ଏହିଟା ପ୍ରଥମ ଥର ହେଲା, ଏହିଟା ଶେଷ ଥର ହେଲା
try Again
Tip1:hello
Lesson 149
ଏହିଟା ପ୍ରଥମ ଥର ହେଲା, ଏହିଟା ଶେଷ ଥର ହେଲା
When=କେବେ
was=ଥିଲା
the first time=ପ୍ରଥମ ଥର
When=କେବେ
was=ଥିଲା
the last time=ଶେଷ ଥର
ଟିପ୍
First time = ପ୍ରଥମ ଥର

Last time
= ଅନ୍ତିମ ଥର/ଶେଷ ଥର
First time, last time ପୁର୍ବରୁ 'the' ଲାଗେ.
'ତୁମେ ଶେଷ ଥର ଦିଲ୍ଲୀ କେବେ ଯାଇଥିଲ?' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
When was the last time you went to Delhi?
When was the first time you went to Delhi?
When was the before time you went to Delhi?
When was the latest time you went to Delhi?
'ତୁମେ ପ୍ରଥମ ଥର କୌଣସି ଭିଡ଼ିଓ କେବେ ଦେଖିଥିଲ?' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
When was the last time you watched a video?
When was the one time you watched a video?
When was the first time you watched a video?
When was the time you watched a video?
'ତୁମେ ଶେଷ ଥର ବସ୍ ରେ କେବେ ଯାଇଥିଲ?' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
When was the latest time you went on a bus?
When is the last time you went on a bus?
When was the first time you went on a bus?
When was the last time you went on a bus?
'ତୁମେ ତାକୁ ଶେଷ ଥର କେବେ ଦେଖିଥିଲ?' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
When was the last time you saw him?
When was the last time you seed him?
When is the last time you saw him?
When was the last time you seen him?
'ତୁମେ ତା ସାଙ୍ଗରେ ପ୍ରଥମ ଥର କେବେ ଦେଖା କରିଥିଲ?' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
What was the first time you met her?
When was the first time you met her?
When was the first time you meet her?
When was the first time you meeted her?
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
When ______
is
was
were
are
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
When was the last time you  ______
go
went
gone
are going
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
When was the first time you ______
drive
driven
drove
drived
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
______
What
Why
Where
When
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
When was the ______
lastest time
last time
before time
ତୁମର ପ୍ରଥମ ସ୍କୂଲ୍ ର ନାମ କଣ ଥିଲା?
    • the name
    • first school?
    • what
    • of your
    • was
    • one
    କେଉଁ ବ୍ୟକ୍ତି ଚନ୍ଦ୍ର ଉପରେ ପ୍ରଥମ ଥର ପାଇଁ ପାଦ ପକେଇଥିଲା?
    • on the moon?
    • to landed
    • to land
    • the first person
    • who was
    • the one person
    ସେମାନେ ତାକୁ ଶେଷ ଥର କେଉଁଠାରେ ଦେଖିଥିଲେ?
    • they
    • see
    • where did
    • last time?
    • saw
    • her
    ସେ ପ୍ରଥମ ଥର କେବେ କଥା କହିଥିଲା?
    • she
    • the first time
    • speak?
    • speaking?
    • when was
    • spoke?
    ସେ(ପୁଲିଂଗ) ଶେଷ ଥର କେବେ କାନ୍ଦି ଥିଲା?
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ