ଶବ୍ଦ ଗଢିବା ଶିଖନ୍ତୁ :Noun, person, Adjective
try Again
Tip1:hello
Lesson 160
ଶବ୍ଦ ଗଢିବା ଶିଖନ୍ତୁ :Noun, person, Adjective
ଡାଏଲଗ୍ ଶୁଣନ୍ତୁ
I went to an Art exhibition last week.
ମୁଁ ଗତ ସପ୍ତାହ ଗୋଟେ କଳା ପ୍ରଦର୍ଶନୀ କୁ ଯାଇ ଥିଲି.


I have never been to an art exhibition, what is it like?
ମୁଁ କଳା ପ୍ରଦର୍ଶିନୀକୁ କେବେ ଯାଇନି, ସେହିଟା କେମିତି ଥାଏ?


A lot of artists put their work on display.
ବହୁତ ଗୁଡେ କଳାକାର ତାଙ୍କର କାମ ର ପ୍ରଦର୍ଶନ କରନ୍ତି.


What sort of work?
କେଉଁ ପ୍ରକାର ର କାମ?


Some really artistic stuff like paintings, handicrafts, etc.
କିଛିଟା କଳା ନିପୁଣ ଜିନିଷ, ଯେମିତି କି ଚିତ୍ରକାରୀ, ହସ୍ତକଳା ଇତ୍ୟାଦି.


ଟିପ୍
=
Art = କଳା
Artist = କଳାକାର
Artistic = କଳାନିପୁଣ
=
Artistic is an adjective; Art is a noun, and Artist is also a noun.
'କଳା ପ୍ରଦର୍ଶନୀ ରେ କଳାକାର ମାନେ କଳାନିପୁଣ ଚିତ୍ରକାରୀ ପ୍ରଦର୍ଶିତ କରିଲେ.' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. ;
Artists show their artistic paintings in the art exhibition.
Artistic showed their art paintings in the art exhibition.
Art showed their artistic paintings in the art exhibition.
Artists showed their artistic paintings in the art exhibition.
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
My friend is an amazing ______
photograph
photographer
photographic
photography
ସେମାନେ ଗୋଟେ ଫଟୋ ଉଠାଇବା ବ୍ୟକ୍ତି ପାଖକୁ ଗଲେ ଯେ ତାର ଫଟୋ ଉଠାଇବା କଳାରୁ ତାଙ୍କୁ ପ୍ରଭାବିତ କରି ଦେଲା.
    • who impressed them
    • with his
    • photography skills.
    • They went to a
    • photographer skills.
    • photographer
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    My love for ______
    photographic
    photography
    photograph
    photographer
    ଡାଏଲଗ୍ ଶୁଣନ୍ତୁ
    What do you know about the Indian economy?
    ଆପଣ ଭାରତୀୟ ଅର୍ଥବ୍ୟବସ୍ତା ବିଷୟରେ କଣ ଜାଣିଛନ୍ତି?


    India is a mixed economy. It is a mix of capitalism and socialism.
    ଭାରତ ହେଉଛି ଏକ ମିଶ୍ରିତ ଅର୍ଥବ୍ୟବସ୍ତା. ଏହିଟା ହେଉଛି ପୁଞ୍ଜିବାଦ ଏବଂ ସମାଜବାଦ ର ଏକ ମିଶ୍ରଣ.


    What about the famous economists, what do you know about them?
    ଓ ପ୍ରସିଦ୍ଧ ଅର୍ଥଶାସ୍ତ୍ରୀ ମାନେ, ତାଙ୍କ ବିଷୟରେ ଆପଣ କଣ ଜାଣିଛନ୍ତି?


    I know about Mr. Manmohan Singh, he served as the 14th Prime Minister of India.
    ମୁଁ ଶ୍ରୀ ମନମୋହନ ସିଂଘଙ୍କ ବିଷୟରେ ଜାଣିଛି, ସେ ଭାରତ ର ଚତୁର୍ଦଶ ପ୍ରଧାନମନ୍ତ୍ରୀ ଥିଲେ.


    What measures did he take for economic welfare?
    ସେ ଆର୍ଥିକ କଲ୍ୟାଣ ନିମନ୍ତେ କଣ ପଦକ୍ଷେପ ନେଇ ଥିଲେ?


    I don't know much about that.
    ମୁଁ ତା ବିଷୟରେ ଅଧିକ କିଛି ଜାଣିନି.


    ଟିପ୍
    =
    Economy = ଅର୍ଥବ୍ୟବସ୍ତା (noun)
    Economist = ଅର୍ଥଶାସ୍ତ୍ରୀ (noun)
    Economical = ହିସାବୀ/ମିତବ୍ୟାୟୀ (adjective)
    Economic = ଆର୍ଥିକ (adjective)
    =
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    Tata Nano is an ______
    economic
    economical
    economist
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    Defence Minister Manohar Parrikar travels ______
    economy
    economics
    economist
    ସେ ଜଣେ ମହାନ ଅର୍ଥଶାସ୍ତ୍ରୀ ଥିଲେ ଯେ ଭାରତ ର ଅର୍ଥବ୍ୟବସ୍ତା ରେ ଉନ୍ନତି ଆଣି ଥିଲେ ଏବଂ ସବୁ ଜିନିଷ ସ୍ବଳ୍ପଖର୍ଚ୍ଚ ରେ ଉପଲବ୍ଧ କରେଇଲେ.
    • who improved India's
    • at economical rates.
    • He was a great
    • economist
    • and made everything available
    • economy
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    He manages the ______
    economic
    economist
    economy
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    DDLJ was a ______
    music
    musical
    musician
    ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    A.R. Rahman is a world-class ______
    musician
    music
    musical
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    He contributed a lot to the ______
    musician
    music
    ଯଦିଓ ଶୋଲେ ଏକ ସଙ୍ଗୀତ ସମ୍ବନ୍ଧୀୟ ଫିଲ୍ମ୍ ନୁହେଁ, ତେବେ ମଧ୍ୟ ଏହି ଫିଲ୍ମ୍ ରେ ସଙ୍ଗୀତଜ୍ଞ ମାନେ ଭଲ ସଙ୍ଗୀତ ର ରଚନା କରିଛନ୍ତି.
    • film, but its
    • Although Sholay is not a
    • music.
    • musicians
    • composed good
    • musical
    ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    He is at a ______
    manage
    manager
    managerial
    ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    they had a party yesterday and the ______
    managerial
    manage
    management
    ଡାଏଲଗ୍ ଶୁଣନ୍ତୁ
    What do you do?
    ଆପଣ କଣ କରନ୍ତି?


    I work at a bank.
    ମୁଁ ଏକ ବ୍ୟାଙ୍କ୍ ରେ କାମ କରେ.


    What is your position?
    ଆପଣଙ୍କର ପଦ ଟା କଣ?


    I am at a managerial position.
    ମୁଁ ଏକ ପରିଚାଳକ ପଦ ରେ ଅଛି.


    What is your designation?
    ଆପଣଙ୍କର ଉପାଧି ଟା କଣ?


    I am an Account manager.
    ମୁଁ ହେଉଛି ଏକ ଅକାଉଁଟ୍ ପରିଚାଳକ.


    What are your qualifications?
    ଆପଣଙ୍କର ଯୋଗ୍ୟତା କଣ?


    I am a Management graduate.
    ମୁଁ ହେଉଛି ଏକ ମ୍ୟାନେଜମେଂଟ୍ ଗ୍ରାଜୁଏଟ୍.


    'ସେ ଏକ ପ୍ରତିଯୋଗିତା ରେ ଭାଗ ନେଇଥିଲା ଯେଉଁ ଥିରେ ସାରା ଦେଶ ରୁ ପ୍ରତିଯୋଗୀ ମାନେ ଆସିଥିଲେ ଏବଂ ସେମାନେ ଜିତିବା ପାଇଁ ବ୍ୟଗ୍ର ଥିଲା. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. ;
    He took part in a competitors where competition from across the country came and they were very competitive.
    He took part in a compete where competitors from across the country came and they were very competitive.
    He took part in a competition where competitors from across the country came and they were very competitive.
    He took part in a competitive where competitors from across the country came and they were very competition.
    ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    He has a ______
    competition
    competitive
    compete
    competitor
    ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    He is a fierce ______
    competitor
    compete
    competitive
    ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    He works in the Jewelry ______
    industrial
    industry
    industrialist
    ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    He is not an ______
    industry
    industrial
    industrialist
    ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    His house is in an ______
    industrial
    industry
    industrialist
    ଗଚ୍ଛ ହେଉଛନ୍ତି ଉତ୍ପାଦକ, ସେ ଫଳ ଉତ୍ପନ କରନ୍ତି ଏବଂ ସେ ଉର୍ବର ଜମି ରେ ବଢନ୍ତି.
    • productive land.
    • fruits and they
    • their products are
    • producers,
    • grow on a
    • Trees are
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    You should do something ______
    product
    productive
    producer
    production
    ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    She uses good ______
    production
    productive
    products
    ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    He is a film ______
    producer
    productive
    production
    ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    My uncle is into film ______
    produce
    production
    product
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ