ଆପଣଙ୍କର ମନପସନ୍ଦ ଖେଳ ବିଷୟରେ ଆଲୋଚନା
try Again
Tip1:hello
Lesson 156
ଆପଣଙ୍କର ମନପସନ୍ଦ ଖେଳ ବିଷୟରେ ଆଲୋଚନା
ଡାଏଲଗ୍ ଶୁଣନ୍ତୁ
What's your favorite sport?
ଆପଣଙ୍କର ପ୍ରିୟ ଖେଳ କଣ?


My favorite sport is Cricket.
ମୋର ପ୍ରିୟ ଖେଲ ହେଉଛି କ୍ରିକେଟ୍.


Great! Do you like test cricket or 20-20?
ବହୁତ ବଢିଆ ! ଆପଣଙ୍କୁ ଟେଷ୍ଟ୍ କ୍ରିକେଟ୍ ପସନ୍ଦ ନା 20-20?


I prefer 20-20.
ମୁଁ 20-20 ଅଧିକ ପସନ୍ଦ କରେ.


Which is your favorite team?
ଆପଣଙ୍କର ପ୍ରିୟ ଟିମ୍ କେଉଁଟା?


My favorite team is Kolkata Knight Riders.
ମୋର ପ୍ରିୟ ଟିମ୍ ହେଉଛି କୋଲକାତା ନାଇଟ୍ ରାଇଡର୍ସ୍.


'ଆପଣଙ୍କର ପ୍ରିୟ ଖେଳ କେଉଁଟା?' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. ;
What's your favorite sport?
What be your favorite sport?
What is in your favorite sport?
Who is your favorite sport?
ମୁଁ ହକି ଦେଖିବାକୁ ପସନ୍ଦ କରେ.
    • am
    • like
    • to look
    • hockey.
    • I
    • to watch
    'ଆପଣଙ୍କର ପ୍ରିୟ ଟିମ୍ କେଉଁଟା?' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. ;
    Which is your favorite team?
    Who is your favorite team?
    Which is your best team?
    Which is your favoritest team?
    ମୋର ପ୍ରିୟ ଟିମ୍.
    ଡାଏଲଗ୍ ଶୁଣନ୍ତୁ
    What do you like about KKR?
    ଆପଣଙ୍କୁ KKR ବିଷୟରେ କଣ ଭଲ ଲାଗେ?


    They have really good players in the team.
    ତାଙ୍କର ଟିମ୍ ରେ ବହୁତ ଭଲ ଖେଳାଳୀ ଅଛନ୍ତି.


    My favorite team is Delhi Daredevils, I think their team is better.
    ମୋର ପ୍ରିୟ ଟିମ୍ ହେଉଛି Delhi Daredevils, ମୋ ଅନୁସାରେ ଏମାନେ ତାଙ୍କ ଠାରୁ ଭଲ.


    Not at all, KKR is the best.
    ଜମା ନୁହେଁ, KKR ହେଉଛି ସବୁଠାରୁ ଭଲ.


    'ଆପଣଙ୍କୁ ତାଙ୍କ ବିଷୟରେ କଣ ଭଲ ଲାଗେ?' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ.;
    What do you like about they?
    What do you like about themselves?
    What do you like about them?
    What do you like about their?
    ମତେ ତାଙ୍କ ଟିମ୍ ର ଖେଳାଳୀ ପସନ୍ଦ.
    • the players
    • I
    • like
    • in there
    • team.
    • in their
    'ମତେ ଲାଗୁଛି କି ତାଙ୍କ ଟିମ୍ ଟା ବେସି ଭଲ. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. ;
    I think, their team is the best.
    I think, their team is more good.
    I think, their team is better.
    I think, their team is more better.
    'ଜମା ନୁହେଁ ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. ;
    Not at all
    No at all
    Not all
    Not now
    ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    They ______
    have really good
    are have really good
    having really good
    has really good
    ଡାଏଲଗ୍ ଶୁଣନ୍ତୁ
    I think Delhi Daredevils' strategy is good.
    ମୋ ଅନୁସାରେ Delhi Daredevils ର ରଣନୀତି ଟା ବହୁତ ଭଲ.


    Maybe, but KKR plays better than them.
    ହଁ ହେଇ ଥିବ, କିନ୍ତୁ KKR ସେମାନଙ୍କ ଠାରୁ ଅଧିକ ଭଲ ଖେଳେ.


    Did you watch the match last night?
    କଣ ତୁମେ କାଲି ରାତି ର ମ୍ୟାଚ୍ ଦେଖିଲ?


    Yes, it was an interesting match!
    ହଁ, ସେହିଟା ଗୋଟେ ବହୁତ ହି ରୋମାଞ୍ଚକ ମ୍ୟାଚ୍ ଥିଲା.


    'ସେହି ଟିମ୍ ର ରଣନୀତି ଟା ଭଲ. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. ;
    That team's strategy is good.
    That team is strategy is good.
    That team has strategy is good.
    That team has to be strategy is good.
    'ବଧେ ହେଇ ପାରିବ. ' ର ଇଂରାଜୀ ରେ ଅନୁବାଦ ର ଚୟନ କରନ୍ତୁ. ;
    Maybe
    Should be
    Would be
    Is to be
    କଣ ଆପଣ କାଲି ରାତି ରେ ମ୍ୟାଚ୍ ଦେଖିଥିଲେ?
    • were
    • the match
    • last night?
    • you
    • watch
    • did
    ଡାଏଲଗ୍ ଶୁଣନ୍ତୁ
    But your favorite team lost the match yesterday!
    କିନ୍ତୁ ଆପଣଙ୍କର ପ୍ରିୟ ଟିମ୍ ତ କାଲିର ମ୍ୟାଚ୍ ହାରି ଗଲା!


    Yes, I know. I am sure they will play better next time.
    ହଁ, ମୁଁ ଜାଣିଛି. କିନ୍ତୁ ମତେ ବିଶ୍ବାସ ଅଛି କି ସେମାନେ ଆର ଥର କ ଆହୁରି ଭଲ ଖେଳିବେ.


    Let's see!
    ଦେଖିବା.


    ଇଂରାଜୀ ରେ ସଠିକ୍ ନୁବାଦ ର ଚୟନ କରନ୍ତୁ. 'କିନ୍ତୁ ତୁମର ପ୍ରିୟ ଟିମ୍ ତ ମ୍ୟାଚ୍ ହାରି ଗଲା. '
    But your favorite team lost the match.
    But your favorite team had lose the match.
    ସେ ପରବର୍ତ୍ତୀ ଥର ଭଲ ଖେଳିବେ.
    • more
    • they will
    • next time.
    • better
    • second time.
    • play
    'ମତେ ବିଶ୍ବାସ ଅଛି. ' ର ଇଂରାଜୀ ରେ ଅନୁବାଦ ର ଚୟନ କରନ୍ତୁ. ;
    I am sure.
    I am surely.
    I have sure.
    I am surety.
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ