Use of: Once, twice, thrice
try Again
Tip1:hello
Lesson 152
Use of: Once, twice, thrice
I=ମୁଁ
have met=ସାକ୍ଷାତ କରିଛି
him=ତାକୁ
ଟିପ୍
Once = ଥରେ
ଯଦି କେଉଁ କାର୍ଯ୍ୟ ଥରେ କରା ହେଇଛି, ତାହାଲେ ସେହା କୁ ଆମେ 'once' ଶବ୍ଦର ପ୍ରୟୋଗ କରି ଦର୍ଶାଉ.
Eg: I have seen her once. = ମୁଁ ତାକୁ ଥରେ ଦେଖିଛି.
'ମୁଁ ତାକୁ ଦିନରେ ଥରେ କଲ୍ କରେ. ' ର ଇଂରାଜୀରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
I call him one a day.
I call him once a day.
I call him twice a day.
I call him first a day.
'ମୁଁ ଦୁଇ ଦିନରେ ଥରେ ଚା' ପିଏ.' ର ଇଂରାଜୀରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. ;
I drink tea once in two days.
I drink tea once two days.
I drink tea twice in two days.
I drink tea once in two day.
He=ସେ
visits me=ମୋ ପାଖକୁ ଆସେ
twice=ଦୁଇ ଥର
ଟିପ୍
Twice = ଦୁଇ ଥର
ଯଦି କେଉଁ କାର୍ଯ୍ୟ ଦୁଇ ଥର କରା ଯାଇଛି ତାହାଲେ ତାକୁ 'twice' ଶବ୍ଦର ବ୍ୟବହାର କରି ଦର୍ଶା ଯାଏ. Twice କୁ two times ମଧ୍ୟ କୁହାଯାଏ.
Eg: I bathe twice a day. = ମୁଁ ଦିନ ରେ ଦୁଇ ଥର ଗାଧାଏ.
'ମୋର ସପ୍ତାହ ରେ ଦୁଇ ଥର ଇଂରାଜୀ କ୍ଲାସ୍ ହୁଏ. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
I have an English class two time a wee.k
I have an English class once a week.
I have an English class twonce a week.
I have an English class twice a week.
'ସେମାନେ ସପ୍ତାହ ରେ ଦୁଇ ଥର ଫୁଟ୍ ବଅଲ୍ ଖେଳନ୍ତି. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. ;
They play football twice week.
They play football twice week.
They play football twice a week.
They play football twice a weeks.
They=ସେମାନେ
visited us=ଆମକୁ ଦେଖା କରିବା ପାଇଁ ଆସିଲେ
thrice=ତିନି ଥର
ଟିପ୍
Thrice = ତିନି ଥର
ଯଦି କୌଣସି କାର୍ଯ୍ୟ ତିନି ଥର କରା ଯାଇଛି ତାହାଲେ 'thrice' ଶବ୍ଦ ର ପ୍ରୟୋଗ ରେ ସେହି ଟା ଦର୍ଶା ଯାଏ. 'Thrice' କୁ 'three times' ମଧ୍ୟ କହି ପାରନ୍ତି.
Eg: Thrice a day = ଦିନ ରେ ତିନି ଥର
'ମୋ ମାଁ ଦିନରେ ତିନି ଥର ରାନ୍ଧନ୍ତି.' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
My mother cooks food thrice a day.
My mother cooks food twice a day.
My mother cooks food once a day.
My mother cooks food three a day.
'ଆମକୁ ଦିନ ରେ ତିନି ଥର ଭୋଜନ କରିବା କଥା.' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
We must have food third day
We must have food three time a day.
We must have food thrice a day.
We must have food three a day.
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
We go to school ______
once
one
one times
ones
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I exercise ______
fource
fourth
four times
four time
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
She goes shopping ______
thrice
three
third
thrise
ଜନ୍ମଦିନ ବର୍ଷ କୁ ଥରେ ଆସେ.
ମୁଁ ତାକୁ ମଅଲ୍ ରେ ଦୁଇ ଥର ଦେଖିଲି.
ମୁଁ ଏହି ମୁଭିଟା ପାଞ୍ଚ ଥର ଦେଖିଛି.
=
!
ଶୁଣନ୍ତୁ
ଟିପ୍
ପରବର୍ତ୍ତୀ ଶବ୍ଦ