ନିର୍ଦ୍ଧେଶ ଦବା ଶିଖନ୍ତୁ
try Again
Tip1:hello
Lesson 15
ନିର୍ଦ୍ଧେଶ ଦବା ଶିଖନ୍ତୁ
ଟିପ୍
Sit down = ବସି ଯାଆନ୍ତୁ / ବସନ୍ତୁ
Stand up = ଠିଆ ହେଇ ଜାଆନ୍ତୁ / ଠିଆ ହୁଅନ୍ତୁ

1: ଆମେ କୌଣସି ଆଜ୍ଞା କିମ୍ବା ନିର୍ଦ୍ଦେଶ ଦେବା ପାଇଁ, ସାମାନ୍ୟ ବର୍ତମାନ କାଳ ର ପ୍ରୟୋଗ କରୁ.

2: ଇଂରାଜୀ ରେ ଏକ ଆଜ୍ଞା କିମ୍ବା ନିର୍ଦ୍ଦେଶ, କୁ ଭିନ୍ନ-ଭିନ୍ନ ସ୍ତର ରେ ଦିଆ ଯାଏ. ଏହି ସ୍ତର ଗୁଡିକ ସ୍ପଷ୍ଟ, ବିନମ୍ର କିମ୍ବା ସଂକୋଚ-ଜନକ ହୋଇ ପାରେ. ବର୍ତ୍ତମାନ ପାଇଁ, ଆମେ ସ୍ପଷ୍ଟ/ସିଧା ରୁପ ଉପରେ କେନ୍ଦ୍ରିତ ରହିବା, ଓ ବାକି ପାଠ ପରେ ପଢିବା.
Sit=ବସି
down=ଜାଅ
ଇଂରାଜୀ ରେ ଅନୁବାଦ କରନ୍ତୁ
ବସି ଯାଆନ୍ତୁ
Stand=ଠିଆ
up=ଉପର
'ଠିଆ ହେଇ ଯାଆନ୍ତୁ ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. (1 ବିକଳ୍ପ ବାଛନ୍ତୁ);
Standing
Stand up
Stand down
Stood
Turn off=ବନ୍ଦ କରିବା / କର
the=(ଆର୍ଟିକଲ୍)
ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Turn off ______
a
an
the
Open=ଖୋଲ / ଖୋଲିବା
the=(ଆର୍ଟିକଲ୍)
Close=ବନ୍ଦ କରିବା
the=(ଆର୍ଟିକଲ୍)
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
______
Turn
Close
Turn off
ଇଂରାଜୀ ରେ ଅନୁବାଦ କରନ୍ତୁ
ଝରଖା ଖୋଲନ୍ତୁ
Close=ବନ୍ଦ କରନ୍ତୁ
your=ଆପଣଙ୍କର
'ଆଖି ବନ୍ଦ କରନ୍ତୁ ' ର ଇଂରାଜୀ ରେ ସଠିକ୍ ଅନୁବବାଦ ର ଚୟନ କରନ୍ତୁ. (1 ବିକଳ୍ପ ବାଛନ୍ତୁ);
Turn off your eyes
Eyes closed
Close your eyes
Eyes close
ଝରଖା ବନ୍ଦ କରନ୍ତୁ
    • the
    • windows
    • is
    • close
    • to
    • turn off
    Open=ଖୋଲିବା / ଖୋଲ
    your=ଆପଣଙ୍କର
    'ମୁହଁ/ପାଟି ଖୋଲ ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. (1ବିକଳ୍ପ ବାଛନ୍ତୁ);
    Mouth open
    Eyes open
    Opens your mouth
    Open your mouth
    Listen=ସୁଣିବା/ସୁଣନ୍ତୁ
    to=କୁ
    the=(ଆର୍ଟିକଲ୍)
    ସଂଗୀତ (କୁ) ସୁଣନ୍ତୁ
    • the
    • music
    • listen
    • listening
    • to
    କବାଟ/ଦୁଆର ଖୋଲନ୍ତୁ
    • the
    • door
    • open
    • is
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ