ବ୍ୟବହାର ଓ ଅଭ୍ୟାସ ଉପରେ କଥାବାର୍ତ୍ତା : Using would
try Again
Tip1:hello
Lesson 161
ବ୍ୟବହାର ଓ ଅଭ୍ୟାସ ଉପରେ କଥାବାର୍ତ୍ତା : Using would
ଟିପ୍
I used to have long hair when I was a child. = ମୋର ପିଲା ବେଳେ ଲମ୍ବା ବାଳ ଥିଲା.

'Used to' ଅତୀତ ର ସ୍ଥିତି, ଅଭ୍ୟାସ ବା ପୁନରାବୃତ୍ତ ହେଉ ଥିବା କାର୍ଯ୍ୟ ଆଡକୁ ସଂକେତ କରେ.
କୌଣସି ଜିନିଷ ବା ଘଟଣା ଯେଉଁଟା ଅତୀତ ରେ ନିୟମିତ ରୁପ ରେ ଉପସ୍ଥିତ ଥିଲା, କିନ୍ତୁ ଏବେ ନାହିଁ.
=
ଟିପ୍
Every Saturday, I would go on a long bike ride. = ପ୍ରତି ଶନିବାର, ମୁଁ ଗୋଟେ ଲମ୍ବା ବାଇକ୍ ରାଇଡ୍ ରେ ଯାଉ ଥିଲି.
Every Saturday, I used to go on a long bike ride. = ପ୍ରତି ଶନିବାର, ମୁଁ ଗୋଟେ ଲମ୍ବା ବାଇକ୍ ରାଇଡ୍ ରେ ଯାଉ ଥିଲି.
Action verbs ସହିତ 'would' ଏବଂ 'used to' ଦୁଇଟା ଯାକର ବ୍ୟବହାର ହେଇ ପାରିବ. କିନ୍ତୁ state ବା ସ୍ଥିତି (have, hate, love) ସହିତ କେବଳ 'used to' ବ୍ୟବହାର ହେବ.
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Rahul ______
would
use to
used to
ଉପଯୁକ୍ତ ଶବ୍ଦାର୍ ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I ______
wouldn't
would
use to
used to
'ମୁଁ ପିଲା ଥିଲା ବେଳେ ଆମ ପାଖରେ ଗୋଟେ କୁକୁର ଥିଲା. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
When I was a child, we used to have a dog.
When I was a child, we use to have a dog.
When I was a child, we will have a dog.
When I was a child, we have a dog.
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
As a student, he never ______
will have
would
use to
used to
ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Did you ______
used to
use to
would
'ଏଠାରେ କଫି ର ଦୋକାନ କେବେ ନଥିଲା. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. ;
There never use to be a coffee shop here.
There never would be a coffee shop here.
There never used to be a coffee shop here.
There never wouldn't be a coffee shop here.
ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
My dad ______
would to be
would
would to
is
ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
My mother ______
use to
used to
would
wouldn't
'ବିବାହିତ ଜୀବନ ର ଆରମ୍ଭ ରେ ସେମାନେ ବହୁତ ଖୁସି ରହୁ ଥିଲେ. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. ;
At the beginning of their married life, they used to be very happy.
At the beginning of their married life, they would be very happy.
At the beginning of their married life, they use to be very happy.
At the beginning of their married life, they used be very happy.
ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
On Sundays, my parents ______
would be take
would to be take
would take
would to
ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
The children ______
would to
would
would be
would to be
ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
People spend a lot of time watching Television these days, but when we were young, we ______
used to be
used to
use to
ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Lots of women go to work nowadays, but earlier, women ______
used to
use to
used to be
ଟିପ୍
That's typical of you. You would never be on time. = ଏହିଟା ତ ତୁମର ଅଭ୍ୟାସ. ତୁମେ କଦାପି ସମୟରେ ଆସନି.
ଆପଣ 'would' ର ବ୍ୟବହାର କୌଣସି ଖରାପ ଅଭ୍ୟାସ ଜଣେଇବା ପାଇଁ କରି ପାରନ୍ତି.
He said he didn't like the food. Well, he would criticize everything, wouldn't he? = ସେ କହିଲା ତାକୁ ଭୋଜନ ପସନ୍ଦ ଆସିଲା ନାହିଁ. ହଉ, ସେ ସବୁ ଜିନିଷ ର ଆଲୋଚନା କରେ, ନା କଣ?
ଏହି 'would' ର ପ୍ରୟୋଗ ଅଧିକାଂଶ ସମୟରେ ଆଲୋଚନା ପାଇଁ ହୁଏ.
ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
They complained about the service, but they ______
wouldn't do
do would
would do
ଉପଯୁକ୍ତ ଶବ୍ଦର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Neha has already gone. That's exactly like her! She ______
wait wouldn't
wouldn't wait
wouldn't waited
will not wait
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
You would forget to call me, ______
wouldn't you
will you
used to
=
!
ଶୁଣନ୍ତୁ
ଟିପ୍
ପରବର୍ତ୍ତୀ ଶବ୍ଦ