସ୍ୱୀକାର କରନ୍ତୁ.
    • except
    • please
    • resignation
    • accept
    • expect
    • my
    ସେ ନିଳ ବ୍ୟାଗ୍ ଛଡା ସବୁ ବ୍ୟାଗ୍ ନେଇ ଗଲା.
    • took all
    • she
    • the bags
    • except
    • expect
    • the blue one.
    ସେ ନିଜ ଭୁଲ ସ୍ୱୀକାର କରି ନେଲା.
    • excepted
    • accepted
    • she
    • her
    • mistakes.
    • expected
    'ତୁମ ଛଡା ସମସ୍ତେ ପାର୍ଟୀ ରେ ଆସିଥିଲେ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
    Everyone came to the party expect you.
    Everyone came to the party accept you.
    Everyone came to the party expected you.
    Everyone came to the party except you.
    ମୁଁ ନିଜ ଦଣ୍ଡ ସ୍ୱୀକାର କରୁଛି.
    • I
    • my
    • accept
    • punishment.
    • except
    • expect
    'କଣ ଆପଣ ଏହି ସିଦ୍ଧାଂତ କୁ ମାନନ୍ତି?' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
    Do you except this theory?
    Do you accept this theory?
    Do you expect this theory?
    Do you aspect this theory?
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    She ______
    accepting
    except
    accept
    accepted
    ମୁଁ ଏହିଟା ଭାଙ୍ଗିଛି ବୋଲି ସ୍ବୀକାର କରୁଛି.
    • accept
    • I
    • I broke
    • this.
    • except
    • that
    ଟିପ୍
    =
    'Except' ର ବ୍ୟବହାର 'ଏହା ଛଡା' କହିବାକୁ କରାଯାଏ.
    He never calls me, except to borrow money. = ପଇସା ଧାର ନେବା ଛଡା, ସେ ମତେ କେବେ କଅଲ୍ କରେ ନାହିଁ.
    ଏହି ବାକ୍ୟରେ 'except' ର ଅର୍ଥ ହେଉଛି 'ଛଡା'.
    'ଯଦି ମତେ ମାଚ୍ଛ ଠାରୁ ଡର ନ ଲାଗନ୍ତା, ତାହାଲେ ମୁଁ ପହଁରିବାକୁ ଯାଆନ୍ତି.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
    I would go swimming, except I am scared of fishes.
    I would go swimming, accept I am scared of fishes.
    I would go swimming, expect I am scared of fishes.
    I would go swimming, aspect I am scared of fishes.
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    I did not ______
    except
    accepted
    accepting
    expect
    ପିଲା ମାନଙ୍କ ଛଡା, ସମସ୍ତଙ୍କ ଠାରୁ ଗୋଟେ ପ୍ରବେଶ ଖର୍ଚ ନିଆ ଯାଏ.
    • for everyone except
    • for everyone accept
    • is charged
    • an entry fee
    • for everyone expect
    • children
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    I ______
    except
    accept
    accepting
    excepting
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ