ନକାରାତ୍ମକ ପ୍ରତିକ୍ରିୟା ଦେବା ଓ ଆଲୋଚନା କରିବା ଶିଖନ୍ତୁ
try Again
Tip1:hello
Lesson 153
ନକାରାତ୍ମକ ପ୍ରତିକ୍ରିୟା ଦେବା ଓ ଆଲୋଚନା କରିବା ଶିଖନ୍ତୁ
ଡାଏଲଗ୍ ଶୁଣନ୍ତୁ
I hate to say this, but there have been complaints about your clothes.
ମତେ ଏହିଟା କହିବା ପାଇଁ ଭଲ ଲାଗୁ ନାହିଁ, କିନ୍ତୁ ଆପଣଙ୍କର ପୋଷାକ ନେଇ ବହୁତ ଅଭିଯୋଗ ଅଛି.


My clothes? What's wrong with my clothes?
ମୋ ପୋଷାକ ? କଣ ଅସୁବିଧା ଅଛି ମୋର ପୋଶାକ ରେ?


I hope you are aware that our company has a dress code.
ମୁଁ ଆଶା କରୁଛି କି ଆପଣ ଜାଣିଛନ୍ତି କି ଆମର କମ୍ପାନୀ ର ଗୋଟେ ଡ୍ରେସ୍ କୋଡ୍ ଅଛି.


Yes, that's why I wear a shirt and a tie.
ହଁ, ସେଇଥି ପାଇଁ ମୁଁ ଶର୍ଟ ଓ ଟାଇ ପିନ୍ଧୁଛି.


I'm afraid wearing the same tie everyday is not professional.
ମତେ ଦୁଖିତ କି ପ୍ରତିଦିନ ଏକା ଟାଏ ପିନ୍ଧିବା ଟା ପ୍ରୋଫେସ୍ନାଲ୍ ଲାଗେ ନାହିଁ.


Right. Anything else?
ଠିକ ଅଛି. ଆଉ କିଛି?


Well, I have to say that your shoes need polishing.
ଏବଂ ମତେ କହିବା କୁ ପଡିବ କି ତୁମର ଜୋତା ରେ ପଲିଶ୍ ର ଆବଶ୍ୟକତା ଅଛି.


ଟିପ୍
I hate to say this = ମତେ ଏହା କହିବା କୁ ଖରାପ ଲାଗୁଛି
I am sorry to say this = ମୁଁ ଏହିଟା କହିବା ପାଇଁ କ୍ଷମା ଚାହୁଁଛି

କୌଣସି ମତାନ୍ତର କିମ୍ବା ନୈରାଶ୍ୟ ଦର୍ଶେଇବା ସମୟ ରେ ବାକ୍ୟ କୁ ଏହି ପ୍ରକାର ରେ ଆରମ୍ଭ କରିବା ଟା ଉଚିତ ହେବ - ଏମିତି ବାକ୍ୟ ଦ୍ବାରା କୁହା ଯାଉ ଥିବା କଥାଟା ଟିକିଏ ନମ୍ର ଶୁଣା ଯାଏ.
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
To be ______
honest
a honest
honestly
an honest
'ମତେ ଏହା କହିବା କୁ ଭଲ ଲାଗୁନି, କିନ୍ତୁ ମତେ ଏହି କେକ୍ ଟା ପସନ୍ଦ ଆସିଲା ନାହିଁ. ' ର ଇଂରାଜୀ ରେ ସଠିକ୍ ବିକଳ୍ପ ର ଚୟନ କରନ୍ତୁ?;
I would like to say this, but I did not like this cake.
I hate to say this, but I did not like this cake.
I hate say this, but I did not like this cake.
I hate to say to this, but I did not like this cake.
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I am ______
honestly
hate
afraid
hope
I'm sorry to say this=ମୁଁ ଏହା କହିବା ପାଇଁ କ୍ଷମା ଚାହୁଁଛି
but you=କିନ୍ତୁ ତୁମକୁ
need to wear=ପିନ୍ଧିବାକୁ ପଡିବ
ଟିପ୍
Don't mind = ଖରାପ ଭାବିବ ନାହିଁ
Don't mind me saying this = ମୁଁ ଏହା କହୁଛି ବୋଲି ଖରାପ ଭାବ ନାହିଁ
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
______
I hope you don't mind me saying this
I hope you don't mind me say this
I hope you don't mind me said this
I hope you don't mind me says this
ମତେ ଏହା କହିଲା ବେଳକୁ ବହୁତ ଖରାପ ଲାଗୁଛି.
    • am
    • I
    • to
    • say this.
    • hate
    • have
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    ______
    Don't mind but
    Not to mind but
    Don't to mind but
    But mind don't
    ଡାଏଲଗ୍ ଶୁଣନ୍ତୁ
    I think the client may not be too happy with your logo design.
    ମତେ ଲାଗୁଛି କି ଗ୍ରାହକ ମାନେ ଆପଣଙ୍କର ପ୍ରତିକ ଚିନ୍ହ ର ଡିଜାଇନ୍ ରୁ ଖୁସି ନ ହୋଇ ପାରନ୍ତି.


    Oh really? Why?
    ଓଃ ସତରେ ! କାହିଁକି?


    The colours are too bright for a bank.
    ଏହି ରଙ୍ଗ ଗୁଡା ଗୋଟେ ବ୍ୟାଙ୍କ୍ ପାଇଁ ବହୁତ ଅଧିକ ଉଜ୍ଜଳ ଅଛି.


    Oh, what else is wrong?
    ଓଃ, ଆଉ କଣ ଅସୁବିଧା ଅଛି?


    It's just not the right logo for a bank. I am afraid you will have to design it again.
    ଗୋଟେ ବ୍ୟାଙ୍କ୍ ପାଇଁ ଏହିଟା ବିଲକୁଲ୍ ସଠିକ୍ ଲୋଗୋ ନୁହେଁ. ମତେ ଡର ଅଛି କି ଆପଣଙ୍କୁ ଆହୁରି ଥରେ ଡିଜାଇନ୍ ଟା ବନେଇବା କୁ ପଡିବ.


    Sure. I will come up with some other ideas.
    ନିଶ୍ଚୟ ! ମୁଁ ଆହୁରି କିଛିଟା ଆଇଡିଆ ଦେବି.


    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    The design is very modern but the hotel may not ______
    appreciately
    appreciate
    appreciation
    apprisiate
    'ମତେ ଆପଣଙ୍କୁ ଏହାକୁ ଆହୁରି ଥରେ କରିବା ପାଇଁ କହିବା କୁ ପଡିବ. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ?;
    I will ask you to do it again.
    I am ask you to do it again.
    I will have to ask you to do it again.
    I ask you to do it again.
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    I'm ______
    not surprised
    not surprise
    surprise not
    surprised not
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    ______
    Sorry to say to this
    Sorry say this
    Sorry for say this
    Sorry to say this
    'ଭୁଲ୍ ଭାବିବ ନାହିଁ, କିନ୍ତୁ ଏହାକୁ ଆହୁରି ଥରେ ଲେଖିବା ଦରକାର ଅଛି.' ର ଇଂରାଜୀ ରେ ସଠିକ୍ ଅନୁବାଦ ଚୟନ କରନ୍ତୁ?;
    Don't take this the wrongly way, but it needs to be re-written.
    Don't take this the wrong way, but it needs to be re-written.
    Don't take this the wrong way, because it needs to be re-written.
    Don't take this the wrong way, still it needs to be re-written.
    'ଭବିଷ୍ୟ ରେ ଆହୁରି ଅଧିକ ସାବଧାନ ରହିବ.' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ?;
    Be more careful in the future.
    Are more careful in the future.
    Have more careful in the future.
    Do more careful in the future.
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ