Phrasal verbs (get up, turn it down, turn it off, put them away, etc.)
try Again
Tip1:hello
Lesson 154
Phrasal verbs (get up, turn it down, turn it off, put them away, etc.)
ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
It is 8 AM! It's time to ______
get up
gets up
getting up
ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
______
Wakes up
Woke up
Wake up
Waked up
'ଜଲ୍ଦୀ କର ! ବସ୍ ଏଠାରେ ପାଞ୍ଚ ମିନିଟ୍ ରେ ପହଞ୍ଚି ଯିବ!' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. ;
Hurry up! The bus will be here in 5 minutes!
Hurry ups! The bus will be here in 5 minutes!
Hurries up! The bus will be here in 5 minutes!
Hurriedly up! The bus will be here in 5 minutes!
ଡାଏଲଗ୍ ଶୁଣନ୍ତୁ
Sachin, are you going to work today?
ସଚିନ୍, କଣ ଆଜି ତୁ କାମ କୁ ଯିବୁ?


Yes, mom.
ହଁ, ମାଁ.


Well then, wake up! Your bus is about to come.
ହଉ ତାହାଲେ, ଉଠେ ! ତୋର ବସ୍ ଏବେ ଆସି ଯିବ.


Alright. I am going for a shower.
ଠିକ ଅଛି ! ମୁଁ ଗାଧେଇବା ପାଇଁ ଯାଉଛି.


You better hurry up, the bus isn't going to wait for you.
ଭଲ ହେବ ଯଦି ତୁ ଶୀଘ୍ର କରିବୁ, ବସ୍ ତୋ ପାଇଁ ଅପେକ୍ଷା କରିବ ନାହିଁ.


ଟିପ୍
Take off = ଉଡି ଯିବା
The plane is ready to take off. = ଉଡ଼ାଜାହାଜ ଉଡିବା ପାଇଁ ପ୍ରସ୍ତୁତ ଅଛି.
Take off = ଓଲ୍ହେଇବା/କାଢିବା
Please take off your shoes. = କୃପା କରି ନିଜ ଜୋତା କାଢି ଦିଅନ୍ତୁ.
ଟିପ୍
Turn down = ଶବ୍ଦ/ଉତ୍ତାପ ଇତ୍ୟାଦି କମେଇ ଦେବା
Please turn down the music. = ସଙ୍ଗୀତ (ର ଶବ୍ଦ) କମେଇ ଦିଅନ୍ତୁ.
Turn down = ଅସ୍ବିକାର କରିବା
She may turn down our offer. = ସେ ବଧେ ଆମର ପ୍ରସ୍ତାବ ଟା ଅସ୍ବିକାର କରି ଦେବ.
ଟିପ୍
Turn off = ବନ୍ଦ କରିବା
Please turn off the music. = କୃପା କରି ସଙ୍ଗୀତ ଟା ବନ୍ଦ କରନ୍ତୁ.
=
ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
______
Turn down
Get off
Take off
Get down
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାଣ ପୁରଣ କରନ୍ତୁ.
Can you ______
turn down the volume
take down the volume
take off the volume
get off the volume
ଟିଭି ଟା ବନ୍ଦ କରି ଦିୟ.
    • down
    • on
    • off
    • the
    • TV.
    • Turn
    ଟିପ୍
    Put off = ସ୍ଥଗିତ କରି ଦେବା
    He has put off our meeting = ସେ ଆମର ମିଟିଙ୍ଗ୍ ଟା ସ୍ଥଗିତ କରି ଦେଇଛି
    Put away = ଅଲଗା କରି ରଖି ଦେବା
    Can you put your shoes away? = କଣ ଆପଣ ନିଜ ଜୋତା ଟା (ହଟେଇକି) ଦୁର ରେ ରଖି ପାରିବେ?
    ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    I am cleaning your table. Can you ______
    take off your books
    put your books away
    turn down your books
    turn off your books
    ତୁମ ଜୋତା କେତେ ମଇଳା ଅଛି, କୃପା କରି ଏଠାରୁ ହଟେଇ ଦିଅନ୍ତୁ.
    • so dirty
    • put
    • please
    • away.
    • them
    • your shoes are
    'ମାଁ ଆସିଲା ରୁ ସେ ଟିଭି ବନ୍ଦ କରି ଦେଲା. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. ;
    He turned off the TV when mom came.
    He turns the TV off when mom came.
    He turn off the TV when mom came.
    He was turn off the TV when mom came.
    'ମୁଁ ପୁରା ରାତି ଚାହିଁକି କାମ ଶେଷ କରି ଦେବି. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. ;
    I will stay up all night and finish the work.
    I will wake up all night and finish the work.
    I will turn up all night and finish the work.
    I will stand up all night and finish the work.
    get up ଉଠିବା/ନିଦ ରୁ ଉଠିବା
    wake up ନିଦ ରୁ ଉଠିବା
    stay up ଚାହିଁକି ରହିବା
    turn off ବନ୍ଦ କରିବା
    turn down କମେଇ ଦେବା/ଅସ୍ବିକାର କରିବା
    put off ସ୍ଥଗିତ କରିବା
    put away ହଟେଇ ଦେବା/ଦୁର ରେ ରଖି ଦେବା
    take off ଓଲ୍ହେଇବା/ଉଡି ଯିବା
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    The flight ______
    turned off
    wake up
    took off
    take off
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ