Forming opposites/ antonyms: ବିପରିତ ଶବ୍ଦ ବନାନ୍ତୁ
try Again
Tip1:hello
Lesson 157
Forming opposites/ antonyms: ବିପରିତ ଶବ୍ଦ ବନାନ୍ତୁ
ଟିପ୍
Expensive = ମହଂଗା/ଅଧିକ ମୁଲ୍ୟ
କିଛିଟା ଏମିତି ବିଶେଷଣ ଶବ୍ଦ ଅଛି, ଯେଉଁଥିରେ ଯଦି ଆମେ ଉପସର୍ଗ (prefix): 'un' ବା 'in' ବା 'im' ବା 'il' ମଧ୍ୟରୁ କେଉଁ ଗୋଟେ ବ୍ୟବହାର କରୁ, ତାହାଲେ ତାର ଅର୍ଥ ବିପରୀତ ହେଇ ଯାଏ.
Inexpensive = ଶସ୍ତା
believable (ବିଶ୍ୱାସ ଯୋଗ୍ୟ) unbelievable(ଅବିଶ୍ୱସନୀୟ)
interesting (ରୋମାଞ୍ଚକ) uninteresting (ଅନିଚ୍ଚୁକ)
plugged (ପ୍ଲଗ୍ କରା ଯାଇ ଥିବା) unplugged (ଅନପ୍ଲଗ୍ କରା ଯାଇ ଥିବା)
polluted (ଦୁଷିତ) unpolluted (ଦୁଷିତ ନୁହେଁ)
professional (ପେସାଦାର/ବୃତ୍ତିଗତ) unprofessional (ବୃତ୍ତିନୀତି ବିରୁଦ୍ଧ)
successful (ସଫଳ) unsuccessful (ଅସଫଳ)
legal (ଆଇନ ସମ୍ବନ୍ଧୀୟ) illegal (ଅବୈଧ)
patient (ଧର୍ଯ୍ୟ) impatient (ଅଧିର)
perfect (ନିଖୁଣ) imperfect (ଦୋଶଯୁକ୍ତ)
polite (ସଭ୍ୟ/ଭଦ୍ର) impolite (ଅଭଦ୍ର)
possible (ସମ୍ଭବ) impossible (ଅସମ୍ଭବ)
dependent (ଆଶ୍ରିତ) independent (ସ୍ବାଧିନ)
'Expensive ସହିତ କେଉଁ ଉପସର୍ଗ ର ବ୍ୟବହାର କରିଲେ ତା ଅର୍ଥ 'ଶସ୍ତା' ହେଇ ଯିବ?' ;
Un
In
Im
Il
'Perfect ର ବିପରୀତ ଶବ୍ଦ ଟା କଣ?' ;
Unperfect
Inperfect
Imperfect
Ilperfect
'Successful ସହିତ କେଉଁ ଉପସର୍ଗ ର ବ୍ୟବହାର କରିଲେ ତା ର ଅର୍ଥ 'ଅସଫଳ' ହେଇ ଯିବ?' ;
Un
In
Im
Il
'Polite ର ବିପରୀତ ଶବ୍ଦ କଣ?' ;
Unpolite
Inpolite
Impolite
Ilpolite
'Believable ସହିତ କେଉଁ ଉପସର୍ଗ ର ପ୍ରୟୋଗ କରିଲେ ତା ର ଅର୍ଥ 'ଅବିଶ୍ବାସ' ହେଇ ଯିବ?' ;
Un
In
Im
Il
'Dependent ର ବିପରୀତ ଶବ୍ଦ କଣ?' ;
Undependent
Independent
Imdependent
Ildependent
'Possible ସହିତ କେଉଁ ଉପସର୍ଗ ର ପ୍ରୟୋଗ କରିଲେ ତା ର ଅର୍ଥ 'ଅସମ୍ଭବ' ହେଇ ଯିବ?' ;
Un
In
Im
Il
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Professional is the opposite of ______
Unprofessional
Improfessional
Inprofessional
Ilprofessional
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Logical is the opposite of ______
Ilogical
Inlogical
Illogical
Unlogical
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Convenient is the opposite of ______
Unconvenient
Inconvenient
Ilconvenient
Imconvenient
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Intelligent is the opposite of ______
Unintelligent
Inintelligent
Ilintelligent
Imintelligent
ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Efficient is the opposite of ______
Unefficient
Ilefficient
Inefficient
Imefficient
'A person who can't wait, is?' ;
Unpatient
Inpatient
Ilpatient
Impatient
'A person who is not friendly, is called?' ;
Unfriendly
Infriendly
Ilfriendly
Imfriendly
'A person who is not practical, is called?' ;
Unpractical
Inpractical
Impractical
Ilpractical
'A person who is not fortunate, is called?' ;
Unfortunate
Infortunate
Imfortunate
Ilfortunate
'A place that is not safe, is?' ;
Unsafe
Insafe
Ilsafe
Imsafe
'A person who is not active, is called?' ;
Unactive
Inactive
Ilactive
Imactive
=
!
ଶୁଣନ୍ତୁ
ଟିପ୍
ପରବର୍ତ୍ତୀ ଶବ୍ଦ