ଖେଳ, ବ୍ୟାୟାମ ଓ ପ୍ରିୟ କାମ : Go, do, play ର ବ୍ୟବହାର
try Again
Tip1:hello
Lesson 150
ଖେଳ, ବ୍ୟାୟାମ ଓ ପ୍ରିୟ କାମ : Go, do, play ର ବ୍ୟବହାର
go do play
riding aerobics badminton
jogging gymnastics tennis
cycling taekwondo football
fishing judo basketball
sailing karate chess
running kung-fu cricket
skiing a crossword puzzle board games
skating exercise rugby
swimming yoga hockey
dancing athletics baseball
bowling archery volleyball
ଟିପ୍
How often do you play tennis? = ଆପଣ ଟେନିସ୍ କେତେ ଥର ଖେଳନ୍ତି?

'Play' ସେହି ଖେଳ ପାଇଁ ପ୍ରୟୋଗ କରାଯାଏ ଯାହା:

1) ବଅଲ୍ ସହିତ ଖେଳା ଯାଏ

2) କେଉଁ ପ୍ରତିଯୋଗୀ ବିରୁଦ୍ଧ ରେ ଖେଳା ଯାଏ

3) କୌଣସି ଟିମ୍ ବିରୁଦ୍ଧ ରେ ଖେଳା ଯାଏ.
=
ଟିପ୍
I go jogging every morning = ମୁଁ ପ୍ରତିଦିନ ସକାଳେ ଦୌଡିବାକୁ ଯାଏ.

'Go' ସେହି ଖେଳ ଏବଂ କାର୍ଯ୍ୟବାହୀ ସହିତ ବ୍ୟବହାର କରାଯାଏ :

1) ଯାହା ନାମ ଶେଷରେ -'ing' ଲାଗେ ଯେପରି swimming, dancing, running etc. ଓଡିଆ ରେ ଆମେ ଏହି ଖେଳ ନାମ ପରେ 'ଯାଉଛି' ଲଗାଉ (ଦୌଡିବାକୁ ଯାଉଛି, ପହଁରିବାକୁ ଯାଉଛି).
=
ଟିପ୍
Sachin does Yoga every day = ସଚିନ୍ ପ୍ରତିଦିନ ଯୋଗ କରେ.

'Do' ଶବ୍ଦ ଟା ଟିମ୍ ନ ଥିବା ର ଖେଳ ଗୁଡିକ ପାଇଁ ପ୍ରୟୋଗ କରାଯାଏ. ଯେପରି Yoga, Judo, Karate, Aerobics etc. ଓଡିଆ ରେ ଏହି ଖେଳ ନାମ ପରେ ଆମେ ସାଧାରଣତଃ 'କରୁଛି' ଲଗାଉ (ଯୋଗ କରୁଛି, ଜୁଡୋ କରୁଛି)
=
'Does', 3rd person (singular) ସହିତ ଲାଗେ.
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I ______
play
do
go
playing
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
They like to ______
go
play
playing
going
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I ______
play
go
do
doing
କାହିଁ ନା ଆମେ କ୍ରିକେଟ୍ ଖେଳିବା.
    • go
    • why don't we
    • play
    • why aren't we
    • do
    • cricket?
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    I ______
    play
    have
    go
    going
    'Skiing' ର ସହିତ କେଉଁ କ୍ରିୟା ର ପ୍ରୟୋଗ ହୁଏ?
    Play
    Go
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    I ______
    go
    do
    play
    'ମତେ ବୋଲିଂଗ୍ ଯିବା ପସନ୍ଦ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
    I like to go bowling.
    I like to bowling.
    I like to play bowling.
    I like to seeing bowling.
    'ମତେ କମ୍ପୁଟର ଗେମ୍ସ୍ ଖେଳିବା ପସନ୍ଦ ନୁହେଁ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?
    I don't like playing computer games
    I don't like doing computer games
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    He used to ______
    play
    go
    went
    gone
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    I am ______
    going
    doing
    playing
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    They usually ______
    do
    go
    play
    playing
    'ନେହା ଏବଂ ଅକ୍ଷୟ କରାଟେ କରନ୍ତି.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ?;
    Neha and Akshay play Karate.
    Neha and Akshay do Karate.
    Neha and Akshay go Karate.
    Neha and Akshay playing Karate.
    'Exercise' ର ସହିତ କେଉଁ କ୍ରିୟା ର ପ୍ରୟୋଗ ହୁଏ?;
    do
    doing
    see
    play
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    I heard that you ______
    play
    go
    do
    doing
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ