News ଉପରେ ଆଲୋଚନା
try Again
Tip1:hello
Lesson 155
News ଉପରେ ଆଲୋଚନା
ଡାଏଲଗ୍ ଶୁଣନ୍ତୁ
Anu, did you watch the news today?
ଅନୁ, କଣ ତୁମେ ଆଜି ଖବର ଦେଖିଚ?


No, what happened?
ନା, କଣ ହେଲା?


There was an earthquake in Gujarat.
ଗୁଜରାଟ ରେ ଭୁମିକମ୍ପ ଆସି ଥିଲା.


Oh my God, that's a terrible news.
ହେ ଭଗବାନ, ଏହିଟା ତ ଏକ ଭୟାନକ ଖବର.


'କଣ ଆଜି ଆପଣ ନ୍ୟୁଜ୍ ଦେଖିଛନ୍ତି?' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. ;
Did you watch the news today?
Will you watch the news today?
Are you watch the news today?
Is you watch the news today?
'ଗୁଜରାଟ ରେ ଭୁମିକମ୍ପ ଆସି ଥିଲା. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. ;
There was an earthquake in Gujarat.
There was the earthquake in Gujarat.
There is an earthquake in Gujarat.
There had an earthquake in Gujarat.
ଆଜି ର ଖାସ୍ ଖବର.
    • Today
    • news.
    • is
    • Today's
    • a
    • latest
    ହେ ଭଗବାନ!
    ଡାଏଲଗ୍ ଶୁଣନ୍ତୁ
    I hope there was no casualty.
    ଆଶା କରୁଛି କି କେହି ଦୁର୍ଘଟଣା ରେ ଆହାତ ହେଇ ନାହାନ୍ତି.


    According to the report, 20 dead bodies have been found.
    ରିପୋର୍ଟ୍ ଅନୁସାରେ 20ଟା ମୃତ ଶରୀର ମିଳିଛି.


    What!
    କଣ !


    It could have been worse, but thankfully, the help arrived on time.
    ଆହୁରି ଅଧିକ ଖରାପ ହେଇ ଯାଇଥାନ୍ତା, କିନ୍ତୁ ଭାଗ୍ୟକୁ, ସାହାଯ୍ୟ ସଠିକ୍ ସମୟ ରେ ପହଞ୍ଚି ଗଲା.


    'ଆଶା କରୁଛି କି କେହି ଦୁର୍ଘଟଣା ରେ ଆହତ ହେଇ ନାହାନ୍ତି. ' ର ଇଂରାଜୀ ର ସଠିକ୍ ଅନୁବାଦ ର ଚୟନ କରନ୍ତୁ କ୍ରିୟା ଶବ୍ଦ. ;
    I am hope there was no casualty.
    I hope there was no casualty.
    I hope there was no casually.
    I hope there's was no casualty.
    'ଏମବୁଲାନ୍ସ୍ ସମୟ ରେ ପହଞ୍ଚି ଗଲା. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. ;
    The ambulance arrived on time.
    The ambulance arrive on time.
    The ambulance was arrived on time.
    The ambulance was arrive on time.
    ଡାଏଲଗ୍ ଶୁଣନ୍ତୁ
    Did you watch the news about the floods in Uttarakhand?
    କଣ ଆପଣ ଉତରାଖଣ୍ଡ ରେ ଆସି ଥିବା ବନ୍ୟା ର ଖବର ଦେଖିଲେ?


    Yes, I heard some people suffered for months.
    ହଁ, ମୁଁ ଶୁଣିଛି କି ଲୋକମାନେ କେତେ ମାସ ପର୍ଯ୍ୟନ୍ତ କଷ୍ଟ ଭୋଗ କରିଲେ.


    It was difficult for the rescue workers to reach there.
    ରକ୍ଷା କାର୍ଯ୍ୟକର୍ତାଙ୍କ ପାଇଁ ସେଠାକୁ ପହଞ୍ଚିବା ଟା ବହୁତ କଠିନ ଥିଲା.


    'କଣ ଆପଣ ଉତରାଖଣ୍ଡ ରେ ଆସିଥିବା ବନ୍ୟା ର ଖବର ଶୁଣିଛନ୍ତି?' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. ;
    Did you hear the news about the floods in Uttarakhand?
    Did you listen the news about the floods in Uttarakhand?
    Did you hear to the news about the floods in Uttarakhand?
    Did you hear the news at the floods in Uttarakhand?
    'ସେମାନଙ୍କୁ କେତେ ମାସ ପର୍ଯ୍ୟନ୍ତ କଷ୍ଟ ସହିବା କୁ ପଡିଲା.' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
    They suffered for months.
    They are suffering for months.
    They were suffered for months.
    They will be suffering for months.
    ସାହାଯ୍ୟକାରୀ ମାନଙ୍କ ପାଇଁ ସେଠାକୁ ପହଞ୍ଚିବା ଟା ବହୁତ କଠିନ ଥିଲା.
    • helpers
    • it was
    • difficult
    • the helpers
    • to reach there.
    • for
    ଡାଏଲଗ୍ ଶୁଣନ୍ତୁ
    Natural disasters are increasing day by day. There is a similar situation in J & K.
    ଦିନ କୁ ଦିନ ପ୍ରାକୃତିକ ବିପତ୍ତି ଗୁଡିକ ବଢି ଚାଲିଛି. J&K ରେ ମଧ୍ୟ ସମାନ ସ୍ଥିତି ଅଛି.


    The situation is getting worse with each passing day.
    ଦିନ କୁ ଦିନ ସ୍ଥିତି ଆହୁରି ଖରାପ ହେଇ ଚାଲିଛି.


    I pray for the families living there.
    ମୁଁ ସେଠାରେ ରହୁ ଥିବା ପରିବାର ଗୁଡିକ ପାଇଁ ପ୍ରାର୍ଥନା କରିବି.


    Me too, but we should also send help.
    ମୁଁ ମଧ୍ୟ, କିନ୍ତୁ ଆମକୁ ସାହାଯ୍ୟ ପଠେଇବା କଥା.


    'ଦିନ କୁ ଦିନ ପ୍ରାକୃତିକ ବିପତ୍ତି ଗୁଡିକ ବଢି ଚାଲିଛି.' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. ;
    Day by day, natural disasters are increasing.
    Day by day, naturally disasters are increasing.
    Day by day, have natural disasters increasing.
    Day by day, natural disasters is increasing.
    ସ୍ଥିତି ବହୁତ ଖରାପ ଅଛି.
    • worse.
    • was very
    • situation
    • is very
    • the
    • bad.
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟା ସ୍ଥାନ ପୁରଣ କରନ୍ତୁ.
    There was a similar ______
    situation in
    situated in
    situation on
    situated at
    'ମୁଁ ସେଠାରେ ରହୁ ଥିବା ପରିବାର ଗୁଡିକ ପାଇଁ ପ୍ରାର୍ଥନା କରୁଛି.' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.
    I pray for the families living their.
    I pray for the families living there.
    'ଆମକୁ ସେଠାକୁ ସାହାଯ୍ୟ ପଠେଇବା ଦରକାର. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. ;
    We should send help there.
    We are send help there.
    Should we send help there?
    We would send help there.
    ଡାଏଲଗ୍ ଶୁଣନ୍ତୁ
    What can we do to help?
    ଆମେ ସାହାଯ୍ୟ କରିବା ପାଇଁ କଣ କରି ପାରିବୁ?


    We can send some stuff.
    ଆମେ କିଛି ଜିନିଷ ପଠେଇ ପାରିବା.


    Like what?
    ଯେମିତି କି?


    They require blankets, medicines, and dry ration after such a disaster.
    ଏମିତି ବିପଦ ପରେ ସେମାନଙ୍କୁ କମ୍ବଲ, ଔଷଧ ଏବଂ ଶୁଖିଲା ରାସନ୍ ର ଆବଶ୍ୟକତା ରହିବ.


    'ଆମେ ସାହାଯ୍ୟ ପାଇଁ କଣ କରି ପାରିବୁ?' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. ;
    How can we do to help?
    What can we help?
    What can we do help?
    What can we do to help?
    ଆମେ କିଛି ଜିନିଷ ପଠେଇ ପାରିବା.
    • some stuff.
    • are
    • can
    • sent
    • send
    • we
    'ସେମାନଙ୍କୁ ଶୁଖିଲା ରାସନ୍ ଦରକାର ପଡିବ. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. ;
    They need dry ration.
    They must dry ration.
    They have dry ration.
    They should dry ration.
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    If such a situation ______
    arises
    is arises
    arising
    to arises
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ