Airport ରେ କଥା ହେବା
try Again
Tip1:hello
Lesson 147
Airport ରେ କଥା ହେବା
What time=କେତେଟା ବେଳେ
is=ଅଛି
the next flight=ପରବର୍ତ୍ତୀ ଫ୍ଲାଇଟ୍
to Mumbai?=ମୁମ୍ବଈ ପାଇଁ
'ଦିଲ୍ଲୀ ପାଇଁ ପରବର୍ତ୍ତୀ ଉଡାଣ କେତେ ବେଳେ?' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
What time is next flight to Delhi?
When time is the next flight to Delhi?
What time is the next flight to Delhi?
What time is the next flight from Delhi?
'ମୁଁ କାଲି (ଉଡା ଜହାଜ ରେ) ଦିଲ୍ଲୀ ଯାଉଛି.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
I am flying to Delhi tomorrow.
I am flying at Delhi tomorrow.
I am flying in Delhi tomorrow.
I am flying from Delhi tomorrow.
'ଦିଲ୍ଲୀ ରୁ ମୁମ୍ବଈ ପାଇଁ ଟିକେଟ୍ ର ଦାମ୍ କେତେ?' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
How many are the ticket from Delhi to Mumbai?
How much is the ticket from Delhi to Mumbai?
How much the ticket from Delhi to Mumbai?
How much is the ticket to Delhi from Mumbai?
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I ______
am have two bags for
have two bags for
'କୃପା କରି ସୁରକ୍ଷା ଯାଞ୍ଚ ପାଇଁ ଆଗକୁ ବଢନ୍ତୁ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
Please proceed for the security check.
Please to proceed for the security check.
Please proceed the security check.
Please proceed in the security check.
ଟିପ୍
Arrival = ଆଗମନ/ଆସିବା
Departure = ପ୍ରସ୍ଥାନ/ଯିବା
ଫ୍ଲାଇଟ୍ ସକାଳ 8ଟା ବେଳେ ଆସିଯିବ/ଆଗମନ କରିବ.
    • at 8 AM.
    • will
    • The flight
    • depart
    • arrive
    • is
    'ମୋର ଫ୍ଲାଇଟ୍ ର ପ୍ରସ୍ଥାନ ବିଳମ୍ବିତ ହେଇ ଗଲା. ' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
    My flight's departure has been delayed.
    My flight's arrival has been delayed.
    My flight's departure is been delayed.
    My flight's arrival is been delayed.
    ପ୍ରସ୍ଥାନ
    ଟିପ୍
    ମୋର ଫ୍ଲାଇଟ୍ 30 ମିନିଟ୍ ବିଳମ୍ବିତ ହେଇଛି. = My flight is delayed by 30 minutes.
    Delay = ବିଳମ୍ବ
    Delayed = ବିଳମ୍ବିତ.
    =
    ଯେତେ ବେଳେ କ୍ରିୟା ର ବିଶେଷଣ ରୁପ ବ୍ୟବହାର କରା ଯାଏ, ସେତେ ବେଳେ ସେହି ରୁପ କୁ 'past participle' କୁହା ଯାଏ.
    ମୋର ଫ୍ଲାଇଟ୍ ଦୁଇ ଘଣ୍ଟା ବିଳମ୍ବିତ ହେଇଛି.
    • My flight
    • delayed
    • is
    • delay
    • 2 hours.
    • by
    'ଭାରୀ ଟ୍ରାଫିକ୍ ଯୋଗୁ ମୁଁ ଫ୍ଲାଇଟ୍ ମିସ୍ କରି ଦେଲି. ' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
    I missed the flight because of heavy traffic.
    I caught the flight because of heavy traffic.
    I am missed the flight because of heavy traffic.
    I miss the flight because of heavy traffic.
    କୁହୁଡି ଯୋଗୁ ମୋର ଫ୍ଲାଇଟ୍ ବିଳମ୍ବିତ ହେଇ ଗଲା.
    • My flight
    • fog.
    • delayed due to
    • delayed because to
    • got
    • was got
    ମୋର ଫ୍ଲାଇଟ୍ 6 ଟା ବେଳେ ପହଁଚିବ.
    • is
    • depart
    • arrive
    • at 6.
    • my flight
    • will
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    I ______
    am late to
    am late for
    am late at
    window seat ଝରଖା ସିଟ୍
    middle seat ମଝି ସିଟ୍
    aisle seat ଗଳି ର ସିଟ୍
    ମୁଁ ଝରଖା ପାଖ ସିଟ୍ ଟା ପସନ୍ଦ କରିବି.
    • would like
    • window
    • aisle
    • seat.
    • a
    • I
    ଡାଏଲଗ୍ ଶୁଣନ୍ତୁ
    Hello, I want to check in for the 8 AM flight.
    ହେଲୋ, ମତେ 8 ଟା ବେଳର ଫ୍ଲାଇଟ୍ ପାଇଁ ଚେକ୍ ଇନ୍ କରିବାର ଅଛି.


    Where are you flying to?
    ଆପଣ କେଉଁଠା କୁ ଯାଉଛନ୍ତି?


    To Delhi. Here's my ticket.
    ଦିଲ୍ଲୀ କୁ. ଏହି ନିଅନ୍ତୁ ମୋର ଟିକେଟ୍.


    Thanks. Can I see your ID please?
    ଧନ୍ୟବାଦ, କଣ ମୁଁ ଆପଣଙ୍କର ଆଇ.ଡି ଦେଖିପାରିବି?


    Sure, here it is. I would like a window seat please
    ନିଶ୍ଚୟ, ଏହି ନିଅନ୍ତୁ. ମୁଁ ଝରଖା ପାଖ ସିଟ୍ ପସନ୍ଦ କରିବି.


    Okay.
    ହଉ.


    Is the flight on time?
    ଫ୍ଲାଇଟ୍ ଠିକ୍ ସମୟରେ ଅଛି?


    Yes, it is. Do you have any check-in baggage?
    ହଁ, ଅଛି. କଣ ଆପଣଙ୍କ ପାଖରେ କିଛି ଚେକ୍-ଇନ୍ ବ୍ୟାଗ୍ ଅଛି?


    Yes. I have two check-in bags.
    ହଁ. ମୋ ପାଖରେ ଦୁଇଟା ଚେକ୍-ଇନ୍ ବ୍ୟାଗ୍ ଅଛି.


    ମୁଁ ନିରାମିଷ ଭୋଜନ ପସନ୍ଦ କରିବି.
    • vegetarian meal.
    • a
    • prefer
    • I am
    • I would
    • I can
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ