Narrating a past story (past continuous tense practice)
try Again
Tip1:hello
Lesson 151
Narrating a past story (past continuous tense practice)
ଡାଏଲଗ୍ ଶୁଣନ୍ତୁ
Hello Ramaa, what were you doing yesterday?
ହେଲୋ ରମା, ତୁମେ ଗତ କାଲି କଣ କରୁଥିଲ?


I was at a mall, shopping.
ହେ, ମୁଁ ମଅଲ୍ ରେ ଶପିଂ କରୁଥିଲି.


Oh! I was there as well! I was waiting for my friends to come.
ଓଃ ! ମୁଁ ମଧ୍ୟ ସେଠାରେ ଥିଲି ! ମୁଁ ମୋ ସାଙ୍ଗ ମାନଙ୍କର ଆସିବା ପାଇଁ ଅପେକ୍ଷା କରୁଥିଲି.


Really? It was raining when I was there.
ସତରେ ? ମୁଁ ସେଠାରେ ଥିଲା ସମୟ ରେ ବର୍ଷା ହେଉଥିଲା.


Yes, we were also enjoying the weather.
ହଁ, ଆମେ ମଧ୍ୟ ପାଗ ର ଆନନ୍ଦ ନେଉ ଥିଲୁ.


Everyone was wearing raincoats.
ସମସ୍ତେ ରେନକୋଟ୍ ପିନ୍ଧି ଥିଲେ.


'ମୁଁ ଘରେ ପହଞ୍ଚିଲା ବେଳକୁ ପିଲା ମାନେ ଖେଳୁ ଥିଲେ.' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ.;
When I reached home, the children were playing.
When I reached home, the children was playing.
When I reached home, the children are playing.
When I reached home, the children is playing.
'ଆମର ସାଙ୍ଗ ମାନେ ଆମର ଅପେକ୍ଷା କରୁ ଥିଲେ.' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ.;
Our friends was waiting for us.
Our friends are waiting for us.
Our friends is waiting for us.
Our friends were waiting for us.
'ଯେତେ ବେଳେ ରମେଶ୍ ପହଞ୍ଚିଲା ସେତେ ବେଳେ ବର୍ଷା ହେଉ ଥିଲା.' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ.;
When Ramesh came, it rained outside.
When Ramesh came, it were raining outside.
When Ramesh came, it was raining outside.
When Ramesh came, it was rained outside.
'ତୁମେ ଗତ ଶନିବାର ଓ ରବିବାର କଣ କରୁଥିଲ?' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
What were you do last weekend?
What were you doing last weekend?
What did you do last weekend?
What are you doing last weekend?
ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Where ______
was you
were you
did you
are you
ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I ______
was hoping
were hoping
was hope
was hoped
ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Everyone ______
have wearing
wearing
was wearing
were wearing
ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
They ______
was planning
have planning
were planning
were planned
ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
We ______
is feeling
have feeling
was feeling
were feeling
ଡାଏଲଗ୍ ଶୁଣନ୍ତୁ
Hey Shyam, weren't you planning to go to the bank for some work? Did you go?
ହେ ଶ୍ୟାମ୍, ତୁମେ ଗତ କାଲି କିଛି କାମ ପାଇଁ ବ୍ୟାଙ୍କ୍ ଯିବା ର ଯୋଜନା ବନାଉ ନଥିଲ? କଣ ତୁମେ ଗଲ?


Yes, I was at the bank yesterday. I was waiting to speak to the director.
ହଁ, ମୁଁ ଗତ କାଲି ବ୍ୟାଙ୍କ୍ ରେ ଥିଲି. ମୁଁ ପ୍ରବନ୍ଧକଙ୍କ ସହିତ କଥା ହେବା ପାଇଁ ଅପେକ୍ଷା କରୁ ଥିଲି.


Who else was there?
ସେଠାରେ ଆହୁରି କିଏ ଥିଲା ?


A woman at the desk was giving money to a customer.
ଜଣେ ମହିଳା ଡେସ୍କ୍ ଠାରେ ଜଣେ ଗ୍ରାହକଙ୍କୁ ପଇସା ଦେଉ ଥିଲେ.


Okay!
ଠିକ ଅଛି !


Your friend Sameer was also at the bank. He was standing with his mom.
ତୁମର ମିତ୍ର ସମିର ମଧ୍ୟ ବ୍ୟାଙ୍କ୍ ରେ ଥିଲା. ସେ ତା ମାଁଙ୍କ ସହିତ ଠିଆ ହେଇ ଥିଲା.


Yes, he was telling me about it.
ହଁ, ସେ ମତେ ସେହି ବିଷୟରେ କହୁଥିଲା.


Ok
ହଉ


'ତୁମେ ମୁଭି ସମୟରେ କାହା ସହିତ କଥା ହେଉ ଥିଲ?' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ?;
Who were you talk to during the movie?
Who were you talking to during the movie?
Who were you talked to during the movie?
Who do you talking to during the movie?
'କଣ ସେ ମୋ ସହିତ ସାକ୍ଷାତ କରିବା ପାଇଁ ଆସୁ ଥିଲା?' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
Was he coming to meet me?
Did he come to meet me?
Was he came to meet me?
Was he come to meet me?
'ସେ ଗ୍ରାହକ କୁ ନଗଦ ଦେଉ ଥିଲା.' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
She was give cash to a customer.
She was gave cash to a customer.
She were giving cash to a customer.
She was giving cash to a customer.
'ସେ ମତେ ଏହି ବିଷୟରେ କହୁଥିଲା.' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ?;
He were telling me about this.
He was telling me about this.
He was told me about this.
He was tell me about this.
'ମୁଁ ମୋ ବାପାଙ୍କ ସହିତ କଥା ହେଉ ଥିଲି.' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
I was talking to my father.
I was talk to my father.
I was talked to my father.
I did talking to my father.
ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
We ______
was planning
had planning
were planning
do planning
ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I ______
were speaking
was speaking
do speaking
have speaking
ସେମାନେ ଆସୁ ଥିଲେ.
ଆମେ ଯୋଜନା ବନାଉ ଥିଲୁ.
ସେ ରାନ୍ଧୁ ଥିଲା.
=
!
ଶୁଣନ୍ତୁ
ଟିପ୍
ପରବର୍ତ୍ତୀ ଶବ୍ଦ